Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ-ବିଦେଶ
ଟିକା ପାଇବାକୁ ଆମକୁ ଆଉ ବେଶି ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
କରୋନା ଟୀକା ପରୀକ୍ଷା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଟୀକା ପାଇବାକୁ ଆମକୁ ଆଉ ବେଶି ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଥରେ ଟୀକା ପ୍ରସ୍ତୁତ ହୋଇଯିବା ପରେ ଏହାକୁ ଲୋକମାନଙ୍କୁ ଦିଆଯିବା ଆରମ୍ଭ ହୋଇଯିବ । ଟୀକା ଦିଆଯିବା ସମୟରେ…
ପ୍ରିମିୟମ ଗ୍ରେଡ ପେଟ୍ରୋଲ ‘ଅକ୍ଟେନ-୧୦୦’ର ନୂଆଦିଲ୍ଲୀଠାରେ ଶୁଭାରମ୍ଭ
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଇଣ୍ଡିଆନ ଅଏଲ ଦ୍ୱାରା ବିକଶିତ ଦେଶର ପ୍ରଥମ ବିଶ୍ୱସ୍ତରୀୟ ପ୍ରିମିୟମ ଗ୍ରେଡ ପେଟ୍ରୋଲ ‘ଅକ୍ଟେନ-୧୦୦’ର ନୂଆଦିଲ୍ଲୀଠାରେ ଶୁଭାରମ୍ଭ କରିଛନ୍ତି ।
ଏହି ହାଇଗ୍ରେଡ ଯୁକ୍ତ ତୈଳ ଇନ୍ଧନକୁ ଇଣ୍ଡିଆନ ଅଏଲ ପକ୍ଷରୁ…
ଆସନ୍ତା ୧୦ତାରିଖରୁ ଶୀତର ପ୍ରକୋପ ବୃଦ୍ଧି ପାଇବ
ରାଜ୍ୟରେ ଆସନ୍ତା ୧୦ତାରିଖରୁ ଶୀତର ପ୍ରକୋପ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ସର୍ବନିମ୍ନ ତାପମାତ୍ରା
୨ରୁ ୩ଡିଗ୍ରୀ ସେଲସିୟସ ତଳକୁ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆସନ୍ତା ୨୪ଘଣ୍ଟା ମଧ୍ୟରେ କଳାହାଣ୍ଡି, କନ୍ଧମାଳ,…
୧୦୦ ଡାଏଲ୍ ବଦଳରେ ଏବେ ହେଲା ୧୧୨-ରାଜ୍ୟରେ ଯୋଗାଇ ଦିଆଯାଉଥିବା ସବୁ ଜରୁରୀ ସହାୟତା ପାଇଁ ଏଣିକି ଗୋଟିଏ ନମ୍ବର ‘୧୧୨’
ରାଜ୍ୟରେ ଯୋଗାଇ ଦିଆଯାଉଥିବା ସବୁ ଜରୁରୀ ସହାୟତା ପାଇଁ ଏଣିକି ଗୋଟିଏ ନମ୍ବର ‘୧୧୨’ ରଖାଯାଇଛି । ଏହାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି ।
ଏଥିସହିତ ୧୧୨ ଜରିଆରେ ସାଧାରଣ ଲୋକଙ୍କୁ ଦକ୍ଷତାର ସହ ତ୍ୱରିତ ସେବା ଯୋଗାଇବା ସକାଶେ ମୁଖ୍ୟମନ୍ତ୍ରୀ ପୁଲିସ୍ ବିଭାଗରେ
୧୦୯୮କୁ ମଧ୍ୟ…
ଆଗାମୀ ୫ ରୁ ୭ ବର୍ଷ ମଧ୍ୟରେ ଦେଶରେ ୧୦ ହଜାର ସି.ଏନ୍.ଜି. ଷ୍ଟେସନ ପ୍ରତିଷ୍ଠା କରାଯିବା ସହ ୫ କୋଟି ପିଏନଜି ସଂଯୋଗ
ଆଗାମୀ ୫ ରୁ ୭ ବର୍ଷ ମଧ୍ୟରେ ଦେଶରେ ୧୦ ହଜାର ସି.ଏନ୍.ଜି. ଷ୍ଟେସନ ପ୍ରତିଷ୍ଠା କରାଯିବା ସହ ୫ କୋଟି ପିଏନଜି ସଂଯୋଗ ପାଇଁ କେନ୍ଦ୍ର ସରକାର ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛନ୍ତି ବୋଲି ଆଜି ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନି୍ସଂ ଜରିଆରେ ମହାରାଷ୍ଟ୍ର ପ୍ରାକୃତିକ ଗ୍ୟାସ…
