Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ-ବିଦେଶ
ଓଡିଶାର ପ୍ରଥମ କରୋନା ଆକ୍ରାନ୍ତ – ଇଟାଲୀ ଫେରନ୍ତା ଓଡ଼ିଆ ଯୁବକ ଚିହ୍ନଟ
ଭୁବନେଶ୍ୱର -ଇଟାଲୀରୁ ଫେରିଥିବା ଜଣେ ଓଡିଆ ଯୁବକଙ୍କ ସ୍ୱାବରେ କରୋନା ଭୁତାଣୁ ଚିହ୍ନଟ ହୋଇଛି । ତାଙ୍କୁ କ୍ୟାପିଟାଲ ହସ୍ପିଟାଲର ଆଇସୋଲସନ୍ ଓ୍ୱାର୍ଡରେ ଭର୍ତ୍ତି କରାଯାଇଛି । ସେ ଇଟାଲୀରୁ ଫେରିବା ପରେ ତାଙ୍କୁ ବିମାନ ବନ୍ଦରରେ ପରୀକ୍ଷା କରାଯାଇଥିଲା ମାତ୍ର ତାଙ୍କ ଶରୀରରେ କୌଣସି ଲକ୍ଷଣ…
କେନ୍ଦ୍ର ସରକାରୀ କର୍ମଚାରୀଙ୍କର ମହଙ୍ଗାଭତ୍ତା ବୃଦ୍ଧି
ନୂଆଦିଲ୍ଲୀ ୧୪.୦୩ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ଲାଗି ୪ପ୍ରତିଶତ ଅତିରିକ୍ତ ମହଙ୍ଗା ଭତା ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି।
କର୍ମଚାରୀଙ୍କ ପାଇଁ ଡିଏ ଏବଂ ପେନସନଭୋଗୀଙ୍କ…
ଘରୋଇ ବ୍ୟାଙ୍କ୍ଗୁଡ଼ିକରେ ଜମା ଟଙ୍କା ସୁରକ୍ଷିତ ରହିଛି -ଆର୍.ବି.ଆଇ
ମୁମ୍ବାଇ ୧୩.୦୩.୨୦୨୦- ଘରୋଇ ବ୍ୟାଙ୍କ୍ଗୁଡ଼ିକରେ ଜମା ଟଙ୍କା ସୁରକ୍ଷିତ ରହିଛି ଏବଂ ଏହି ବ୍ୟାଙ୍କଗୁଡ଼ିକରୁ ରାଜ୍ୟଗୁଡ଼ିକ ଜମା ଅର୍ଥ ନ ଉଠାଇବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍.ବି.ଆଇ.) ପକ୍ଷରୁ ପରାମର୍ଶ ଦିଆଯାଇଛି ।
ଘରୋଇ ବ୍ୟାଙ୍କରେ ଜମା ଅର୍ଥ ସୁରକ୍ଷିତ ନ ଥିବା ନେଇ…
ଆକ୍ଟର ଟମ୍ ହାଙ୍କ ତାଙ୍କ ପତ୍ନୀ ରୀତା ଓ୍ୱିଲସନ୍ଙ୍କୁ କରୋନା ସଙ୍କ୍ରମଣ
ସିଡ୍ନୀ - ହଲିଉଡ୍ର ଆକ୍ଟର ଟମ୍ ହାଙ୍କ ଓ ତାଙ୍କର ପତ୍ନୀ ରୀତି ଓ୍ୱିଲସନ୍ଙ୍କ କରୋନା ସଙ୍କ୍ରମଣ ହୋଇଛି । ସେମାନେ ଅଷ୍ଟ୍ରେଲିଆକୁ ଏକ ସିନେମା ସୁଟିଂରେ ଆସିଥିବା ବେଳେ ଏହି ସଙ୍କ୍ରମଣ ହୋଇଛି ।
ଗୋଟିଏ ହଲିଉଡ୍ ସିନେମାରେ ସୁଟିଂ ଅଷ୍ଟ୍ରେଲିଆର ବିଭିନ୍ନ ସ୍ଥାନରେ ହେଉଛି ।…
କୋରନା ସତର୍କତା ପାଇଁ ନିହାତି ପଢନ୍ତୁ – ସରକାର ଜାରି କଲେ ଏହି ମାର୍ଗ ଦର୍ଶିକା
ବିଶ୍ୱବ୍ୟାପୀ କାୟା ବିସ୍ତାର କରିଚାଲିଥିବା ମାରାତ୍ମକ କରୋନା ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ଯଥେଷ୍ଟ ପଦକ୍ଷେପ ଗ୍ରହଣ କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ସମସ୍ତ ଦେଶକୁ ପରାମର୍ଶ ଦିଆଯାଇଛି । କରୋନା ଭୂତାଣୁ ସଂକ୍ରମଣରେ ଅଦ୍ୟାବଧି ବିଶ୍ୱର ବିଭିନ୍ନ ଦେଶରେ ପ୍ରାୟ ୩…
