Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ-ବିଦେଶ
ଅକ୍ସିଜେନ କନସେଣ୍ଟ୍ରେଟରର ବିକ୍ରି ଉପରେ ସୀମା ନିର୍ଦ୍ଧାରଣ କଲେ ସରକାର -୭୦%ରେ ନିର୍ଦ୍ଧାରଣ ହେଲା ବିକ୍ରି…
କୋଭିଡ ମହାମାରୀ କାରଣରୁ ଦେଖାଦେଇଥିବା ଅଭୂତପୂର୍ବ ପରିସ୍ଥିତି କାରଣରୁ ନିକଟରେ ଅକ୍ସିଜେନ କନସେଣ୍ଟ୍ରେଟରଗୁଡ଼ିକର ସର୍ବାଧିକ ଖୁଚୁରା ମୂଲ୍ୟ (ଏମଆରପି) ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ସରକାର ଅକ୍ସିଜେନ କନସେଣ୍ଟ୍ରେଟରଗୁଡ଼ିକର ମୂଲ୍ୟ ନିୟନ୍ତ୍ରଣ ପାଇଁ ତତ୍ପରତାପୂର୍ବକ…
ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବୀଣ କୁମାର ଜଗନ୍ନାଥଙ୍କୁ ଫୋନ କରି ସାର ଅନିରୁଦ୍ଧ ଜଗନ୍ନାଥଙ୍କ ପ୍ରତି ନିଜର ସମବେଦନା…
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫୋନ ଯୋଗେ ମରିସସ ପ୍ରଧାନମନ୍ତ୍ରୀ ମହାମହିମ ପ୍ରବୀଣ କୁମାର ଜଗନ୍ନାଥଙ୍କୁ ତାଙ୍କ ପିତା ସାର ଅନିରୁଦ୍ଧ ଜଗନ୍ନାଥଙ୍କ ବିୟୋଗ ନେଇ ନିଜର ସମବେଦନା ଜଣାଇଛନ୍ତି ।
ମରିସସରେ ସାର ଅନିରୁଦ୍ଧଙ୍କ ଦୀର୍ଘ ସାଧାରଣ ଜୀବନକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ,…
ଶିକ୍ଷକ ଯୋଗ୍ୟତା ପରୀକ୍ଷା ପ୍ରମାଣପତ୍ରର ବୈଧତା ୭ବର୍ଷରୁ ଆଜୀବନ ପର୍ଯ୍ୟନ୍ତ ବୃଦ୍ଧି : ଶ୍ରୀ ରମେଶ ପୋଖରିୟାଲ ନିଶଙ୍କ
ନୂଆଦିଲ୍ଲୀ - କେନ୍ଦ୍ର ସରକାର ଶିକ୍ଷକ ଯୋଗ୍ୟତା ପରୀକ୍ଷା ପ୍ରମାଣପତ୍ରର ବୈଧତାକୁ ୭ ବର୍ଷରୁ ଆଜୀବନ ପର୍ୟ୍ୟନ୍ତ ବୃଦ୍ଧି କରିଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ନିଶଙ୍କ ଘୋଷଣା କରିଛନ୍ତି । ସରକାରଙ୍କ ଏହି…
ଅତ୍ୟନ୍ତ ଅସୁରକ୍ଷିତ ତଥା ଆର୍ଥିକ ଦୁର୍ବଳ ଶ୍ରେଣୀ ଲୋକଙ୍କୁ ଏନଏଫଏସଏ ରାସନ କାର୍ଡ ଜାରି ନିମନ୍ତେ ସ୍ୱତନ୍ତ୍ର ଅଭିଯାନ…
ନୂଆଦିଲ୍ଲୀ - ସମ୍ପ୍ରତି କୋଭିଡ-୧୯ ମହାମାରୀ ପରିସ୍ଥିତିରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଜନସଂଖ୍ୟାର ଅତ୍ୟନ୍ତ ଅସୁରକ୍ଷିତ ତଥା ଆର୍ଥିକ ଦୁର୍ବଳ ଶ୍ରେଣୀ ମଧ୍ୟରୁ ସମସ୍ତ ଯୋଗ୍ୟ ମନୋନୀତ ଲୋକଙ୍କ ସାମିଲକୁ ସୁନିଶ୍ଚିତ କରିବା ଜରୁରି ହୋଇପଡ଼ିଛି ।
ଖାଦ୍ୟ ଓ ସାଧାରଣ…
ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିବା ଆମର ଯୁବତାରକାଙ୍କ ସହିତ ୧୩୫ କୋଟି ଭାରତୀୟଙ୍କ ଶୁଭକାମନା ରହିବ : ପ୍ରଧାନମନ୍ତ୍ରୀ
● କ୍ରୀଡ଼ା ଆମ ଜାତୀୟ ଚରିତ୍ରର କେନ୍ଦ୍ରରେ ରହିଛି ଏବଂ ଆମର ଯୁବପିଢ଼ି ଏକ ଦୃଢ଼ ଓ ଉଜ୍ଜ୍ବଳ କ୍ରୀଡ଼ା ସଂସ୍କୃତି ବିକଶିତ କରୁଛନ୍ତି : ପ୍ରଧାନମନ୍ତ୍ରୀ
