Sign in
Sign in
Recover your password.
A password will be e-mailed to you.
Browsing Category
ଖବର
ବାତ୍ୟା ବୁଲ୍ବୁଲ୍ ପ୍ରଭାବରେ ରାଜ୍ୟାରେ ୩ ଲକ୍ଷ ହେକ୍ଟର ଜମିରେ ଫସଲ ନଷ୍ଟ, ୫ ଜଣଙ୍କର ମୃତ୍ୟୁ ସୂଚନା
ଭୁବନେଶ୍ୱର - ବାତ୍ୟା ବୁଲ୍ବୁଲ୍ର ପ୍ରଭାବରେ ରାଜ୍ୟରେ ପ୍ରାୟ ୩ ଲକ୍ଷ ହେକ୍ଟର ଧାନ ଫସଲ ନଷ୍ଟ ହୋଇଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି । ସେ କହିଛନ୍ତି, ମୋଟ୍ ନଷ୍ଟ ହୋଇଥିବା ଫସଲ ମଧ୍ୟରୁ ୨ଲକ୍ଷରୁ ଊଦ୍ଧ୍ୱର୍ ହେକ୍ଟର ଜମିରେ ୩୩…
ବୁଲବୁଲ ପ୍ରଭାବରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା
ଭୁବନେଶ୍ୱର - ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ବୁଲ୍ବୁଲ୍’ ବର୍ତ୍ତମାନ ପାରାଦ୍ୱୀପଠାରୁ ୪୫୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ଏହା ଘଣ୍ଟାପ୍ରତି ୧୦ କିଲୋମିଟର ବେଗରେ ଉତ୍ତର-ଉତ୍ତର ଦକ୍ଷିଣ ଆଡ଼କୁ ଗତି କରୁଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ…
ଚିଲିକାକୁ ବିଦେଶାଗତ ପକ୍ଷୀମାନଙ୍କ ଆଗମନ ଆରମ୍ଭ
ଭୁବନେଶ୍ୱର - ଚିଲିକାକୁ ବିଦେଶାଗତ ପକ୍ଷୀମାନଙ୍କ ଆଗମନ ଆରମ୍ଭ ହୋଇଛି । ଚଳିତ ବର୍ଷ ଏଥିରେ ୩ ସପ୍ତାହ ବିଳମ୍ବ ହୋଇଥିଲେ ମଧ୍ୟ ଆଗାମୀ ସପ୍ତାହକ ମଧ୍ୟରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।
ବିଶେଷକରି ଟାଙ୍ଗୀ ରେଞ୍ଜ୍ର ମଙ୍ଗଳାଯୋଡ଼ି, ଚିଲିକା…
ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା
କ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଗତ ଦୁଇ ଦିନ ହେବ ଲଗାଣ ବର୍ଷା ଜାରି ରହିଥିବାବେଳେ ଆଜି ମଧ୍ୟ ଅଧିକାଂଶ ସ୍ଥାନରେ ତୁହାକୁ ତୁହା ବର୍ଷା ଜାରି ରହିଛି । ରାଜ୍ୟର
୮ଟି ଜିଲ୍ଲାରେ ୧୦୦ ମିଲିମିଟର ବର୍ଷା ହୋଇଥିବାର ରେକର୍ଡ଼ କରାଯାଇଛି । କଟକ ଓ…
ବିଜେପୁରରେ ପୁଣି ଶଙ୍ଖନାଦ- ନିଶ୍ଚିତ ବଡ ବିଜୟ ଅଭିମୁଖେ ବିଜେଡି
ବିଜେପୁର - ବିଜେପୁରରେ ବଡ ବିଜୟ ଅଭିମୁଖେ ବିଜେଡି । ଏକାଦଶ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀନୀ ରୀତା ସାହୁ ରୀତା ସାହୁ ୭୭୩୫୯ ଖଣ୍ଡ ପାଇଛନ୍ତି । ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ୨୧୨୩୩, କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡା ୩୦୭୪ ଭୋଟ ପାଇଛନ୍ତି । ରୀତା ସାହୁ ବଡ ବିଜୟ…
