Browsing Category

ଦେଶ-ବିଦେଶ

ପ୍ରସାରିତ ହେଲା ରାମାୟଣ, ମହାଭାରତ

ନୂଆଦିଲ୍ଲୀ  -- ପୁଣିଥରେ ଟିଭି ପରଦାକୁ ଫେରିଲା ଲୋକପ୍ରିୟ ପୌରାଣିକ  ଧାରାବାହିକ ରାମାୟଣ ଓ ମହାଭାରତ । ଆଜିଠାରୁ ଦୂରଦର୍ଶନର ନ୍ୟାସନାଲ  ଓ ଡିଡି ଭାରତୀରେ ପ୍ରସାରିତ ହୋଇଛି । କରୋନା ମୁକାବିଲା ନିମନ୍ତେ ସମ୍ପୂର୍ଣ୍ଣ ଦେଶରେ ୨୧ଦିନିଆ ଲକ୍‍ଡାଉନ୍‍ ଘୋଷଣା କରାଯାଇଛି । ଲକ୍‍ଡାଉନ୍‍…

ରେଳବାଇ ଟ୍ରେନ୍‍ରେ ଥିବା ଜେନେରାଲ ବଗିଗୁଡ଼ିକୁ ଆଇସୋଲେସନ ୱାର୍ଡରେ ରୂପାନ୍ତରିତ କରୁଛି

ନୂଆଦିଲ୍ଲୀ -  ମହାମାରୀ କରୋନାକୁ ମୁକାବିଲା କରିବା ନିମନ୍ତେ ଭାରତ ସରକାରଙ୍କୁ ସହାୟତାର ହାତ ବଢ଼ାଇଛି ଭାରତୀୟ ରେଳବାଇ । ରେଳବାଇ ଟ୍ରେନ୍‍ରେ  ଥିବା ଜେନେରାଲ ବଗିଗୁଡ଼ିକୁ ଆଇସୋଲେସନ ୱାର୍ଡରେ ରୂପାନ୍ତରିତ କରିବା  ପାଇଁ ପ୍ରୟାସ ଆରମ୍ଭ କରିଛି । ଏହି ଆଇସୋଲେସନ ବଗି ଗୁଡ଼ିକରେ…

ରାଜ୍ୟରେ କରୋନା ସଂକ୍ରମିତଙ୍କ ପାଇଁ ୧୦୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାପାଇଁ କାମ ଆରମ୍ଭ

ଭୁବନେଶ୍ୱର - ରାଜ୍ୟରେ କରୋନା ସଂକ୍ରମିତଙ୍କ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା ପାଇଁ ଭୁବନେଶ୍ୱରର ୨ଟି ଘରୋଇ ହସ୍ପିଟାଲରେ ୧୦୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପାଇଁ ଚୁକ୍ତି ସ୍ୱାକ୍ଷରିତ ହେବା ପରେ କଟକ ଟାଙ୍ଗୀସ୍ଥିତ ଡ୍ରିମ୍ସ ବୈଷୟିକ ମହାବିଦ୍ୟାଳୟରେ ୫୦୦ ଶଯ୍ୟା ବିଶିଷ୍ଟ ଆଇସୋଲେସନ…

ପୃଥିବୀରେ ୬ ଲକ୍ଷ ହେଲେ କରୋନା ସଂକ୍ରମିତ

ନୂଆଦିଲ୍ଲୀ - କରୋନା ଭୂତାଣୁ ସଂକ୍ରମଣରେ ସର୍ବଶେଷ ସୂଚନା ଅନୁଯାୟୀ ବିଶ୍ୱବ୍ୟାପୀ ୫ଲକ୍ଷ ୯୪ହଜାର ୭୯୧ଜଣ ଆକ୍ରାନ୍ତ ହୋଇଥିବାବେଳେ ୧ଲକ୍ଷ ୩୩ହଜାର ୬ଜଣ ସୁସ୍ଥ ହୋଇଛନ୍ତି । ଏଥିରେ ୨୭ହଜାର ୨୫୫ଜଣଙ୍କ ମୃତ୍ୟୁ ଘଟିଛି । ଆମେରିକାରେ ସର୍ବାଧିକ ୧ଲକ୍ଷ ୨ହଜାର ୫୬୮ଜଣ ସଂକ୍ରମିତ ହୋଇଥିବାବେଳେ…