●
● ଟିକାକରଣ ଠାରୁ ଆରମ୍ଭ କରି ପ୍ରଶିକ୍ଷଣ ସୁବିଧା ପର୍ୟ୍ୟନ୍ତ, ଆମ କ୍ରୀଡ଼ାବିତଙ୍କ ସମସ୍ତ ଆବଶ୍ୟକତା ନିଶ୍ଚିତ ଭାବେ ପୂରଣ…
ସିଏସଆଇଆର ସୋସାଇଟି ବୈଠକରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର - ପୋଷ୍ଟ କରାଯିବା ଦିନାଙ୍କ: ୦୩ ଔଟଘ ୨୦୨୧ ୯:୧୩ଚଗ ଭଚ୍ଚ ଚଓଈ ଈଷଙ୍କଭବଦ୍ଭରଗ୍ଦଷଙ୍ଗବକ୍ସ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୪ ଜୁନ୍ ୨୦୨୧ ସକାଳ ୧୧ ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସିଏସଆଇଆର ବୈଠକରେ ଅଧ୍ୟକ୍ଷତା କରିବେ । ଏହି ଅବସରରେ କେନ୍ଦ୍ର ବିଜ୍ଞାନ ଓ…
ଆମେରିକା ଉପ-ରାଷ୍ଟ୍ରପତି କମଳା ହାରିସଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ - ଆମେରିକାର ଉପ-ରାଷ୍ଟ୍ରପତି ମହାମହିମ କମଳା ହାରିସଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଫୋନ ଯୋଗେ କଥା ହୋଇଛନ୍ତି ।
ଭାରତ ସମେତ ଅନ୍ୟାନ୍ୟ ଦେଶକୁ କୋଭିଡ-19 ବିରୋଧରେ ଟିକା ଉପଲବ୍ଧ କରାଇବା ପାଇଁ “ଷ୍ଟ୍ରାଟେଜୀ ଫର୍ ଗ୍ଲୋବାଲ ଭ୍ୟାକ୍ସିନ ସେୟାର”…
ନୀତି ଆୟୋଗ ପକ୍ଷରୁ ଏସ୍ଡିଜି ଇଣ୍ଡିଆ ଇଣ୍ଡେକ୍ସ ଓ ଡାଶ୍ବୋର୍ଡ ୨୦୨୦-୨୧ ପ୍ରକାଶିତ
ଭୁବନେଶ୍ୱର - ଏସ୍ଡିଜି ଇଣ୍ଡିଆ ଇଣ୍ଡେକ୍ସ ଓ ଡାଶ୍ବୋର୍ଡ ୨୦୨୦-୨୧ର ତୃତୀୟ ସଂସ୍କରଣ ନୀତି ଆୟୋଗ ଦ୍ୱାରା ପ୍ରକାଶିତ ହୋଇଛି । ୨୦୧୮ରେ ଏହାର ପ୍ରଥମ ସଂସ୍କରଣ ପ୍ରକାଶ ପାଇଥିଲା ଏବଂ ଏହା ମାଧ୍ୟମରେ ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍ଡିଜି )ହାସଲ କରିବାରେ ରାଜ୍ୟ ସମୂହଙ୍କ…
ଦୀର୍ଘସ୍ଥାୟୀ ସହରୀ ବିକାଶ କ୍ଷେତ୍ରରେ ଭାରତ ଓ ଜାପାନ ମଧ୍ୟରେ ସହଯୋଗ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଦୀର୍ଘସ୍ଥାୟୀ ସହରୀ ବିକାଶ ନିମନ୍ତେ ଭାରତ ସରକାରଙ୍କ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଏବଂ ଜାପାନର ମିନିଷ୍ଟ୍ରି ଅଫ ଲ୍ୟାଣ୍ଡ, ଇନଫ୍ରାଷ୍ଟ୍ରକ୍ଚର, ଟ୍ରାନ୍ସପୋର୍ଟ ଆଣ୍ଡ ଟୁରିଜିମ ମନ୍ତ୍ରଣାଳୟ ମଧ୍ୟରେ…
ଭାରତରେ ହ୍ରାସ ପାଉଛି କରୋନା ସଂକ୍ରମଣ ଲଗାତାର ୬ ଦିନ ସଂକ୍ରମଣ ୨ ଲକ୍ଷ ତଳେ
ଭାରତରେ ହ୍ରାସ ପାଉଛି କରୋନା ସଂକ୍ରମଣ ଲଗାତାର ୬ ଦିନ ସଂକ୍ରମଣ ୨ ଲକ୍ଷ ତଳେ
ଭାରତରେ ଆଜି ଦୈନିକ ନୂଆ ସଂକ୍ରମଣ ୧.୩୨ଲକ୍ଷ, ନୂଆ ସଂକ୍ରମଣ ହ୍ରାସ ଧାରା ଜାରି ରହିଛି
ଭାରତରେ ସକ୍ରିୟ କରୋନା ମାମଲା ପୁଣି ୨୦ ଲକ୍ଷ ତଳେ ଏବଂ ଆଜି ରହିଛି ୧୭,୯୩,୬୪୫
ଗତ ୨୪ ଘଣ୍ଟାରେ ସକ୍ରିୟ କରୋନା…