Sign in
Sign in
Recover your password.
A password will be e-mailed to you.
Browsing Category
ଖବର
ଅନ୍ଲାଇନ୍ରେ ପ୍ରଭୁ ଶ୍ରୀ ଲିଙ୍ଗରାଜ ଓ ଅନନ୍ତ ବାସୁଦେବଙ୍କ ଅବଢ଼ା ବିକ୍ରିକୁ ନେଇ ଅସନ୍ତୋଷ
ଅନ୍ଲାଇନ୍ ଅବଢ଼ା ନେଇ ଅସନ୍ତୋଷ ଅନ୍ଲାଇନ୍ରେ ପ୍ରଭୁ ଶ୍ରୀ ଲିଙ୍ଗରାଜ ଓ ଅନନ୍ତ ବାସୁଦେବଙ୍କ ଅବଢ଼ା ବିକ୍ରିକୁ ନେଇ ଅସନ୍ତୋଷ ଦେଖାଯାଇଛି । ଅନ୍ଲାଇନ୍ରେ କିଛି ସଂସ୍ଥା ଏହି ଦୁଇ ମନ୍ଦିରର ଅବଢ଼ା ଯୋଗାଉଥିବାରୁ ଏହାକୁ ନେଇ ଥାନାରେ ଏତାଲା ଦିଆଯାଇଛି । ଭୁବନେଶ୍ୱର ଲିଙ୍ଗରାଜ ଥାନାରେ…
ଭୁବନେଶ୍ୱର-ରାଉରକେଲା ସ୍ପେଶାଲ ଟ୍ରେନ୍ର ସମୟ ପରିବର୍ତ୍ତନ
ସ୍ପେଶାଲ ଟ୍ରେନ୍ର ସମୟ ପରିବର୍ତ୍ତନ ପୂର୍ବତଟ ରେଳବାଇ ପକ୍ଷରୁ ଭୁବନେଶ୍ୱର-ରାଉରକେଲା ଭୁବନେଶ୍ୱର ସ୍ପେଶାଲ ଏକ୍ସପ୍ରେସ୍ ସମୟରେ ପରିବର୍ତ୍ତନ କରାଯାଇଛି ।
ଭୁବନେଶ୍ୱରରୁ ଅପରାହ୍ଣ ୨ଟା ୧୦ରେ ଛାଡୁଥିବା ଏହି ଟ୍ରେନ୍ ଗତ ୫ ତାରିଖଠାରୁ ଅପରାହ୍ଣ ୧ଟା ୪୦ରେ ଭୁବନେଶ୍ୱର ରେଷ୍ଟେସନ…
ଓଡ଼ିଶାର ଆଉ ୪ଟି ବେଳାଭୂମିକୁ ବ୍ଲୁ ଫ୍ଲାଗ୍ ବିଚ୍ ମାନ୍ୟତା
ଓଡ଼ିଶାର ଆଉ ୪ଟି ବେଳାଭୂମିକୁ ବ୍ଲୁ ଫ୍ଲାଗ୍ ବିଚ୍ ମାନ୍ୟତା ମିଳିବ । ଏହିସବୁ ବେଳାଭୂମିରେ ପର୍ଯ୍ୟଟକଙ୍କ ପାଇଁ ଅନ୍ତର୍ଜାତୀୟ ସୁବିଧା ଉପଲବ୍ଧ ହେବ । ପୁରୀ ବେଳାଭୂମିକୁ ରାଜ୍ୟର ପ୍ରଥମ ବ୍ଲୁ ଫ୍ଲାଗ୍ ବିଚ୍ ମାନ୍ୟତା ମିଳିଥିବାବେଳେ ୨୦୨୧ ଶେଷସୁଦ୍ଧା ରାଜ୍ୟର ଆଉ ୪ଟି ବେଳାଭୂମିକୁ…
ଦେଶର ବିକାଶ ସହ ସାଧାରଣ ଲୋକଙ୍କ ଜୀବନରେ ଉନ୍ନତି ଆଣିବାରେ ବିଜ୍ଞାନ, ଜ୍ଞାନକୌଶଳ, ନବଉନ୍ମେଷର ଭୂମିକା…
ଦେଶର ବିକାଶ ସହ ସାଧାରଣ ଲୋକଙ୍କ ଜୀବନରେ ଉନ୍ନତି ଆଣିବାରେ ବିଜ୍ଞାନ, ଜ୍ଞାନକୌଶଳ, ନବଉନ୍ମେଷର ଭୂମିକା ମହତ୍ତ୍ୱପୂର୍ଣ୍ଣ ବୋଲି ଆଜି ବିଜ୍ଞାନ ଏବଂ ଶିଳ୍ପ ଗବେଷଣା ପରିଷଦ - ଖଣିଜ ଏବଂ ପଦାର୍ଥ ପ୍ରାଧୋଗିକ ସଂସ୍ଥା, ଭୁବନେଶ୍ୱର (ସି ଏସ ଆଇ ଆର ଆଇ ଏମ ଏମ ଟି) ପକ୍ଷରୁ ଆୟୋଜିତ ଷଷ୍ଠ ଭାରତ…
କ୍ଲାସ୍ରୁମ୍ରେ ହେବ ମ୍ୟାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା
ଆସନ୍ତା ମ୍ୟାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା ଅଫ୍ଲାଇନ୍ରେ ହେବ । ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଏହି ସୂଚନା ଦେଇଛନ୍ତି । ଗଣମାଧ୍ୟମକୁ ସେ କହିଛନ୍ତି, ପୂର୍ବରୁ ଯେଭଳି ଭାବେ ପରୀକ୍ଷା ଅନୁଷ୍ଠିତ ହେଉଥିଲା ସେହିଭଳି ହେବ । ପରୀକ୍ଷା ବିଳମ୍ବରେ କରାଯିବ,…
