Browsing Category

ଖବର

ଓମିକ୍ରନ୍‌କୁ ନେଇ ଭୟ କରିବାର କୌଣସି କାରଣ ନାହିଁ -ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁସାରେ ଓମିକ୍ରନ୍‌କୁ ନେଇ ଭୟ କରିବାର କୌଣସି କାରଣ ନାହିଁ ଏବଂ ଟୀକା ଉପରେ ଏହା କେତେ ପ୍ରଭାବୀ ରହିବ, ସେ ବିଷୟରେ ଗବେଷଣା ଚାଲିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ କହିଛନ୍ତି । ବିଦେଶ ଫେରନ୍ତାଙ୍କ ପୋର୍ଟାଲ କରିବା ପାଇଁ କେନ୍ଦ୍ର

ବିବାଦ ପ୍ରସଙ୍ଗକୁ ଦୂର କରିବା ଲାଗି ରାଜ୍ୟ ସରକାର ଏକ ୮ଜଣିଆ କମିଟି ଗଠନ କରିଛନ୍ତି

ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ରହିଥିବା ସୀମା ବିବାଦ ପ୍ରସଙ୍ଗକୁ ଦୂର କରିବା ଲାଗି ରାଜ୍ୟ ସରକାର ଏକ ୮ଜଣିଆ କମିଟି ଗଠନ କରିଛନ୍ତି । ଏହି କମିଟିରେ ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷ ଥିବାବେଳେ ଉନ୍ନୟନ କମିସନର, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ

ଓଡ଼ିଶା ସମେତ ଦେଶର ଲକ୍ଷ ଲକ୍ଷ ଗରିବ ପରିବାର ଉପକୃତ -ଗରିବ କଲ୍ୟାଣ ଅନ୍ନ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍‍ ଆଉ ୪ ମାସ…

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍‍ ଆଉ ୪ ମାସ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଜି ଅନୁଷ୍ଠିତ କ୍ୟାବିନେଟ୍‍ ବୈଠକ ପରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି, ଏହି

ବ୍ୟବସାୟରେ ଉନ୍ନତି ପାଇଁ ଆପଣାନ୍ତୁ ଏହି ପାଞ୍ଚଟି ଉପାୟ

ସମସ୍ତଙ୍କ ମନରେ ଇଚ୍ଛା ଥାଏ ଯେ, ସେ ଯେଉଁ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ସେଥିରେ ସଫଳ ହୁଅନ୍ତୁ। ବ୍ୟବସାୟୀଙ୍କ ମନରେ ଥାଏ ଯେ ତାଙ୍କ ଦୋକାନ ଠିକ ଭାବେ ଉନ୍ନତି ଦିଗକୁ ଅଗ୍ରସର ହେଉ। ବେଳେବେଳେ ବ୍ୟବସାୟୀମାନଙ୍କୁ କିଛି କାରଣ ଯୋଗୁଁ ଅନେକ କ୍ଷତି ସହିବାକୁ ପଡିଥାଏ। ତେଣୁ ବ୍ୟବସାୟ

ରାଜ୍ୟରେ ଶୀତର ପ୍ରକୋପ ସାମାନ୍ୟ ହ୍ରାସ ପାଇଛି- ଅଧିକାଂଶ ସ୍ଥାନରେ ଆକାଶ ମେଘୁଆ

ରାଜ୍ୟରେ ଶୀତର ପ୍ରକୋପ ସାମାନ୍ୟ ହ୍ରାସ ପାଇଛି । ଅଧିକାଂଶ ସ୍ଥାନରେ ଆକାଶ ମେଘୁଆ ରହୁଥିବାରୁ ଶୀତର ପ୍ରକୋପ ହ୍ରାସ ପାଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବା

ପବିତ୍ର କାର୍ତ୍ତିକ ମାସ ହିନ୍ଦୁ ଧର୍ମଧାରାରେ ଶ୍ରେଷ୍ଠ

ପବିତ୍ର କାର୍ତ୍ତିକ ମାସ ହିନ୍ଦୁ ଧର୍ମଧାରାରେ ଶ୍ରେଷ୍ଠ । ପୁରାଣରେ କୁହାଯାଇଛି, କାର୍ତ୍ତିକ ପରି ମାସ, ସତ୍ୟ ପରି ଯୁଗ, ବେଦ ପରି ଶାସ୍ତ୍ର ଓ ଗଙ୍ଗା ପରି ତୀର୍ଥ ସଂସାରରେ ଦୁର୍ଲଭ । କାର୍ତ୍ତିକ ମାସରେ ଶ୍ରୀକ୍ଷେତ୍ର ପାଲଟିଯାଏ ସ୍ୱର୍ଗ । ଓଡ଼ିଶାର କୋଣ ଅନୁକୋଣରୁ ହଜାର ହଜାର

ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଦକ୍ଷିଣ ଓଡିଶାରେ ଆଉ ତିନିଦିନ ଧରି ପାଗ ମେଘୁଆ ରହିବ

ରାଜ୍ୟରେ ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଦକ୍ଷିଣ ଓଡିଶାରେ ଆଉ ତିନିଦିନ ଧରି ପାଗ ମେଘୁଆ ରହିବ । ଆସନ୍ତାକାଲି ଓ ୧୯ତାରିଖ ଦିନ ପାଗ ଶୁଖିଲା ଓ ଖରାଟିଆ ରହିବ । ୨୦ ଓ ୨୧ ତାରିଖରେ ହାଲୁକା ବର୍ଷା ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ଏହି ପୂର୍ବାନୁମାନ କରିଛନ୍ତି । ଆଣ୍ଡାମାନ ସାଗରରେ

କରୋନା ଟିକାକରଣ କ୍ଷେତ୍ରରେ ଜାତୀୟ ହାରଠାରୁ ଓଡିଶା ଟପିଯାଇଛି

କରୋନା ଟିକାକରଣ କ୍ଷେତ୍ରରେ ଜାତୀୟ ହାରଠାରୁ ଓଡିଶା ଟପିଯାଇଛି । ଚଳିତମାସ ୧୩ତାରିଖ ସୁଦ୍ଧା ଜାତୀୟସ୍ତରରେ ୧୮ବର୍ଷରୁ ଅଧିକ ଲୋକଙ୍କ ପ୍ରଥମ ଡୋଜ ଟିକାକରଣ ଅଣାଅଶୀ ଦଶମିକ ୮ପ୍ରତିଶତ ଥିବାବେଳେ ଓଡିଶାରେ ଏହା ୮୨ଦଶମିକ ୪ ପ୍ରତିଶତରେ ପହଞ୍ଚିଛି । ସେହିପରି ଦ୍ୱିତୀୟ ଡୋଜ ଟିକାକରଣ

ମହିଳା ହକି ଜୁନିୟର୍‍ ବିଶ୍ୱକପ୍‍ ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଜୁନିୟର୍‍ ମହିଳା ଟିମ୍‍ ଘୋଷଣା- ଦୁଇ ଓଡ଼ିଆ ଖେଳାଳି…

ମହିଳା ହକି ଜୁନିୟର୍‍ ବିଶ୍ୱକପ୍‍ ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଜୁନିୟର୍‍ ମହିଳା ଟିମ୍‍ ଘୋଷଣା ଆସନ୍ତା ଡିସେମ୍ବର ୫ ତାରିଖରୁ ଦକ୍ଷିଣ ଆଫ୍ରିକାରେ ଆରମ୍ଭ ହେବାକୁ ଯାଉଥିବା ଏଫ୍‍.ଆଇ.ଏଚ୍‍. ମହିଳା ହକି ଜୁନିୟର୍‍ ବିଶ୍ୱକପ୍‍ ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଜୁନିୟର୍‍ ମହିଳା

ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସକାଶେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନଙ୍କ ପାଇଁ ନିର୍ବାଚନୀ…

ରାଜ୍ୟ ସରକାରଙ୍କ ପକ୍ଷରୁ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଛି । ତେବେ ଆସନ୍ତା ବର୍ଷ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ୬ ହଜାର ୭୯୪ ପଞ୍ଚାୟତରେ ନିର୍ବାଚନ ହେବ । ୭ଟି ପଞ୍ଚାୟତ ବିଭିନ୍ନ ବିଜ୍ଞପିତ ଅଞ୍ଚଳ ପରିଷଦରେ ବିଲୀନ ହୋଇଥିବାରୁ ସେଠାରେ ନିର୍ବାଚନ