ରେଳବାଇ ଟ୍ରେନ୍ରେ ଥିବା ଜେନେରାଲ ବଗିଗୁଡ଼ିକୁ ଆଇସୋଲେସନ ୱାର୍ଡରେ ରୂପାନ୍ତରିତ କରୁଛି
ନୂଆଦିଲ୍ଲୀ – ମହାମାରୀ କରୋନାକୁ ମୁକାବିଲା କରିବା ନିମନ୍ତେ ଭାରତ ସରକାରଙ୍କୁ ସହାୟତାର ହାତ ବଢ଼ାଇଛି ଭାରତୀୟ ରେଳବାଇ । ରେଳବାଇ ଟ୍ରେନ୍ରେ ଥିବା ଜେନେରାଲ ବଗିଗୁଡ଼ିକୁ ଆଇସୋଲେସନ ୱାର୍ଡରେ ରୂପାନ୍ତରିତ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି । ଏହି ଆଇସୋଲେସନ ବଗି ଗୁଡ଼ିକରେ କରୋନା ସଂକ୍ରମିତ ଥିବା ବ୍ୟକ୍ତିମାନଙ୍କୁ କ୍ୱାରେଣ୍ଟାଇନ୍ରେ ରଖାଯିବ ଏହା ସହ
ଏହି ବଗି ଗୁଡ଼ିକରେ ଆବଶ୍ୟକ ଥିବା ସମସ୍ତ ଔଷଧ ଓ ଖାଦ୍ୟ ପାନୀୟର ମଧ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଛି ।