Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ-ବିଦେଶ
ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପାଇଁ ଲୋକସଭାରେ ଧନ୍ୟବାଦ ପ୍ରସ୍ତାବ ଉପରେ ବକ୍ତବ୍ୟ ରଖିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ . - ସଂସଦରେ ରାଷ୍ଟପ୍ରତିଙ୍କ ଅଭିଭାଷଣ ଲାଗି ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ଆଜି ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବକ୍ତବ୍ୟ ରଖିଛନ୍ତି । ବିତର୍କରେ ଅଂଶଗ୍ରହଣ କରିଥିବା କାରଣରୁ ସେ ସାଂସଦମାନଙ୍କୁ, ବିଶେଷ କରି ପ୍ରଥମ ଥର ପାଇଁ ଲୋକସଭାକୁ ଆସିଥିବା ସଦସ୍ୟମାନଙ୍କୁ…
ହାଲୱା ସମାରୋହ ସହିତ ସାଧାରଣ ବଜେଟ ୨୦୧୯-୨୦ର ମୁଦ୍ରଣ ପ୍ରକ୍ରିୟା ଆରମ୍ଭ
ନୂଆଦିଲ୍ଲୀ . - ହାଲୱା ସମାରୋହ ସହିତ ୨୦୧୯-୨୦ ଆର୍ଥିକ ବର୍ଷର ସାଧାରଣ ବଜେଟ ମୁଦ୍ରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଶନିବାର ଅପରାହ୍ଣରେ ନୂଆଦିଲ୍ଲୀର ନର୍ଥ ବ୍ଲକଠାରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପସ୍ଥିତିରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା ।…
୬ ବର୍ଷର ନାବାଳିକାକୁ ଅପହରଣ ବଳାତ୍କାର ଓ ହତ୍ୟା କରିଥିବା ଅଭିଯୁକ୍ତକୁ ଏନକାଉଣ୍ଟର କଲେ ପୁଲିସ ଅଧିକାରୀ
ରାମପୁର . - ଜଣେ ୬ ବର୍ଷୀୟା ନାବାଳିକାକୁ ଅପହରଣ କରିବା ପରେ ବଳାତ୍କାର କରି ହତ୍ୟା କରିଥିବା ଅଭିଯୁକ୍ତୁକୁ ପୁଲିସ ଏନ୍କାଉଣ୍ଟର କରିଛି । ରାମପୁର ଏସ୍ପି ଅଜୟ ପାଲ୍ ଶର୍ମାଙ୍କ ଗୁଳିରେ ଅଭିଯୁକ୍ତ ନାଜିଲ୍ ଗୁରୁତର ହୋଇଛି । ଅଭିଯୁକ୍ତର ଦୁଇ ଗୋଡରେ ଗୁଳି ବାଜିଛି ।
ଏହି ଅଭିଯୁକ୍ତକୁ…
ରାହୁଲ ଗାନ୍ଧୀଙ୍କ ସ୍ଥାନ ନେବେ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ
ନୂଆଦିଲ୍ଲୀ: କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେବା ପରେ ଏବେ କଂଗ୍ରେସକୁ ଆଗାମୀ ବ୍ୟକ୍ତି ବିଶେଷ ଖୁବ ଶୀଘ୍ର ମିଳିପାରେ । ଜାତୀୟ ଗଣାମାଧ୍ୟମକୁ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତଙ୍କୁ କଂଗ୍ରେସ ପାର୍ଟିର…
ହାଲୁଆ ଉତ୍ସବରୁ ଆରମ୍ଭ ହେଲା ବଜେଟ କାମ
ନୂଆଦିଲ୍ଲୀ . - ଦିଲ୍ଲୀ ସଂସଦ ଭବନ ନର୍ଥ ବ୍ଲକରେ ୨୦୧୯ ପୂର୍ଣ୍ଣାଙ୍ଗ ବଜେଟ୍ ପାଇଁ ହାଲୁଆ ଉତ୍ସବରୁ କାମ ଆରମ୍ଭ ହୋଇଛି । ଦେଶର ପ୍ରଥମ ପୂର୍ଣ୍ଣକାଳୀନ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣଙ୍କ ଉପସ୍ଥିତିରେ ହାଲୁଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କୌଣସି କାମ ଆରମ୍ଭରେ ହାଲୁ ଶୁଭ ବୋଲି…
