Sign in
Sign in
Recover your password.
A password will be e-mailed to you.
Browsing Category
ଖବର
ରାଜ୍ୟରେ ଆଜି ନବମ ଓ ଏକାଦଶ ଶ୍ରେଣୀର ପିଲାମାନଙ୍କ ପାଇଁ ବିଦ୍ୟାଳୟ ଖୋଲିବଖୁବ୍ ଶୀଘ୍ର ପ୍ରଥମରୁ ଅଷ୍ଟମ ଶ୍ରେଣୀ…
ରାଜ୍ୟରେ ଆଜି ନବମ ଓ ଏକାଦଶ ଶ୍ରେଣୀର ପିଲାମାନଙ୍କ ପାଇଁ ବିଦ୍ୟାଳୟ ଖୋଲିବ । କୋଭିଡ୍ କଟକଣା ଭିତରେ ପାଠପଢ଼ା କାର୍ଯ୍ୟ
ଆସନ୍ତା ଏପ୍ରିଲ୍ ମାସ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ସପ୍ତାହର ସୋମବାରଠାରୁ ଶନିବାର ପର୍ଯ୍ୟନ୍ତ ସକାଳ ସାଢ଼େ ୮ଟାରୁ ସାଢ଼େ ୧୦ଟା
ପର୍ଯ୍ୟନ୍ତ କ୍ଲାସ୍ ଚାଲିବ ଏବଂ…
ରାଜ୍ୟରେ ମାଓ ଦମନ ଉପରେ ଗୁରୁତ୍ୱ
ପୁଲିସ୍ ମହାନିର୍ଦ୍ଦେଶକ ଶ୍ରୀ ଅଭୟ କୋରାପୁଟଠାରେ ଏକ ଉଚ୍ଚସ୍ତରୀୟ ପୁଲିସ୍ ଅଧିକାରୀଙ୍କ ବୈଠକରେ ରାଜ୍ୟରେ ମାଓ ଦମନ ଉପରେ
ଗୁରୁତ୍ୱ ଆରୋପ କରିଛନ୍ତି । କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ଏସ୍ପିମାନଙ୍କ ସହିତ ବୈଠକରେ ଡିଜିପି ମାଓ ଦମନ ଉପରେ…
ପୁରୀ ଜେଲ୍ରେ ଜଣେ ବିଚାରାଧୀନ କଏଦୀର ମୃତ୍ୟୁ
ପୁରୀ ଜେଲ୍ରେ ଜଣେ ବିଚାରାଧୀନ କଏଦୀର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅସୁସ୍ଥ ଅବସ୍ଥାରେ ତାଙ୍କୁ ଜେଲ୍ରୁ ପୁରୀ
ମେଡ଼ିକାଲକୁ ନିଆଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏକ ଘରୋଇ ଗଣ୍ଡଗୋଳ ମାମଲାରେ ଗିରଫ ହୋଇ ସେ ପୁରୀ ଜେଲ୍ରେ ଥିଲେ । ଜେଲ୍ରେ ତାଙ୍କୁ…
ରାଜ୍ୟରେ କମିଲା ଶୀତ
ରାଜ୍ୟରେ ଶୀତର ପ୍ରଭାବ ସାମାନ୍ୟ ହ୍ରାସ ପାଇଛି । ଜି.ଉଦୟଗିରିଠାରେ ସର୍ବନିମ୍ନ ତାପମାତ୍ରା ୫ ଦଶମିକ ୪ ଡିଗ୍ରୀ ସେଲ୍ସିୟସ ରେକର୍ଡ
କରାଯାଇଥିବାବେଳେ ଫୁଲବାଣୀଠାରେ ୮ ଦଶମିକ ୫ ଡିଗ୍ରୀ ସେଲସିୟସ୍ ରହିଛି ।
ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ, କଳାହାଣ୍ଡି, କେନ୍ଦୁଝର,…
୧୮ ତାରିଖରୁ ଓଡ଼ିଶା ବଜେଟ
ଷୋଡଶ ବିଧାନସଭାର ବଜେଟ୍ ଅଧିବେଶନ ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବ । ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ଏହି
ବିଧାନସଭା ଅଧିବେଶନରେ ମୋଟ ୩୧ଟି କାର୍ଯ୍ୟଦିବସ ରହିଛି । ପ୍ରଥମ ପର୍ଯ୍ୟାୟ ଅଧିବେଶନ ଚଳିତମାସ ୧୮ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଦ୍ୱିତୀୟ…
