Sign in
Sign in
Recover your password.
A password will be e-mailed to you.
Browsing Category
ଖବର
ପନି ପରିବା ବଢିବା ପଛରେ ମମତାଙ୍କ ହାତ! ପଶ୍ଚିମବଙ୍ଗରୁ ଆସୁଥିବା ଗେଣ୍ଡୁମାଳ ବି ଏତିକି
ଏବେ ପନି ପରିବା ଦର ହଠାତ୍ ଆକାଶ ଛୁଆଁ ହୋଇଛି । କିଛି ଦନ ତଳେ ଟମାଟୋ ୨୦ରୁ ୨୫ ଟଙ୍କା ଥିବା ବେଳେ ଏବେ ୧୦୦ ଟଙ୍କା ପ୍ରତିକିଲୋ ପାର କରିଛି । ବର୍ଷା ଯୋଗୁଁ ଦର ବଢିଥିବା କୁହାଯାଉଛି । ହେଲେ ହଠାତ୍ ବର୍ଷା ଯୋଗୁଁ କଣ ସବୁ ଟମାଟୋ ଖରାପହୋଇଗଲା . କେବଳ ଟମାଟୋ ନୁହେଁ ଅଦା କିଲୋ ୩୦୦!-->…
ଗତକାଲି ସଂଧ୍ୟାରେ ନୂଆପଡା ଜିଲ୍ଲା ଖରିଆର ରୋଡରେ ଦୁର୍ଗ୍-ପୁରୀ
ଇଣ୍ଟରସିଟି ଏକ୍ସପ୍ରେସ୍ରେ ନିଆଁ
ଗତକାଲି ସଂଧ୍ୟାରେ ନୂଆପଡା ଜିଲ୍ଲା ଖରିଆର ରୋଡରେ ଦୁର୍ଗ୍-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍ରେ ନିଆଁ ଲାଗିଥିବା ଜଣାପଡିଛି । ଯାତ୍ରୀମାନେଭୟଭୀତ ହୋଇ ଓହ୍ଲାଇ ପଡିଥିବାରୁ କାହାରି ଜୀବନ ହାନୀ ହୋଇନଥିବା ସୂଚନା ମିଳିଛି । ତୁରନ୍ତ ଖରିଆର ରୋଡ ଅଗ୍ନିଶମ ବିଭାଗ କର୍ମଚାରୀଘଟଣାସ୍ଥଳରେ ପହଞ୍ଚି!-->…
୮ ଦିନ ବିଳମ୍ବରେ ପହଞ୍ଚିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ -ଆସନ୍ତା ୪୮ ଘଣ୍ଟା ମଧ୍ୟରେ
ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ସାଧାରଣତଃ ଜୁନ୍ ପହିଲାବେଳକୁ ମୌସୁମୀ ବାୟୁ କେରଳ ଛୁଇଁଥାଏ । ତେବେ ଚଳିତଥର ଏହା ୮ ଦିନ ବିଳମ୍ବରେ ପହଞ୍ଚିଛି । ମୌସୁମୀ ବାୟୁ ପ୍ରଭାବରେ ଆଣ୍ଡାମାନ ଓ ନିକୋବରରେ ବର୍ଷା ଜାରି ରହିଛି!-->…
ବାଲେଶ୍ୱର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାର ବିଧିବଦ୍ଧ ତଦନ୍ତ ଆରମ୍ଭ ହୋଇଛି
ଟ୍ରେନ୍ ଦୁର୍ଘଟଣା-ତଦନ୍ତ ଆରମ୍ଭ ବାଲେଶ୍ୱର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାର ବିଧିବଦ୍ଧ ତଦନ୍ତ ଆରମ୍ଭ ହୋଇଛି । ଗତକାଲି ରେଳ ସୁରକ୍ଷା ଆୟୁକ୍ତ ଦୁର୍ଘଟଣାସ୍ଥଳକୁ ଯାଇ >ସ୍ଥିତି ପରଖିବା ସହ ବିଭିନ୍ନ ଅଧିକାରୀ ଓ କର୍ମଚାରୀଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରିଛନ୍ତି । ଏଥିସହ!-->…
ଏନ୍ଆଇଆର୍ଏଫ୍ ରାଙ୍କିଂରେ ଓଡ଼ିଶାର ଏହି ସବୁ ଶିକ୍ଷାନୁଷ୍ଠାନ
ଦେଶରେ ଉଚ୍ଚଶିକ୍ଷା କ୍ଷେତ୍ରରେ ବିଭିନ୍ନ ବିଶ୍ୱବିଦ୍ୟାଳୟର ର୍ୟାଙ୍କିଙ୍ଗ୍ତାଲିକା ପ୍ରକାଶ ପାଇଛି । କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁପ୍ରକାଶିତ ୧୦୦ଟି ବିଶ୍ୱବିଦ୍ୟାଳୟ ତାଲିକାରେ ରାଜ୍ୟର ୪ଟି ବିଶ୍ୱବିଦ୍ୟାଳୟସ୍ଥାନ ପାଇଛି । ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ!-->…