ବିଭିନ୍ନ ଚାକିରି ଓ ସରକାରୀ କାର୍ଯ୍ୟପାଇଁ income and caste certificate ଆୟ ଏବଂ ଜାତିଗତ ପ୍ରମାଣପତ୍ର ପାଇଁ ଏଣିକି…
ଭୁବନେଶ୍ୱର - ଆୟ ଏବଂ ଜାତିଗତ ପ୍ରମାଣପତ୍ର ପାଇଁ ଏଣିକି ୟୁଜର୍ସ ଫି ଦେବାକୁ ପଡ଼ିବ ନାହିଁ । ଗତକାଲି ଭୁବନେଶ୍ୱରସ୍ଥିତ ଲୋକସଭା ଭବନରେ ରାଜ୍ୟ କ୍ୟାବିନେଟ୍ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି…
ଗ୍ରାଣ୍ଡ ରୋଡ଼ ନିକଟସ୍ଥ ମ୍ୟୁନିସିପାଲ ମାର୍କେଟର ୧୫୯ଟି ଦୋକାନଗୃହ ସମେତ ଦଇତାପଡା ମାଛମାର୍କେଟରୁ ଜବରଦଖଲ ଉଚ୍ଛେଦ
ପୁରୀ - ପୁରୀ ଶ୍ରୀକ୍ଷେତ୍ରର ସୌନ୍ଦର୍ଯ୍ୟକରଣ ପାଇଁ କିଛିଦିନର ବ୍ୟବଧାନ ପରେ ସହରର କେନ୍ଦ୍ରସ୍ଥଳରେ ଥିବା ଗ୍ରାଣ୍ଡ ରୋଡ଼ ନିକଟସ୍ଥ ମ୍ୟୁନିସିପାଲ ମାର୍କେଟର ୧୫୯ଟି ଦୋକାନଗୃହ ସମେତ ଦଇତାପଡା ମାଛମାର୍କେଟରୁ ଜବରଦଖଲ ଉଚ୍ଛେଦ କରାଯାଉଛି ।
ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟରେ ୧୦…
ଦୁର୍ଘଟଣାରେ ପ୍ରଥମ ୪୮ଘଣ୍ଟା ମଧ୍ୟରେ ମାଗଣା ଚିକିତ୍ସା ଯୋଗାଇଦେବାକୁ ରାଜ୍ୟ ସରକାର ନେଲେ ପଦକ୍ଷେପ
ଭୁବନେଶ୍ୱର - ଦୁର୍ଘଟଣାରେ ପ୍ରଥମ ୪୮ଘଣ୍ଟା ମଧ୍ୟରେ ମାଗଣା ଚିକିତ୍ସା ଯୋଗାଇଦେବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଏଣିକି ଗୋଟିଏ କଲ୍ ସେଣ୍ଟରରୁ ସମସ୍ତ ସରକାରୀ ଓ ଘରୋଇ ଆମ୍ବୁଲାନ୍ସ ସେବା ପରିଚାଳିତ ହେବ । ଫଳରେ ଆହତମାନଙ୍କୁ ସହଜରେ ମାଗଣା ଆମ୍ବୁଲାନ୍ସ ସେବା ମିଳିପାରିବ ।…
ଦିନ ଗୋଟାଏ ସୁଦ୍ଧା ବିଜେପୁରରେ ୩୭ ପ୍ରତିଶତ ମତଦାନ
ବିଜେପୁର - ଦିନ ଗୋଟାଏ ସୁଦ୍ଧାର ବିଜେପୁରରେ ୩୭ ପ୍ରତିଶତ ମତଦାନ ହୋଇଛି । ମତଦାନ ଶାନ୍ତି ଶୃଙ୍ଖଳାର ସହ ଚାଲିଛି । ଦିନ ୧୧ଟା ସୁଦ୍ଧା ୨୫.୭ ପ୍ରତିଶତ ମତଦାନ ହୋଇଥିଲା ।
ବିଜେପୁରରେ ମୋଟ ୨,୩୨,୨୬୪ଜଣ ମତଦାତା ଅଛନ୍ତି । ମହିଳାଙ୍କ ଭୋଟରଙ୍କ ସଂଖ୍ୟା ୧,୧୨,୧୧୪ ପୁରୁଷ ଭୋଟରଙ୍କ ସଂଖ୍ୟା…
୧୮ ତାରିଖରେ ବିଜେପୁରରେ ହାଇଭୋଲଟେଜ୍ ପ୍ରଚାର
ବିଜେପୁର - ବିଜେପୁର ରେ ୧୮ ତାରିଖରେ ହାଇଟେକ୍ ସହ ହାଇଭୋଲଟେଜ୍ ନିର୍ବାଚନ ପ୍ରଚାର ଦେଖିବାକୁ ମିଳିବ । ବିଜେପୁର ନିର୍ବାଚନ ମୈଦାନରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାର ପାଇ ଓହ୍ଲାଇଛନ୍ତି । ସେ ଦୁଇ ଦିନ ଧରି ପ୍ରଚାର କରିବେ । ଦଳ ପୁଣି ରୀତା ସାହୁଙ୍କୁ ପ୍ରାର୍ଥୀ କରିଛି ।…