ବିଶିଷ୍ଟ ନାଟ୍ୟକାର ରମେଶ ଚନ୍ଦ୍ର ପାଣିଗ୍ରାହୀଙ୍କୁ ସାହିତ୍ୟ ଭାରତୀ ସମ୍ମାନ ପ୍ରଦାନ
ବିଶିଷ୍ଟ ନାଟ୍ୟକାର ରମେଶ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଶ୍ରୀ ଗଙ୍ଗାରଥ ଫାଉଣ୍ଡେସନ୍ ପକ୍ଷରୁ ସାହିତ୍ୟ ଭାରତୀ ସମ୍ମାନ ପ୍ରଦାନ କରାଯାଇଛି । ଡକ୍ଟର ପାଣିଗ୍ରାହୀଙ୍କୁ ସମ୍ମାନ ସ୍ୱରୂପ ୧ଲକ୍ଷ ଟଙ୍କା, କୋଣାର୍କର ରୌପ୍ୟ ପ୍ରତିକୃତି ଓ ମାନପତ୍ର ପ୍ରଦାନ କରାଯାଇଛି । ସେହିପରି…
ଆସନ୍ତା ଜାନୁଆରି ୧୫ ତାରିଖରେ ୨୦୨୧ ପାଇଁ ନୂଆ ଭୋଟର ତାଲିକା ପ୍ରକାଶ ପାଇବ
ଆସନ୍ତା ଜାନୁଆରି ୧୫ ତାରିଖରେ ୨୦୨୧ ପାଇଁ ନୂଆ ଭୋଟର ତାଲିକା ପ୍ରକାଶ ପାଇବ । ଭୋଟ୍ ପରିଚୟ ପତ୍ର ସଂଶୋଧନ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ କୁମାର ଲୋହାନୀ ଆଜି ଏହି ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଲୋହାନୀ କହିଛନ୍ତି ଯେ, ଭୋଟର୍ ତାଲିକାରେ ନୂଆ ନାଁ…
ପରୀ ହତ୍ୟା ମାମଲାରେ ତାଙ୍କ ପରିବାରକୁ ସୁରକ୍ଷା ଦେବାକୁ ହାଇକୋର୍ଟ ଆଜି ନୟାଗଡ ଏସପିଙ୍କୁ ନିର୍ଦ୍ଦେଶ
ପରୀ ହତ୍ୟା ମାମଲାରେ ତାଙ୍କ ପରିବାରକୁ ସୁରକ୍ଷା ଦେବାକୁ ହାଇକୋର୍ଟ ଆଜି ନୟାଗଡ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ମାମଲାରେ ଅପ୍ଡେଟ ଷ୍ଟାଟ୍ସ ରିପୋର୍ଟ ଦେବାକୁ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୧୬ରେ ଏହି ମାମଲାର ଶୁଣାଣି ହେବ । ପରୀ ହତ୍ୟା ପ୍ରସଙ୍ଗରେ…
କୋଭିଡ ଅନଲକ୍ ପରିସ୍ଥିତିରେ ରାଜ୍ୟରେ ଜିଏସଟି ସଂଗ୍ରହରେ ଉନ୍ନତି
କୋଭିଡ ଅନଲକ୍ ପରିସ୍ଥିତିରେ ରାଜ୍ୟରେ ଜିଏସଟି ସଂଗ୍ରହରେ ଉନ୍ନତି ପରିଲକ୍ଷିତ ହୋଇଛି । ନଭେମ୍ବର ମାସରେ ଜିଏସ୍ଟି ସଂଗ୍ରହ ୭ଦଶମିକ ୭/୧ ପ୍ରତିଶତ ବୃଦ୍ଧି ପାଇ ୨ହଜାର ୫୨୮ଦଶମିକ ୦/୧କୋଟି ଟଙ୍କାରେ ପହଞ୍ଚିଛି ।
ଗତବର୍ଷ ଏହି ସମୟ ମଧ୍ୟରେ ଜିଏସଟି ସଂଗ୍ରହ ପରିମାଣ ଥିଲା ୨୩ଶହ ୪୭ଦଶମିକ…
କ୍ଲାସରୁମ୍ରେ ହେବ ମାଟ୍ରିକ୍ ଏବଂ ପ୍ଲସ୍ ଟୁ ପରୀକ୍ଷା- ଅଫ୍ଲାଇନ୍ରେ ପରୀକ୍ଷା ହେବ ବୋଲି ସୂଚନା ଦେଲେ ଉଚ୍ଚ…
ରାଜ୍ୟରେ ଯେତେବେଳେ ବି ମାଟ୍ରିକ ଓ ଯୁକ୍ତଦୁଇ ପରୀକ୍ଷା ହେବ ତାହା ଅଫ୍ଲାଇନରେ କରାଯିବ । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଏହା କହିଛନ୍ତି, ଅଫଲାଇନରେ ପରୀକ୍ଷା ପାଇଁ ସିବିଏସଇ ନିଷ୍ପତ୍ତି ନେଇଛି । ସେହି ଆଧାରରେ ରାଜ୍ୟରେ ପରୀକ୍ଷା କରାଯିବ ।
ତେଣୁ ଛାତ୍ରଛାତ୍ରୀ…