Browsing Category

ଖବର

ଦେଶର ଜାତୀୟ ରାଜପଥର ସବୁ ଲେବଲ କ୍ରସିଂ ସ୍ଥାନରେ ଓଭରବ୍ରିଜ ଏବଂ ଅଣ୍ଡରପାସ୍‌ ନିର୍ମାଣ ହେବ

ନୂଆଦିଲ୍ଲୀ .- ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଜାତୀୟ ରାଜପଥରେ ଥିବା ସମସ୍ତ ଲେଭଲ କ୍ରସିଂ ସ୍ଥାନରେ ରୋଡ ଓଭରବ୍ରିଜ କିମ୍ବା ରୋଡ ଅଣ୍ଡରବ୍ରିଜ ନିର୍ମାଣ କରିବାକୁ ଯୋଜନା ପ୍ରସ୍ତୁତ କରିଛି । ମନ୍ତ୍ରଣାଳୟର ଯୋଜନା ଅନୁସାରେ ସେତୁ ଭାରତମ ଯୋଜନା ଅନ୍ତର୍ଗତ ଦୁର୍ବଳ ତଥା ସରୁ ପୋଲକୁ…

ନୂଆବର୍ଷର ପ୍ରଥମ ଦିନରୁ ଶସ୍ତା ହେଲା ଟିଭି ,ପାଓ୍ୱାର ବ୍ୟାଙ୍କ ସହ ଏହି ସବୁ ଜିନିଷ

ନୂଆଦିଲ୍ଲୀ . - ୨୦୧୯ ଜାନୁଆରୀ ଏକ ତାରିଖ ଠାରୁ ବିଭିନ୍ନ ସାମଗ୍ରୀରେ ଜିଏସ୍‌ଟିକୁ ହ୍ରାସ କରାଯାଇଛି । ଏଥିଯୋଗୁଁ ଫୋନ୍‌ ଓ ଅନ୍ୟ ସାମଗ୍ରୀରେ ବ୍ୟବହୃତ ଲିଥିୟମ ବ୍ୟାଟେରୀ, ଏଲ୍ଇଡି ମନିଟର ଓ ଟିଭି, ପାଓ୍ୱାରବ୍ୟାଙ୍କ ,ସ୍ୱତନ୍ତ୍ର ଧରଣର ଟାୟାର ସହ ପ୍ରାୟ ୩୩ଟି ସାମଗ୍ରୀ ଶସ୍ତା ହୋଇଛି ।…

ଆସନ୍ତା ତିନିଦିନ ପ୍ରବଳ ଶୀତ

ଭୁବନେଶ୍ୱର .-- ଡିସେମ୍ବର  ୩୧ରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତା ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେବ । ଓଡ଼ିଶା ସହ ପଶ୍ଚିମବଙ୍ଗ ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ବିହାର, ହିମାଚଳ ପ୍ରଦେଶ, ଗୁଜୁରାଟରେ ବି ପ୍ରବଳ ଶୀତ ହେବ । ରାତିରେ ପ୍ରବଳ ଶୀତ ହେବ । ସାଧାରଣ ତାପମାତ୍ରାଠାରୁ ୩ରୁ ୪ ଡିଗ୍ରୀ…

ଭୂବନେଶ୍ୱର ବିମାନ ବନ୍ଦରରେ ମଳଦ୍ୱାରରେ ସୁନାଗୁଣ୍ଡ ଚୋରାଚାଲାଣ ବେଳେ ଧରାପଡିଲା

ଭୁବନେଶ୍ୱର .- ଭୁବନେଶ୍ୱର ବିମାନ ବନ୍ଦର ଅନ୍ତର୍ଜାତୀୟ ବିମାନ ବନ୍ଦର ହେବା ପରେ ବିଭିନ୍ନ ସୁନା ଚୋରା ଚାଲଣକାରୀ ଓ ସ୍ମଗଲରଙ୍କ ଆଖି ଏହା ଉପରେ ପଡିଛି । ଏଠାରୁ ବହୁପରିମଣରେ ଚେରା ସୁନାଚାଲଣ ବେଳେ ଧରା ପଡିଛି ।  ଏବେ ପୁଣି ଜଣେ ବ୍ୟକ୍ତି ଗୁଣ୍ଡ ସୁନାକୁ ମଳ ଦ୍ୱାରରେ ରଖି …

ସାନ୍ତାଳୀ ଭାଷାର ଉପନ୍ୟାସ ‘ମାରୋମ’ ପାଇଁ ରେଳ କର୍ମଚାରୀଙ୍କୁ ସମ୍ମାନଜନକ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ

ଇଷ୍ଟର୍ଣ୍ଣ ରେଲୱେ ଆସାନସୋଲ ଡିଭିଜନର ଚିଫ୍ ଇନ୍ସପେକ୍ଟର ଅଫ ଟିକେଟ ଶ୍ୟାମ ସୁନ୍ଦର ବେସ୍ରା ସମ୍ମାନଜନକ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ସେ ସାନ୍ତାଳୀ ଭାଷାରେ ଲେଖିଥିବା ଉପନ୍ୟାସ ‘ମାରୋମ’ ପାଇଁ ଏକାଡେମୀ ପୁରସ୍କାର ପାଇବେ । ସାନ୍ତାଳ ପ୍ରଗଣାର ସାମାଜିକ,…

