Sign in
Sign in
Recover your password.
A password will be e-mailed to you.
Browsing Category
ଖବର
ରାଜ୍ୟରେ ଲକ୍ଡାଉନ୍ ବଢିଲା ଏବେ ଏହି ସବୁ କଟକଣା ବି ବଢିଲା
ଭୁବନେଶ୍ୱର – ରାଜ୍ୟରେ ଲକ୍ଡାଉନ୍କୁ ଜୁନ୍ ଏକ ତାରିଖ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ଲୋକମାନେ ଚାଲି ଚାଲି ଯାଇ ସକାଳ ୭ଟାରୁ ୧୧ ଟା ମଧ୍ୟରେ ପନି ପରିବା ଏବଂ ଅନ୍ୟ ସମାଗ୍ରୀ କିଣି ପାରିବେ । ଶନିବାର ଏବଂ ରବିବାର ସଟ୍ଡାଉନ୍ ଜାରି ରହିବ । ବାହାଘରରେ ସ ମାତ୍ର ୨୫ ଜଣ…
ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି
ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୧ ହଜାର ୮୦୫ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୬ ହଜାର ୬୧୧ ଜଣ ଥିବାବେଳେ ସ୍ଥାନୀୟ ସଂକ୍ରମିତ ଅଛନ୍ତି ୫ ହଜାର ୧୯୪ । ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା…
ଲକ୍ଡାଉନ୍ରେ ବାହାଘରରେ ସାମିଲ୍ ହେବେ ଏତିକି ଲୋକ- ବନ୍ଦ ଏବଂ ଖୋଲା ରହିବ କଅଣ ଜାଣନ୍ତୁ
କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟରେ ୧୪ ଦିନ ପାଇଁ ଘୋଷଣା କରାଯାଇଥିବା ଲକ୍ଡାଉନ୍ ଆସନ୍ତା ବୁଧବାର ସକାଳଠାରୁ ୧୯ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।
ଲକ୍ଡାଉନ୍ ସମୟରେ ଶନିବାର ଓ…
ପଶ୍ଚିମ ଓଡ଼ିଶାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ପରିସ୍ଥିତି ଉପରେ ନଜର ରଖିବା ଓ ନିୟନ୍ତ୍ରଣ ପାଇଁ ରାଜ୍ୟ…
ପଶ୍ଚିମ ଓଡ଼ିଶାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ପରିସ୍ଥିତି ଉପରେ ନଜର ରଖିବା ଓ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ୧୨ ଜଣ ଓଏଏସ୍ ଅଧିକାରୀଙ୍କୁ ସେଠାକୁ ପଠାଇଛନ୍ତି । ନୂଆପଡ଼ା, ବଲାଙ୍ଗିର, ବରଗଡ଼, ସମ୍ବଲପୁର ଓ ସୁନ୍ଦରଗଡ଼କୁ ଏହି ୧୨ ଜଣ ଓଡ଼ିଶା ପ୍ରଶାସନିକ ଅଧିକାରୀଙ୍କୁ …
ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି
ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଯୋଗୁଁ ସାଧାରଣ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇଛି । ଗତକାଲି ୧୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା । ଏହି ସମୟରେ ଭୁବନେଶ୍ୱରଠାରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୩ଦଶମିକ୍ ୨ ଡିଗ୍ରୀ…
ରାଜ୍ୟ ସରକାର ୧୮ ବର୍ଷରୁ ୪୫ ବର୍ଷ ବୟସ୍କ ପ୍ରତ୍ୟେକ ନାଗରିକଙ୍କୁମାଗଣାରେ କରୋନା ପ୍ରତିଷେଧକ ଟିକା ଯୋଗାଇ ଦେବେ
ରାଜ୍ୟ ସରକାର ୧୮ ବର୍ଷରୁ ୪୫ ବର୍ଷ ବୟସ୍କ ପ୍ରତ୍ୟେକ ନାଗରିକଙ୍କୁମାଗଣାରେ କରୋନା ପ୍ରତିଷେଧକ ଟିକା ଯୋଗାଇ ଦେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଏହି ଘୋଷଣା କରିଛନ୍ତି । ଏହାଦ୍ୱାରା ରାଜ୍ୟର ଦୁଇ କୋଟି ଲୋକ ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାର ପ୍ରାୟ ୨ହଜାର କୋଟି ଟଙ୍କା…
ମେ ୧୫ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥ ମନ୍ଦିରରରେ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ- କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ…
ମେ ୧୫ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥ ମନ୍ଦିରରରେ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ- କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ନିଆଗଲା ନିଷ୍ପତ୍ତି
ମେ ୧୫ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥ ମନ୍ଦିରରରେ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ- କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ନିଆଗଲା ନିଷ୍ପତ୍ତି ।…
ଦେବଗଡ଼ ଜିଲ୍ଲାରେ ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ ୩ ଜଣ ଶିକ୍ଷକଙ୍କୁ ନିଲମ୍ବିତ
ଦେବଗଡ଼ ଜିଲ୍ଲାରେ ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ ୩ ଜଣ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି । ଏହି ୩ଜଣ ଶିକ୍ଷକ ପ୍ରଶ୍ନପତ୍ର ଲିକ୍ ହୋଇଥିବା ପରୀକ୍ଷା କେନ୍ଦ୍ରରେ ନିରୀକ୍ଷକ ଭାବେ ଦାୟିତ୍ୱରେ ଥିଲେ । ସୂଚନାଯୋଗ୍ୟ ଗତ ୯ ତାରିଖ ଦିନ ସଦର ମହକୁମାସ୍ଥିତ ସରକାରୀ ଉଚ୍ଚ ବାଳିକା…
୪ ଦିନ ପାଇଁ ସମଗ୍ର ଦେଶରେ ସ୍ୱତନ୍ତ୍ର ଟିକାକରଣ ଅଭିଯାନ ‘ଟିକାଉତ୍ସବ’ ଆରମ୍ଭ
କରୋନା ସଂକ୍ରମଣକୁ ପ୍ରତିହତ କରିବା ଲକ୍ଷ୍ୟରେ ୪ ଦିନ ପାଇଁ ସମଗ୍ର ଦେଶରେ ସ୍ୱତନ୍ତ୍ର ଟିକାକରଣ ଅଭିଯାନ ‘ଟିକାଉତ୍ସବ’ ଆରମ୍ଭ
ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଆରମ୍ଭ ହୋଇଥିବା ଏହି ଟିକାଉତ୍ସବ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଗତ ଗୁରୁବାର ଦିନ…
‘ଓଡ଼ିଶା ଇତିହାସ’ ପୁସ୍ତକର ହିନ୍ଦୀ ଅନୁବାଦକୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ‘ଓଡ଼ିଶା ଇତିହାସ’ ପୁସ୍ତକର ହିନ୍ଦୀ ଅନୁବାଦକୁ ଲୋକାର୍ପଣ କରିବେ । ନୂଆଦିଲ୍ଲୀରେ ମଧ୍ୟାହ୍ନ
୧୨ଟା ସମୟରେ ପ୍ରଧାନମନ୍ତ୍ରୀ ଏହି ପୁସ୍ତକର ଉନ୍ମୋଚନ କରିବେ ।
ଉକ୍ରଳକେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କଦ୍ୱାରା ଲିଖିତ ଏହି ପୁସ୍ତକକୁ…