ଭାରତରେ ଠିକ୍‌ ହେଲେ ୨୩ ଜଣ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ - ଭାରତରେ କୋଭିଡ-୧୯ରେ ସଂକ୍ରମିତଙ୍କ ସଂଖ୍ୟା ୪୩୩କୁ ବୃଦ୍ଧି ପାଇଛି । ମୋଟ୍‍ ରୋଗୀଙ୍କ ମଧ୍ୟରୁ ୨୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୮ ଜଣଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ସୁଦ୍ଧା ଦେଶରବିଭିନ୍ନ ବିମାନ ବନ୍ଦରରେ ଏପର୍ଯ୍ୟନ୍ତ ୧୫ଲକ୍ଷ ୧୭ ହଜାର…

ଲକ୍‍ଡାଉନ୍‍ ନମାନିଲେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ ୨୪.୦୩- କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟସରକାରଙ୍କ ପକ୍ଷରୁ ବିଭିନ୍ନ ଜିଲ୍ଲାରେ ଲକ ଡାଉନ ଘୋଷଣା କରା ଯାଇଛି। ତେବେ ଲକ ଡାଉନ ସମୟରେ ନିୟମ ଉଲ୍ଲଂଘନକାରୀ ମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାର…

ଲକ୍‌ ଡାଉନ୍‌କୁ ଗମ୍ଭୀରତାର ସହ ନେବା ପାଇଁ ପରାମର୍ଶ ଦେଲେ ମୋଦୀ

ନୂଆଦିଲ୍ଲୀ --ଲକଡାଉନକୁ କିଛି ଲୋକ ଗମ୍ଭୀରତାର ସହ ନେଉ ନ ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦବେଗ ପ୍ରକାଶ କରିବା ସହ ଏ ସମ୍ପର୍କରେ ନିର୍ଦେଶନାମାକୁ କଡକାଡି ଭାବେ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି । लॉकडाउन को अभी भी कई लोग गंभीरता से नहीं ले रहे हैं। कृपया…

୨୪ ଘଣ୍ଟାରେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଗୁଣ ବଢିଲା, ୬ ଜଣଙ୍କର ମୃତ୍ୟୁ ୩୪୧ ଆକ୍ରାନ୍ତ

ନୂଆଦିଲ୍ଲୀ - ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଭାରତରେ ୨ ଗୁଣ ବଢିଯାଇଛି । ଆକ୍ରାନ୍ତଙ୍କ ସଂଖ୍ୟା ୩୪୧ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୬ ହେଲାଣି । ରାଜସ୍ଥାନ ଓ ଓଡିଶାରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । ରବିବାରରେ ଜନତା କର୍ଫ୍ୟୁକୁ ଲୋକମାନେ ସ୍ୱତ୍ତପ୍ରବୃତ ଭାବେ…

କରୋନା ପାଇଁ ହ୍ୱାଟସ୍‌ଆପ୍‌ ନମ୍ବର ଲଞ୍ଚ୍‌ କଲେ ସରକାର -9013151515

ନୂଆଦିଲ୍ଲୀ - କରୋନା ପାଇଁ କେନ୍ଦ୍ର ସରକାର ଏକ ହ୍ୱାଟ୍‌ସ୍‌ଆପ୍‌ ନମ୍ବର ଲଞ୍ଚ କରିଛନ୍ତି । 9013151515 ନମ୍ବର କରୋନା ପାଇଁ ସରାକାରୀ ହ୍ୱାଟସ୍‌ଆପ୍‌ ନମ୍ବର । ଏଥିରେ କେହି ବି କରୋନା ସମ୍ପର୍କୀତ ବିଭିନ୍ନ ତଥ୍ୟ ଜାଣି ପାରିବେ । MyGov Corona Helpdesk ଏହାକୁ ତିଆରି କରାଯାଇଛି । ଏହା…

ଫାଶୀ ପରେ ନିର୍ଭୟା ଦୋଷୀଙ୍କୁ ମୃତ ଘୋଷଣା – ଆଶା ଦେବୀ କହିଲେ ନ୍ୟାୟ ମିଳିଲା

ନୂଆଦିଲ୍ଲୀ ୨୦.୦୩ - ଦୀର୍ଘ ୭ ବର୍ଷର ନ୍ୟାୟିକ ଯୁଦ୍ଧ ପରେ ଶେଷରେ ଫାଶୀ ଖୁଣ୍ଟରେ ଝୁଲିଛନ୍ତି ନିର୍ଭୟା ଦୋଷୀ । ୨୦ ମାର୍ଚ୍ଚ ସକାଳ ୫ଟା ୩୦ରେ ଏମାନଙ୍କୁ ତିହାର ଜେଲ୍‌ରେ ଥିବା ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଛି । ଶେଷରେ ନିର୍ଭୟାଙ୍କୁ ନ୍ୟାୟ ମିଳିଛି । ୪ ଜଣ ଦୋଷୀଙ୍କ ଫାଶୀ ଦଣ୍ଡକୁ…