Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ-ବିଦେଶ
ସୁବାଷ ସିଂ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା
କଟକ ମେୟର ଭାବେ ନିର୍ବାଚିତ ହୋଇଥିବା ସୁବାଷ ସିଂ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ରାଜ୍ୟସଭା ଅଧ୍ୟକ୍ଷଙ୍କନିକଟକୁ ଇସ୍ତଫାପତ୍ର ପଠାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଶ୍ରୀ ସିଂ ୨୦୨୦ ଏପ୍ରିଲ୍ ମାସରେ ରାଜ୍ୟସଭା ସଦସ୍ୟଭାବେ ନିର୍ବାଚିତହୋଇଥିଲେ ।
ବର୍ଷେ ମଧ୍ୟରେ ୧୦ ଲକ୍ଷ ଯୁବପିଢ଼ିଙ୍କୁ ଜାତୀୟ ଆପ୍ରେଣ୍ଟିସିପ୍ ଫ୍ରେମ୍ୱାର୍କ
ସହ ଯୋଡାଯିବାର ଲକ୍ଷ୍ୟ
ବର୍ଷେ ମଧ୍ୟରେ ୧୦ ଲକ୍ଷ ଯୁବପିଢ଼ିଙ୍କୁ ଜାତୀୟ ଆପ୍ରେଣ୍ଟିସିପ୍ ଫ୍ରେମ୍ୱାର୍କ ସହ ଯୋଡାଯିବାର ଲକ୍ଷ୍ୟ ରଖାଯାଇଛି । ଗତକାଲି ନୂଆଦିଲ୍ଲୀଠାରେ ଏକଦିବସୀୟ ପ୍ରଧାନମନ୍ତ୍ରୀ ଜାତୀୟ ଆପ୍ରେଣ୍ଟିସିପ୍ ମେଳାକୁ ଡିଜିଟାଲ୍ ପ୍ଲାଟଫର୍ମରେ ଉଦ୍ଘାଟନ କରି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ!-->…
୫-tସଚିବ ଭି.କେ.ପାଣ୍ଡିଆନ୍ ଗତକାଲି କଟକ ମା’ ଚଣ୍ଡିମନ୍ଦିର ପରିଦର୍ଶନ
୫-tସଚିବ ଭି.କେ.ପାଣ୍ଡିଆନ୍ ଗତକାଲି କଟକ ମା’ ଚଣ୍ଡିମନ୍ଦିର ପରିଦର୍ଶନ କରିଛନ୍ତି । ଏହି ଅବସରରେ ସେ ମା’ଙ୍କ ଦର୍ଶନ କରିବା ସହିତ ମନ୍ଦିରରବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ସେବାୟତ, ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି । ମନ୍ଦିରରେ ଥିବା!-->…
ହାଓଡ଼ା-ଟିଟିଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସ ସେବାକୁ ବଲାଙ୍ଗିର
ଜିଲ୍ଲାର କାଂଟାବାଞ୍ଜି ପର୍ଯ୍ୟନ୍ତ ସମ୍ପ୍ରସାରିତ
ହାଓଡ଼ା-ଟିଟିଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସ ସେବାକୁ ବଲାଙ୍ଗିର ଜିଲ୍ଲାର କାଂଟାବାଞ୍ଜି ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଛି । ବଲାଙ୍ଗିରର ସାଂସଦସଂଗୀତା ସିଂଦେଓ କଂଟାବାଂଜୀଠାରେ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ କଂଟାବାଂଜୀ ବିଧାୟକ ସନ୍ତୋଷ ସିଂହସାଲୁଜା!-->…
ଆମପୃଥିବୀ, ଆମ ସ୍ୱାସ୍ଥ୍ୟ – ଆମ ପୃଥିବୀ ସହିତ ଆମ ସ୍ୱାସ୍ଥ୍ୟର ଗଭୀର ସମ୍ବନ୍ଧ ରହିଛି
ବିଶ୍ୱ ସ୍ୱାସ୍ଥ୍ୟ ଦିବସ । ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଆମ ପୃଥିବୀ, ଆମ ସ୍ୱାସ୍ଥ୍ୟ । ଆମ ପୃଥିବୀ ସହିତ ଆମ ସ୍ୱାସ୍ଥ୍ୟର ଗଭୀର ସମ୍ବନ୍ଧ ରହିଛି । ଜଳବାୟୁ ପରିବର୍ତ୍ତନ, ପରିବେଶ, ତାପମାତ୍ରା, ପ୍ରଦୂଷଣ, ଯୁଦ୍ଧ ବିଭୀଷିକା, ଖାଦ୍ୟ, ଜଳ, ଅମ୍ଳଜାନ ଆଦି ଅନେକଗୁଡ଼ିଏ!-->…
