Sign in
Sign in
Recover your password.
A password will be e-mailed to you.
Browsing Category
ଖବର
ଗୀତଞ୍ଜଳୀ ପାଇଁ ନୋବେଲ୍ ପୁରସ୍କାର ପାଇଥିଲେ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର
ଗୀତଞ୍ଜଳୀ ପାଇଁ ନୋବେଲ୍ ପୁରସ୍କାର ପାଇଥିଲେ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର । ଏହି ରଚନା ପାଇଁ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁରଙ୍କୁ ୧୯୧୩ ମସିହାରେ ନୋବେଲ୍ ପୁରସ୍କାର ମିଳିଥିଲା । ଏଥିପିଁ ୧୯୧୫ ମସିହାରେ ତାଙ୍କୁ ସାର୍ ଉପାଧୀ ପ୍ରଦାନ କରାଯାଇଥିଲା ।
ସେହି ସମୟରେ…
ଗାନ୍ଧିଜୀଙ୍କୁ ପ୍ରଥମେ ମହାତ୍ମା ବୋଲି ସମ୍ବୋଧନ କରିଥିଲେ ବିଶ୍ୱକବି ଗୁରୁଦେବ ରବୀନ୍ଦ୍ରନାଥ ଠାକୁର
ଜାତିର ପିତା ମହାତ୍ମା ଗାନ୍ଧୀ । ସାରା ବିଶ୍ୱରେ ଶାନ୍ତିର ପ୍ରତୀକ । ତେବେ ମୋହନ ଦାସ କରମ ଚାନ୍ଦ ଗାନ୍ଧୀଙ୍କୁ ପ୍ରଥମେ ମହାତ୍ମା ବୋଲି ବିଶ୍ୱକବି ଗୁରୁଦେବ ରବୀନ୍ଦ୍ରନାଥ ଠାକୁର ସମ୍ବୋଧନ କରିଥିଲେ ।
ଏହାପରେ ଗାନ୍ଧିଜୀଙ୍କୁ ସମସ୍ତେ ମହାତ୍ମା ବୋଲି ସମ୍ବୋଧନ କରିଥିଲେ । ବିଶ୍ୱକବି…
ରବୀନ୍ଦ୍ରନାଥ ଠାକୁର ଥିଲେ ମହାନ କବି ଓ ବିଚାରକ
ବିଶ୍ୱକବି ଗୁରୁଦେବ ରବୀନ୍ଦ୍ରନାଥ ଠାକୁର ଥିଲେ ଜଣେ ମହାନ କବି ଓ ବିଚାରକ । କେବଳ ଗୀତାଞ୍ଜଳୀ କାବ୍ୟ ପାଇଁ ସାହିତ୍ୟରେ ପ୍ରଥମ ନୋବେଲ୍ ପୁରସ୍କାର ନୁହେଁ ଶାନ୍ତି ନିକେତନର ପ୍ରତିଷ୍ଠା ସହ ଅନେକ କଳାକୃତୀ ଓ କାବ୍ୟ ସେ ରଚନା କରିଯାଇଛନ୍ତି। ବିଶ୍ୱକବି ଗୁରୁଦେବ ରବୀନ୍ଦ୍ରନାଥ ଠାକୁର…
୧୯୨୫ ମସିହାରେ କାଶୀରେ ପ୍ରବାସୀ ବଙ୍ଗୀୟଙ୍କର ସାହିତ୍ୟ ସମ୍ମିଳନୀର ସ୍ଥାପନା କରିଥିଲେ ଗୁରୁଦେବ
ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ନିଜର କାବ୍ୟ କବିତା ଗୀତାଞ୍ଜଳୀ ପାଇଁ ନୋବେଲ ପୁରସ୍କାର ପାଇଛନ୍ତି। ସାହିତ୍ୟ ପ୍ରତି ଗୁରୁବେଦ ରବୀନ୍ଦ୍ରନାଥ ଠାକୁରଙ୍କର ଅବଦାନ ଅତୁଳନୀୟ । ୧୯୨୫ ମସିହାରେ କାଶୀ ପ୍ରବାସ ସମୟରେ ଗୁରୁବେଦ ରବୀନ୍ଦ୍ରନାଥ ଠାକୁର କାଶୀରେ ପ୍ରବାସୀ ବଙ୍ଗ ସାହିତ୍ୟ ସମ୍ମିଳନୀର…
ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ପତ୍ର ଯୋଗୁଁ କାଶୀ ଆସିଥିଲେ ଗୁରୁଦେବ
ନେବୋଲ ବିଜେତା ରବୀନ୍ଦ୍ରନାଥ ଠାକୁର ସାରା ବିଶ୍ୱରେ ତାଙ୍କ କଳାକୃତୀ ଓ କାବ୍ୟ ପାଇଁ ପ୍ରସିଦ୍ଧ ।୧୮୬୧ ମେ ୭ ତାରିଖରେ ତାଙ୍କର ଜନ୍ମ ହୋଇଥିବା ବେଳେ ୧୯୪୧ ମସିହା ଅଗଷ୍ଟ ୭ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।