ଭାରତୀୟ ଗୃହିଣୀ: ୨୦୨୦ର ଅପରିିଚିତ ମନି ମ୍ୟାନେଜର
ଭୁବନେଶ୍ୱର: କୋଭିଡ୍-୧୯ ମହାମାରୀ ଅନେକ ପରିବାର ଓ ଘରଗୁଡିକ ପାଇଁ କଷ୍ଟକର ଥିଲା । ଇଟାଲିର ବିଶ୍ୱସ୍ତରୀୟ ବୀମା ଓ ସଂପତି ପରିଚାଳନା କଂପାନି ଜେନେରାଲି ତରଫରୁ କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡିଛିଯେ ଭାରତର ପ୍ରାୟ ୮୦ ପ୍ରତିଶତ କର୍ମଜୀବୀ ଶ୍ରେଣୀର ଲୋକଙ୍କର ମହାମାରୀ ସମୟରେ ଆୟ…
ଆଜି ସମଗ୍ର ଦେଶ ତଥା ରାଜ୍ୟ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି
ସାଧାରଣତନ୍ତ୍ର ଦିବସ
ଆଜି ସମଗ୍ର ଦେଶ ତଥା ରାଜ୍ୟ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି । ଭୁବନେଶ୍ୱରଠାରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ପାଇଁ କରୋନା କଟକଣାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ୍ ପକ୍ଷରୁ ଆଜି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।…
କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ୍ ସିଂ କୁଲସ୍ତେ ଦୁଇଦିନିଆ ରାଉରକେଲା ଗସ୍ତରେ
କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ୍ ସିଂ କୁଲସ୍ତେ ଦୁଇଦିନିଆ ରାଉରକେଲା ଗସ୍ତରେ ଆଜି ପହଞ୍ଚିଛନ୍ତି । ଶ୍ରୀ କୁଲସ୍ତେ ରାଉରକେଲାରେ ପହଞ୍ଚିବା ପରେ ବରମୁଆଁ ଖଣି ଓ ତାଲଡିହ ଖଣି ପରିଦର୍ଶନ କରିବା ପାଇଁ ଯାଇଛନ୍ତି ।
ସେଠାରେ ସେ ବିଭାଗୀୟ ଅଧିକାରୀମାନଙ୍କ ସହିତ ବିଭିନ୍ନ ବିଷୟରେ…
ରାଜ୍ୟରେ ଦୁଇ ହଜାର ଡାକ୍ତର ଓ ଦନ୍ତ ଚିକିତ୍ସିକ ପଦବୀ ପୂରଣ ହେବ
ରାଜ୍ୟରେ ଦୁଇ ହଜାର ଡାକ୍ତର ଓ ଦନ୍ତ ଚିକିତ୍ସିକ ପଦବୀ ପୂରଣ ହେବ ରାଜ୍ୟରେ ଦୁଇ ହଜାର ଡାକ୍ତର ଓ ଦନ୍ତ ଚିକିତ୍ସିକ ପଦବୀ ପୂରଣ ହେବ । ଏଥିପାଇଁ ଖୁବ୍ ଶୀଘ୍ର ଓ.ପି.ଏସ୍.ସି. ପକ୍ଷରୁ ବିଜ୍ଞାପନ ପ୍ରକାଶ ପାଇବ ।
ନୂଆକରି ରାଜ୍ୟ ସରକାର ଗଢ଼ିଥିବା ୯ଗୋଟି ମେଡିକାଲ କଲେଜର ଭିତ୍ତିଭୂମିର…
ତୃତୀୟ ସର୍ବବୃହତ୍ ଉର୍ଜା ଉପଭୋକ୍ତା ରାଷ୍ଟ୍ର ଭାରତ
ଆମେରିକା ଏବଂ ଚୀନ୍ ପରେ ତୃତୀୟ ସର୍ବବୃହତ୍ ଉର୍ଜା ଉପଭୋକ୍ତା ରାଷ୍ଟ୍ର ଭାରତ କେବଳ ଦେଶବାସୀଙ୍କ ପାଇଁ ନୁହେଁ ବରଂ ବିଶ୍ୱବାସୀଙ୍କ
କଲ୍ୟାଣ ପାଇଁ ସ୍ୱଚ୍ଛ ଓ ସବୁଜ ଉର୍ଜାକୁ ସର୍ବାଧିକ ପ୍ରାଥମିକତା ଦେଉଛି ବୋଲି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।…