ସିଏସଆଇଆର ସୋସାଇଟି ବୈଠକରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର – ପୋଷ୍ଟ କରାଯିବା ଦିନାଙ୍କ: ୦୩ ଔଟଘ ୨୦୨୧ ୯:୧୩ଚଗ ଭଚ୍ଚ ଚଓଈ ଈଷଙ୍କଭବଦ୍ଭରଗ୍ଦଷଙ୍ଗବକ୍ସ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୪ ଜୁନ୍ ୨୦୨୧ ସକାଳ ୧୧ ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସିଏସଆଇଆର ବୈଠକରେ ଅଧ୍ୟକ୍ଷତା କରିବେ । ଏହି ଅବସରରେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ ।
ଏହି ସୋସାଇଟି ବିଜ୍ଞାନ ଏବଂ ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା ବୈଜ୍ଞାନିକ ଏବଂ ଶିଳ୍ପ ଅନୁସନ୍ଧାନ ବିଭାଗର ଏକ ଅଂଶ ବିଶେଷ । ୩୭ଟି ପରୀକ୍ଷାଗାର ଏବଂ ୩୯ଟି ଆଉଟରିଚ ସେଣ୍ଟର ମାଧ୍ୟମରେ ଏହାର କାର୍ୟ୍ୟକଳାପକୁ ସମଗ୍ର ଭାରତରେ କାର୍ୟ୍ୟକାରୀ କରାଯାଉଛି । ପ୍ରତିଷ୍ଠିତ ବୈଜ୍ଞାନିକ, ଶିଳ୍ପପତି ଏବଂ ବିଜ୍ଞାନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ସୋସାଇଟିର ଅଂଶୀଦାର ଭାବେ ପ୍ରତିବର୍ଷ ବୈଠକ କରନ୍ତି ।