ଆସନ୍ତାବର୍ଷ ଜାନୁଆରୀ ପହିଲାରୁ ସମଗ୍ର ଦେଶରେ ଜନଗଣନା ଆରମ୍ଭ
ନୂଆଦିଲ୍ଲୀ -- ଆସନ୍ତାବର୍ଷ ପହିଲାରୁ ସମଗ୍ର ଦେଶରେ ଜନଗଣନା ଆରମ୍ଭ କରାଯିବ । ପରିବାର ସଦସ୍ୟଙ୍କ ନାମରେ ବିଭିନ୍ନ ସ୍ଥାନରେ ଥିବା ଗୃହ ସଂଖ୍ୟାକୁ ମଧ୍ୟ ଗଣନାରେ ସାମିଲ କରାଯିବାକୁ ନେଇ ନିଷ୍ପତ୍ତି ନିଆଯାଇଛି ।
ରେଜିଷ୍ଟ୍ରାର ଜେନେରାଲ୍ଙ୍କ କାର୍ଯ୍ୟାଳୟରୁ ଜାରି ବିଜ୍ଞପ୍ତି ଅନୁଯାୟୀ…
ଶିକ୍ଷାର ପ୍ରତିଟି ସ୍ତରରେ ବାଳକମାନଙ୍କ ତୁଳନାରେ ବାଳିକାମାନଙ୍କ ଉପସ୍ଥାନ ଆଶାତୀତ ଭାବେ ବୃଦ୍ଧି ପାଇଛି
ନୂଆଦିଲ୍ଲୀ -- ଶିକ୍ଷା ଜରିଆରେ କନ୍ୟା ଓ ମହିଳାମାନଙ୍କ ସଶକ୍ତିକରଣର ଗତିଶୀତଳତାକୁ ଆହୁରି ଆଗେଇ ନେବା ପାଇଁ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ରଅଭିଯାନର ଶୁଭାରମ୍ଭ କରିଛନ୍ତି । ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ କହିଛନ୍ତି, ତାଙ୍କ ମନ୍ତ୍ରଣାଳୟ ସମଗ୍ର ଦେଶର ସ୍କୁଲ…
ପୃଥିବୀ କକ୍ଷ ପଥରେ ରହସ୍ୟମୟ ବସ୍ତୁର ଫଟୋ ମୁକ୍ତ କଲେ ବୈଜ୍ଞାନିକ
ନ୍ୟୁୟର୍କ - ପୃଥିବୀର କକ୍ଷ ପଛରେ ରହସ୍ୟମୟ ବସ୍ତୁ । ଏବେ ଏହା ପୃଥିବୀର କକ୍ଷ ପଥରେ ବୁଲୁଛି ।
ଜ୍ଞାନିକମାନେ' ରହସ୍ୟମୟ ବସ୍ତୁ'ର ନୂତନ ପ୍ରତିଛବି ମୁକ୍ତ କରନ୍ତି ଯାହା ପୃଥିବୀର କକ୍ଷପଥରେ ଯୋଗ ଦେଇଛି | ଏହା ଏକ ଛୋଟ ଜହ୍ନ ବା ମିନିମୁନ୍ ପରି ଦେଖାଯାଉଛି । ଏହି ରହସ୍ୟ ମୟ ବସ୍ତୁରେ ଅନେତ…
ଓଡିଆ ଏବେ ଗୁଗୁଲ ଟ୍ରାନସଲେଟ୍ରେ ଉପଲବ୍ଧ
ଓଡ଼ିଆ ଇଣ୍ଟରନେଟ ବ୍ୟବହାରକାରୀଙ୍କ ପାଇଁ ଖୁସୀ ଖବର । ଏବେ ବିଭିନ୍ନ ଭାଷାରୁ ଗୁଗୁଲ ଟ୍ରାନସଲେଟ୍ ମାଧ୍ୟମରେ ଓଡିଆକୁ ଅନୁବାଦ କରିହେବ । ଗୁଗୁଲ ଟ୍ରାନସ୍ଲେଟ୍ରେ ଏବେ ୫ଟି ନୂଆ ଭାଷାକୁ ଯୋଡା ଯାଇଛି । ସେମାନଙ୍କ ମଧ୍ୟରେ ଓଡିଆ ଅଛି ।
ଓଡ଼ିଆ ବ୍ୟତୀତ ତୁର୍କମେନ, ତାତାର,କିନୟାରଓ୍ୱାଣ୍ଡା…
ପାକିସ୍ତାନର ବାଲାକୋଟରେ ଭାରତୀୟ ବାୟୁସେନା ଆକ୍ରମଣକୁ ବର୍ଷେ
ନୂଆଦିଲ୍ଲୀ ୨୭।୦୨।୨୦୨୦ ଭାରତ ବାୟୁସେନା ଦ୍ୱାରା କରାଯାଇଥିବା ବାଲାକୋଟ ଆକ୍ରମଣର ଫେବ୍ରୁଆରୀ ୨୬ ତାରିଖରେ ପୁରିଛି ପ୍ରଥମ ବାର୍ଷିକ । ଗତବର୍ଷ ଫେବୃୟାରୀ ୨୬ ତାରିଖ ଭୋରୁ ପାକିସ୍ଥାନର ଖେବର ପାକତୁନଖୱା ଅଞ୍ଚଳରେ ବାଲାକୋଟର ଆତଙ୍କବାଦୀ ପ୍ରଶିକ୍ଷଣ ଶିବିରରେ ବିମାନ ଆକ୍ରମଣ ହୋଇଥିଲା ।…