ଦଶମ ଶ୍ରେଣୀ ପାଠ୍ୟକ୍ରମରେ ପରିବର୍ତ୍ତନ
ଏନ୍.ସି.ଇ.ଆର୍.ଟି.ର ଦଶମ ଶ୍ରେଣୀ ପାଠ୍ୟକ୍ରମରେ ପରିବର୍ତ୍ତନକରାଯାଇଛି । ସି.ବି.ଏସ୍.ଇ. ଦଶମ ଶ୍ରେଣୀ ବହିରୁ ଛାତ୍ରଛାତ୍ରୀମାନଙ୍କ ପାଇଁପିରିୟଡିକ୍ ଟେବୁଲ, ଗଣତନ୍ତ୍ର ଏବଂ ଶକ୍ତିର ଉତ୍ସ ବିଷୟଗୁଡ଼ିକ ହଟାଇଦିଆଯାଇଛି । ଛାତ୍ରଛାତ୍ରୀଙ୍କ ଉପରେ ଭାର କମାଇବାପାଇଁ ଏହି!-->…
ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୮୩ ଟଙ୍କା ୫୦ ପଇସା ହ୍ରାସ
ଦେଶରେ ୧୯ କିଲୋଗ୍ରାମ ବ୍ୟାବସାୟିକ ଏଲ୍ପିଜି ଗ୍ୟାସ୍ ସିଲିଣ୍ଡରରମୂଲ୍ୟ ୮୩ ଟଙ୍କା ୫୦ ପଇସା ହ୍ରାସ ପାଇଛି । ଦିଲ୍ଲୀରେ ବର୍ତ୍ତମାନ ୧୯କିଲୋଗ୍ରାମ ବ୍ୟାବସାୟିକ ଏଲ୍.ପି.ଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୧୭ଶହ ୭୩ଟଙ୍କା ଥିବାବେଳେ କୋଲକାତାରେ ୧୮୭୫, ମୁମ୍ବାଇରେ ୧୭୨୫ ଓଚେନ୍ନାଇରେ ୧୯୩୭!-->…
ନିଶା କାରବାରରେ ଲିପ୍ତ ଅପରାଧୀମାନଙ୍କୁ ୬ ମାସ ପାଇଁ ଭୁବନେଶ୍ୱର ଛାଡ଼ିବାକୁ କମିଶନରେଟ୍ ପକ୍ଷରୁ ନିର୍ଦ୍ଦେଶନାମା
ରାଜଧାନୀ ଭୁବନେଶ୍ୱରରେ ନିଶା କାରବାର ଓ ନିଶା ବେପାରୀଙ୍କବିରୋଧରେ କମିଶନରେଟ୍ ପୁଲିସ୍ ଶୂନ୍ୟ ସହନଶୀଳତା ନୀତି ଆପଣେଇଛି ।ପୁଣି ଥରେ ଅପରେସନ୍ ହ୍ୱାଇଟ୍ ସ୍ପାଇଡର୍କୁ ପୁଲିସ୍ ପକ୍ଷରୁ ଜୋର୍ଦାରକରାଯାଇଛି । ଏଣିକି ରାଜଧାନୀରେ ନିଶା କାରବାରରେ ଲିପ୍ତ ଥିବାଅପରାଧୀମାନଙ୍କୁ ୬ ମାସ!-->…
ଶସ୍ୟ ଭଣ୍ଡାରଣ କ୍ଷମତା ବୃଦ୍ଧି କରିବା ଲାଗି ଏକ ଲକ୍ଷ କୋଟି ଟଙ୍କାର ଏକ ଯୋଜନାକୁ ଅନୁମୋଦନ
ସମବାୟ କ୍ଷେତ୍ରରେ ଶସ୍ୟ ଭଣ୍ଡାରଣ କ୍ଷମତା ବୃଦ୍ଧି କରିବା ଲାଗି କେନ୍ଦ୍ର କ୍ୟାବିନେଟ୍ ଏକ ଲକ୍ଷ କୋଟି ଟଙ୍କାର ଏକ ଯୋଜନାକୁ ଅନୁମୋଦନକରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ କ୍ୟାବିନେଟ୍ ବୈଠକ ପରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ!-->…
ରାଜ୍ୟରେ ବିଜୁଳି କାଟ୍ ହେଉନାହିଁ ବରଂ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ସମସ୍ୟା – ବିଭାଗୀୟ ମନ୍ତ୍ରୀ ପ୍ରତାପ…
ରାଜ୍ୟରେ ବିଦ୍ୟୁତ୍କାଟ୍କୁ ନେଇ ବିଭାଗୀୟ ମନ୍ତ୍ରୀ ପ୍ରତାପ କେଶରୀଦେବ କହିଛନ୍ତି, ରାଜ୍ୟରେ ବିଜୁଳି କାଟ୍ ହେଉନାହିଁ ବରଂ ଯାନ୍ତ୍ରିକ ତ୍ରୁଟିଯୋଗୁଁ ଏହି ସମସ୍ୟା ଉପୁଜୁଛି । ସେ କହିଛନ୍ତି, କାଳବୈଶାଖୀର ପ୍ରଭାବରେଓଭରଲୋଡିଂ ଏବଂ କେତେକ ସ୍ଥାନରେ ଟ୍ରାନ୍ସଫର୍ମର ପୋଡ଼ି ଯାଇଥିବା!-->!-->!-->…