‘ସଭିଙ୍କ ପାଇଁ ବ୍ରଡବ୍ୟାଣ୍ଡ’ ଏବଂ ‘୪୦ ଲକ୍ଷ ନିଯୁକ୍ତି ସୃଷ୍ଟି’ ଏନଡିସିପି-୨୦୧୮  ରଲକ୍ଷ୍ୟ

ନୂଆଦିଲ୍ଲୀ  -କେନ୍ଦ୍ର ଯୋଗାଯୋଗ ରାଷ୍ଟ୍ର ମନ୍ତ୍ରୀ(ସ୍ୱାଧୀନ) ମନୋଜ ସିହ୍ନା କହିଛନ୍ତି “ଜାତୀୟ ଡିଜିଟାଲ୍ ଯୋଗାଯୋଗ ନୀତି (ଘଊଉଚ) ୨୦୧୮ ସୁଦୃଢ଼, ପ୍ରତିଦ୍ୱନ୍ଦ୍ୱିତାମୂଳକ ତଥା ଦୀର୍ଘସ୍ଥାୟୀ ଡିଜିଟାଲ ଯୋଗାଯୋଗ କ୍ଷେତ୍ରକୁ ବିକଶିତ ଏବଂ ପ୍ରୋତ୍ସାହିତ କରିବା ସହିତ ପ୍ରଧାନମନ୍ତ୍ରୀ …

ରନ୍ଧନ ଗ୍ୟାସରଏଲପିଜି ସବସିଡ଼ି ଫେରସ୍ତ କଲେ ୧.୦୩ କୋଟି ଉପଭୋକ୍ତା

ନୂଆଦିଲ୍ଲୀ . -  ୧୨.୧୨.୨୦୧୮ ତାରିଖ ସୁଦ୍ଧା ଦେଶରେ ହୋଇଥିବା “ଗିଭ୍‌ଇଟ୍‌ଅପ୍‌” (ଫେରସ୍ତ) ଅଭିଯାନରେ ୧.୦୩ କୋଟି ଏଲପିଜି ଉପଭୋକ୍ତା ସେମାନଙ୍କର ଏଲପିଜି ସବସିଡ଼ି ଫେରସ୍ତ କରିଛନ୍ତି ବୋଲି କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ବାଷ୍ପ ଏବଂ କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ…

ବାତ୍ୟା ‘ପେଥାଇ’ ଦୁର୍ବଳ , ରାଜ୍ୟରେ ବର୍ଷା ସମ୍ଭାବନା , ବଢିବ ଶୀତ

ଭୁବନେଶ୍ୱର . - ବଙ୍ଗୋପସାରରେ ସୃଷ୍ଟ ଲଘୁଚାପ ସମୁଦ୍ର ଭିତରେ ଭୀଷଣ ବାତ୍ୟାରେ ପରିଣତ ହେବା ପରେ ଦୁର୍ବଳ ହୋଇଯାଇଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ଅପରାହ୍ନରେ ଆନ୍ଧ୍ରପ୍ରଦେଶର କାକିନାଡା‌ରେ ସ୍ଥଳଭାଗକୁ ଛୁଇଁବ। ସ୍ଥଳଭାଗ ପହଞ୍ଚିବା ପରେ‘ପେଥାଇ’ ଅବପାତରେ ପରିଣତ ହୋଇଯିବ।…

ବାତ୍ୟା ‘ପେଥାଇ ‘ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର .- ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା 'ପେଥାଇ '  ଚେନ୍ନାଇ ଠାରୁ ପ୍ରାୟ ୭୦୦ କିମି ଦୂରରେ ରହିଛି ଆସନ୍ତା ୨୪ଘଣ୍ଟା ମଧ୍ୟରେ ‘ପେଥାଇ’ ଭୀଷଣ ବାତ୍ୟାର ରୂପ ନେବା ସହ ସୋମବାର ଅପରାହ୍ଣରେ ସ୍ଥଳ ଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି । ଆନ୍ଧ୍ରପ୍ରଦେଶର କାକିନାଡ଼ା ଏବଂ ଓଙ୍ଗଲ…

ନଭେମ୍ବର ୨୦୧୮ରେ ଜିଏସଟି ରାଜସ୍ୱ ସଂଗ୍ରହ ୯୭ ହଜାର କୋଟି ଟଙ୍କା ଟପିଲା

ନୂଆଦିଲ୍ଲୀ . - ନଭେମ୍ବର ୨୦୧୮ରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ବସ୍ତୁ ଏବଂ ସେବା କର (ଜିଏସଟି)ରୁ ୯୭ ହଜାର କୋଟି ଟଙ୍କାରୁ ଅଧିକ ଆୟ ହୋଇଛି । ଏହି ଅବଧିରେ ମୋଟ ଜିଏସଟି ଟିକସ ସଂଗ୍ରହ ୯୭,୬୩୭ କୋଟି ଟଙ୍କା ରହିଥିଲା । ଏଥିମଧ୍ୟରୁ ସିଜିଏସଟି ୧୬୮୧୨ କୋଟି ଟଙ୍କା, ଏସଜିଏସଟି ୨୩୦୭୦…