“ଆର୍ଥିକ ନୀତି-ଭବିଷ୍ୟତ ମାର୍ଗ”
ନୂଆଦିଲ୍ଲୀ . - ନୀତି ଆୟୋଗଙ୍କ ପକ୍ଷରୁ ଆୟୋଜିତ “ଆର୍ଥିକ ନୀତି-ଭବିଷ୍ୟତ ମାର୍ଗ” ବିଷୟବସ୍ତୁ ଉପରେ ଆୟୋଜିତ ଏକ ବାର୍ତାଳାପ ଅଧିବେଶନରେ ୪୦ରୁ ଉର୍ଦ୍ଧ୍ଵ ଅର୍ଥନୀତିଜ୍ଞ ଏବଂ ଅନ୍ୟ ବିଶେଷଜ୍ଞଙ୍କ ସହିତ ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦୀ ଆଲୋଚନା କରିଛନ୍ତି ।
ଏହି ଅଧିବେଶନରେ…
ଆୟୁଷ୍ମାନ ଯୋଜନାରେ ୧୫ ହଜାର ଲୋକ ନେବେ ପ୍ରଶିକ୍ଷଣ
ରାଞ୍ଚି: ଦେଶରେ ଗରିବମାନଙ୍କୁ ଭଲ ଚିକିତ୍ସାର ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ଆରମ୍ଭ ହୋଇଥିବା ଆୟୁଷ୍ମାନ ଭାରତ ଯୋଜନା ଲୋକମାନଙ୍କ ପାଖରେ ପହଂଚାଇବା ପାଇଁ ରାଷ୍ଟୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (ଏନଏଚଏ) ଓ ଆଇସିଆଇସିଆଇ ଫାଉଣ୍ଡେସନ ହାତ ମିଶାଇଛି । ଦୁଇ ସଂଗଠନ ଅସହାୟମାନଙ୍କ ପାଖରେ…
ଯୋଗ ସବୁବେଳେ ଶାନ୍ତି-ସଦଭାବନା ସହିତ ଜଡ଼ିତ: ପ୍ରଧାନମନ୍ତ୍ରୀ ମୋଦୀ
ରାଞ୍ଚି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର କହିଛନ୍ତି, ଶାନ୍ତି, ସମୃଦ୍ଧି ଏବଂ ସଦଭାବକୁ ଉଚ୍ଚସ୍ତରକୁ ନେଇଯିବା ହେଉଛି ଯୋଗର ସିଦ୍ଧାନ୍ତ । ପଂଚମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିର ପ୍ରଭାତ ତାରା ପଡ଼ିଆରେ ଅନୁଷ୍ଠିତ ଯୋଗ କାର୍ଯ୍ୟକ୍ରମରେ ପ୍ରାୟ ୩୦…
ନଦୀ-ପାହାଡ଼ରେ ଯୋଗ କଲେ ଭାରତୀୟ ଯବାନ
ନୂଆଦିଲ୍ଲୀ: ପଂଚମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଭାରତୀୟ ଯବାନମାନେ ଶୁକ୍ରବାର ଯୋଗ ଦିବସକୁ ଅଧିକ ସ୍ମରଣୀୟ ରଖିବା ପାଇଁ ନଦୀ ଓ ପାହାଡ଼ ଶିଖରରେ ଯୋଗ କରିଛନ୍ତି । ଅରୁଣାଚଳ ପ୍ରଦେଶରେ ୯ମ ବାଟାଲିୟନର ଆଇଟିବିପି ଯବାନମାନେ ଦିଗାରୁ ନଦୀରେ ଯୋଗ ପ୍ରଦର୍ଶନ କରିଥିବା ବେଳେ ସିକ୍କିମରେ…
ଡାଇରିଆ ଜନିତ ଶିଶୁ ମୃତ୍ୟୁ ୨୦୨୨ ପର୍ଯ୍ୟନ୍ତ ଶୂନ୍ୟ ସ୍ତରକୁ ଅଣାଯିବା ଲକ୍ଷ୍ୟ: ହର୍ଷବର୍ଦ୍ଧନ
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବଦ୍ଧନ ବର୍ଷ ୨୦୨୨ ପର୍ଯ୍ୟନ୍ତ ଦେଶରେ ଡାଇରିଆ କାରଣରୁ ହେଉଥିବା ଶିଶୁମାନଙ୍କର ମୃତ୍ୟୁକୁ ଶୂନ୍ୟ କରିବା ପାଇଁ ନୂଆ ରଣନୀତି ଓ ନୂତନ କୌଶଳର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛନ୍ତି । ସେ ଦେଶରେ ପ୍ରଜନନାତ୍ମକ, ମାତୃତ୍ୱ, ନବଜାତ, ଶିଶୁ…