ଭାରତରେ ନୋକିଆ ସି୦୧ ପ୍ଲସ୍ ୨ତ୍କ୩୨ ଜିବି ଭାରିଆଂଟ୍ ର ଉନ୍ମୋଚନ
ଭୁବନେଶ୍ୱର: ନୋକିଆ ବ୍ରାଣ୍ଡ୍ର ଫୋନ୍ ବିକ୍ରି କରୁଥିବା ସଂସ୍ଥା ଏଚ୍ଏମ୍ଡି ଗ୍ଲୋବାଲ୍ ପକ୍ଷରୁ ନୋକିଆ ସି୦୧ ପ୍ଲସ୍କୁ ଭାରତରେ ଉନ୍ମୋଚନ କରାଯାଇଛି ଯେଉଁଥିରେ ରହିଛି ୩୨ ଜିବି ଷ୍ଟୋରେଜ୍ । ନୋକିଆର ସବୁଠୁ ଲୋକପ୍ରିୟ ଓ ସୁଲଭ ସି-ସିରିଜ୍ ଫୋନ୍ରେ ଏହା ହେଉଛି ଏକ ଆକର୍ଷଣୀୟ ଯୋଗଦାନ!-->…
୭୩ ପ୍ରାର୍ଥୀ ନିଦ୍ୱନ୍ଦ୍ୱର୍ରେ ନିର୍ବାଚିତ – ଶନିବାରରେ ହେବ ଭୋଟ ଗଣତି
ରାଜ୍ୟରେ ଗତକାଲି ଶେଷ ହୋଇଥିବା ୩ଟି ମହାନଗର ନିଗମ ସମେତ ୪୭ଟି ପୌରପାଳିକା ଏବଂ ଅଣଷଠିଟି ବିଜ୍ଞପିତ ଅଞ୍ଚଳ ପରିଷଦ ପାଇଁ ମତଦାନର ଆସନ୍ତାକାଲି ଭୋଟ୍ ଗଣତି ହେବ । ଏହା ଗଣତି ପ୍ରକିୟା ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ ବୋଲି ରାଜ୍ୟ ନିର୍ବାଚନ କମିଶନର୍ସୂଚନା ଦେଇଛନ୍ତି ।!-->…
ଏସ୍ସିବି ମେଡ଼ିକାଲ କଲେଜକୁ ଏମ୍ସ ପ୍ଲସ୍ ପରିଣତ କରିବା ନିମନ୍ତେ ଦ୍ୱିତୀୟ ବୈଠକ ଅନୁଷ୍ଠିତ
ଏସ୍ସିବି ମେଡ଼ିକାଲ କଲେଜକୁ ଏମ୍ସ ପ୍ଲସ୍ରେ ପରିଣତ କରିବା ନିମନ୍ତେ ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରୀୟ ରାଜସ୍ୱ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ସିଡିଏ ଅଧ୍ୟକ୍ଷ ଅନୀଲ କୁମାର ସାମଲ ଅଧ୍ୟକ୍ଷତା କରି ବଡ଼ଡାକ୍ତରଖାନାର ଉନ୍ନତିକରଣସଂପର୍କରେ!-->…
ଗ୍ରୀଷ୍ମପ୍ରବାହ ଆସନ୍ତା ୩ ଦିନ – ଅନୁଗୁଳ, ଝାରସୁଗୁଡ଼ା, ସୋନପୁର, ସମ୍ବଲପୁର, ବୌଦ୍ଧ, ବଲାଙ୍ଗିର ଏବଂ ନୟାଗଡ଼…
।
ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଧୀରେ ଧୀରେ ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ୭ଟି ଜିଲ୍ଲା- ଅନୁଗୁଳ, ଝାରସୁଗୁଡ଼ା, ସୋନପୁର, ସମ୍ବଲପୁର, ବୌଦ୍ଧ,ବଲାଙ୍ଗିର ଏବଂ ନୟାଗଡ଼ ଆଦି ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଗ୍ରୀଷ୍ମପ୍ରବାହ ଆସନ୍ତା ୩!-->!-->!-->…
ଦେଶରେ ୧୨ରୁ ୧୪ ବର୍ଷ ବର୍ଗର ପିଲାମାନଙ୍କୁ କରୋନା
ପ୍ରତିଷେଧକ ଟିକା ଦିଆଯିବ
ଦେଶରେ ୧୨ରୁ ୧୪ ବର୍ଷ ବର୍ଗର ପିଲାମାନଙ୍କୁ କରୋନା ପ୍ରତିଷେଧକ ଟିକା ଦିଆଯିବ । ଆସନ୍ତା ୧୬ ତାରିଖରୁ ଏହି ପ୍ରକ୍ରିୟା ଆରମ୍ଭହେବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍ ମାଣ୍ଡବୀୟ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଏହି ପର୍ଯ୍ୟାୟରେ ୧୨ରୁ ୧୩ ଏବଂ ୧୩ରୁ ୧୪ ବର୍ଷ ବୟସବର୍ଗର!-->…