ବିଶ୍ୱକବି ନାମରେ ଗୁରୁଦେବ ରବୀନ୍ଦ୍ରନାଥ ଠାକୁର ବିଶ୍ୱବିଦିତ । ୧୯୩୫…
ଲାଗିବ ଅଲିଭା ଷ୍ଟାମ୍ପ- ଓଡ଼ିଶା ବାହାରୁ ଆସୁଥିବା ପ୍ରବାସୀ ଓଡିଆଙ୍କ ଡାହାଣ ହାତରେ ଲାଗିବ ଅଲିଭା ଷ୍ଟାମ୍ପ
ଭୁବନେଶ୍ୱର - ଲକ୍ଡାଉନ ଯୋଗୁଁ ରାଜ୍ୟ ବାହାରେ ଅଟକି ରହିଥିବା ପ୍ରବାସୀ ଓଡିଆମାନେ ଟ୍ରେନ କିମ୍ବା ସଡକପଥରେ ଆସି ପାରିବେ। ସଡକପଥରେ ଆସୁଥିବା ପ୍ରବାସୀ ଓଡିଆମାନେ ୧୧ଟି ଚେକ ପଏଣ୍ଟ ଦେଇ ରାଜ୍ୟ ମଧ୍ୟକୁ ପ୍ରବେଶ କରିବେ। ତେବେ ଚେକ ପଏଣ୍ଟଗୁଡ଼ିକରେ ରାଜ୍ୟ ସରକାରଙ୍କର ଅଧିକାରୀମାନେ ଉପସ୍ଥିତ…
କରୋନା ସଙ୍କଟ – କେନ୍ଦ୍ରୀୟ କର୍ମଚାରୀଙ୍କ ବର୍ଦ୍ଧିତ ମହଙ୍ଗା ଭତ୍ତା କାଟିବା ପରେ ଏବେ ଅନ୍ୟ ଭତ୍ତା କାଟିବା…
ନୂଆଦିଲ୍ଲୀ - କରୋନା ସଙ୍କଟ ଓ ଲକ୍ ଡାଉନ୍ ଯୋଗୁଁ କେନ୍ଦ୍ର ସରକାର ଏବେ କର୍ମଚାରୀମାନଙ୍କର ବର୍ଦ୍ଧିତ ମହଙ୍ଗା ଭତ୍ତା ଆସନ୍ତା ବର୍ଷ ପର୍ଯ୍ୟନ୍ତ ନ ଦେବାପାଇଁ ଠିକ୍ କରିଛନ୍ତି । ଏହା ସହ ସେମାନଙ୍କର ଗୋଟିଏ ଦିନର ଦରମା ପିଏମ୍ କେୟାର୍ସ ଫଣ୍ଡକୁ ଦେବାକୁ ନିଷ୍ପତ୍ତି ନେଇଛନ୍ତି ।…
ମଧ୍ୟପ୍ରଦେଶରେ ଗୋଟିଏ ଖୁର ଓ ତଉଲିଆରେ ଚୁଟି ଦାଢି କାଟିଲେ, ସମସ୍ତେ କରୋନା ସଂକ୍ରମିତ
ଭୋପାଳ - ମଧ୍ୟପ୍ରଦେଶରେ ଜଣେ ସେଲୁନ୍ ବାଲା ଗୋଟିଏ ଖୁର ଓ ତଉଲିଆରେ ଅନେକ ଲୋକଙ୍କର ଚୁଟି ଓ ଦାଢି କାଟିଥିଲେ । ଏହାପରେ ସମସ୍ତେ କରୋନା ସଂକ୍ରମିତ ହୋଇଥିବା ଖବର ମିଳିଛି । ମଧ୍ୟପ୍ରଦେଶ ଖରଗାନେ ଜିଲ୍ଲାର ବଡଗାଁରେ କରୋନା ସଂକ୍ରମଣର ଅନେକ ଘଟଣା ସାମ୍ନାକୁ ଆସିଥିଲା । ଏହାପରେ ସେହି ଗାଁରେ…
ଲକଡ଼ାଉନ୍ ସମୟରେ ଅସହାୟଙ୍କ ପାଇଁ ଦେବଦୂତ ସାଜିଲେ ପ୍ରଭାତ ବିଶ୍ୱାଳ
ଭୁବନେଶ୍ୱର : ମହାମାରୀ କରୋନା ଭାଇରସକୁ ନେଇ ରାଜ୍ୟରେ ଲକ୍ଡାଉନ ପରିସ୍ଥିତି ଉପୁଜିଥିବାବେଳେ ଏହି ଘଡିସନ୍ଧି ମୂହୂର୍ତରେ ଦୁଃଖୀ ଏବଂ ଅସହାୟ ବ୍ୟକ୍ତିଙ୍କ ଜୀବନଜୀବିକା ଅନେକ ମାତ୍ରାରେ ପ୍ରଭାବିତ ହୋଇଛି । ଏହି ପରିସ୍ଥିତିରେ ନିଜ କର୍ତବ୍ୟକୁ ନଭୁଲି ଦୁଃଖୀ ଏବଂ ଅସହାୟଙ୍କୁ ସାହାଯ୍ୟ କରିବା…
ଅକ୍ଷୟ ତୃତୀୟରେ ଆରମ୍ଭ ହୁଏ ରଥ କାଠ ଅନୁକୂଳ
ପୁରୀ-ଅକ୍ଷୟ ତୃତୀୟଠାରୁ ଶ୍ରୀମନ୍ଦିରର ରଥକାଠ ଅନୁକୂଳ ହୋଇଥାଏ । ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ଶ୍ରୀନହର ନିକଟରେ ହୋଇଥିବା ରଥଖଳା ନିକଟରେ ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ ନିକଟରେ ଯଜ୍ଞ, ମନ୍ତ୍ରୋପଚାର ପରେ ରଥ କାଠ ଅନୁକୂଳ କରାଯାଏ . ଚଳିତ ବର୍ଷ ଲକ୍ଡାଉନ୍ ଯୋଗୁଁ ଶ୍ରୀମନ୍ଦିର…