କ୍ଲାସରୁମ୍‌ରେ ହେବ ମାଟ୍ରିକ୍ ଏବଂ ପ୍ଲସ୍‌ ଟୁ ପରୀକ୍ଷା- ଅଫ୍‌ଲାଇନ୍‌ରେ ପରୀକ୍ଷା ହେବ ବୋଲି ସୂଚନା ଦେଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ

0 433

ରାଜ୍ୟରେ ଯେତେବେଳେ ବି ମାଟ୍ରିକ ଓ ଯୁକ୍ତଦୁଇ ପରୀକ୍ଷା ହେବ ତାହା ଅଫ୍‍ଲାଇନରେ କରାଯିବ  । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଏହା କହିଛନ୍ତି, ଅଫଲାଇନରେ ପରୀକ୍ଷା ପାଇଁ ସିବିଏସଇ ନିଷ୍ପତ୍ତି ନେଇଛି । ସେହି ଆଧାରରେ ରାଜ୍ୟରେ ପରୀକ୍ଷା କରାଯିବ  ।

ତେଣୁ ଛାତ୍ରଛାତ୍ରୀ ବିବ୍ରତ ହେବା ଉଚିତ ନୁହେଁ  । ନବମରୁ ଦ୍ୱାଦଶ ଶ୍ରେଣୀ ଖୋଲିବା ନେଇ ସବୁପକ୍ଷଙ୍କ ସହ ବିଚାରବିମର୍ଶ ଚାଲିଛି  । ଖୁବ୍‍ଶୀଘ୍ର ନିଷ୍ପତ୍ତି ଜଣାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି  ।

Leave A Reply