ଦେଶର ପ୍ରଥମ ପ୍ରିମିୟମ୍ ଗ୍ରେଡ୍ ପେଟ୍ରୋଲ୍ ‘ଅକ୍ଟେନ୍୧୦୦’ର ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଶୁଭାରମ୍ଭ
ଦେଶର ନାଗରିକଙ୍କ ଜୀବନଶୈଳୀକୁ ଅଧିକ ସହଜ କରିବା ଲାଗି କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଗତକାଲି ଇଣ୍ଡିଆନ୍ ଅୟେଲ୍ ଦ୍ୱାରା ଦେଶର ପ୍ରଥମ ପ୍ରିମିୟମ୍ ଗ୍ରେଡ୍ ପେଟ୍ରୋଲ୍…
ରାଜ୍ୟରେ ୩୦ ହଜାର ସ୍ଥାନରେ କରୋନା ଟିକାକରଣ – ରାଜ୍ୟ ସରକାର
ଭୁବନେଶ୍ୱର - ରାଜ୍ୟରେ କରୋନା ଟିକାକରଣ ଯୋଜନା ଚୂଡାନ୍ତ ହୋଇଛି । ରାଜ୍ୟ ସରକାର ଟିକାକରଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ବେଳେ ଟିକାକରଣ ପାଇଁ ୩୦ ହଜାର ସ୍ଥାନ ଚିହ୍ନଟ କରିଛନ୍ତି । କେନ୍ଦ୍ର କ୍ୟାବିନେଟ୍ ସଚିବ ରାଜୀବ ଗୌବାଙ୍କ ସହ କରୋନା ଟୀକା ପ୍ରସ୍ତୁତି ବୈଠକରେ ଏନେଇ ସୂଚନା …
ରାତିରେ ପ୍ରବଳ ଶୀତ- ଆସନ୍ତା ୪ ଦିନ ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ
ରାଜ୍ୟର ସର୍ବନିମ୍ନ ତାପମାତ୍ରା ପ୍ରାୟ ୧ରୁ ଦେଢ଼ ଡିଗ୍ରୀ ହ୍ରାସ ପାଇଥିବା ଜଣାପଡିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୧ଟି ସହରର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିବା ବେଳେ ଦୁଇଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରେକର୍ଡ କରାଯାଇଛି ।
…
ବିଧାନସଭା ଶୀତକାଳୀନ ଅଧିବେଶନ ଶେଷ
ବିଧାନସଭାର ଶୀତକାଳୀନ ଅଧିବେଶନକୁ ବାଚସ୍ପତି ଡକ୍ଟରର ସୂର୍ଯ୍ୟନାରାୟଣ ପାତ୍ର ଅନିର୍ଦ୍ଦିଷ୍ଟ କାଳପାଇଁ ମୁଲତବୀ ଘୋଷଣା କରିଛନ୍ତି । ନିର୍ଦ୍ଧାରିତ ସମୟର ମାସେ ପୂର୍ବରୁ ଗୃହକୁ ଅନିର୍ଦ୍ଦିଷ୍ଟ କାଳପାଇଁ ମୁଲତବୀ ଘୋଷଣା କରାଯାଇଛି । ତେବେ ଆଜି ବିଧାନସଭା ପରୀ ହତ୍ୟା ମାମଲାକୁ ନେଇ ବିରୋଧୀ…
ଲଳିତକଳା ଏକାଡେମୀ ପକ୍ଷରୁ ଦିଆଯାଉଥିବା ସର୍ବୋଚ୍ଚ ସମ୍ମାନ ଧର୍ମପଦ ପୁରସ୍କାର ୫ ବର୍ଷ ପାଇଁ ଘୋଷଣା କରାଯାଇଛି
ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନ ଓଡ଼ିଶା ଲଳିତକଳା ଏକାଡେମୀ ପକ୍ଷରୁ ଦିଆଯାଉଥିବା ସର୍ବୋଚ୍ଚ ସମ୍ମାନ ଧର୍ମପଦ ପୁରସ୍କାର ୫ ବର୍ଷ ପାଇଁ ଘୋଷଣା କରାଯାଇଛି । ୨୦୧୬ରୁ ୨୦୨୦ ପର୍ଯ୍ୟନ୍ତ ୫ ଜଣ ବିଶିଷ୍ଟ ଶିଳ୍ପୀ ଧର୍ମପଦ ପୁରସ୍କାର ପାଇବେ । ସେହିଭଳି ୨୫ ଜଣଙ୍କୁ ଶିଳ୍ପୀ…