Browsing Category

ଲାଇଫଷ୍ଟାଇଲ

ଅଦାର ଉପକାରିତା

ଭାରତୀୟଙ୍କ ରୋଷେଇ ଘରେ ଅଦା ଏକ ପ୍ରମୁଖ ଦ୍ରବ୍ୟ। ବିନା ଅଦାରେ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରିବା ଚିନ୍ତା କରାଯାଇ ନ ପାରେ। କେବଳ ରୋଷେଇ ଲାଗି ଅଦା ବ୍ୟବହାର ହୋଇ ନ ଥାଏ। ଔଷଧୀୟ ଗୁଣ ଲାଗି ବହୁଳ ଭାବେ ବ୍ୟବହାର କରାଯାଇଥାଏ। ଏଥିରେ ଥିବା ମିଟାମିନ୍ ‘ସି’ ଓ ‘ବି-୬’ ପୁରୁଣା ଘା’, ପୋଡା…

ଭଲ ନିଦ ପାଇଁ ଆପଣାନ୍ତୁ ଏହି ଉପାୟ

ଭୁବନେଶ୍ୱର: ଆଡମ୍ୱରପୂର୍ଣ୍ଣ ଜୀବନଶୈଳୀ ମଣିଷ ଶରୀରକୁ ଦିନକୁ ଦିନ ରୋଗାକ୍ରାନ୍ତ କରି ପକାଉଛି। ଦୈନନ୍ଦିନ ଜୀବନରେ ଆମେ ଗ୍ରହଣ କରୁଥିବା ଖାଦ୍ୟପ୍ରେୟ ହେଉ କି ଚାପଗ୍ରସ୍ତ ହୋଇ କାର୍ଯ୍ୟ କରିବା ଯୋଗୁଁ ମାନସିକ ଭାବେ ଆମେ ଦୁର୍ବଳ ହେବାରେ ଲାଗୁଛି। ଫଳରେ ଆମେ ଅନିଦ୍ରା ସମସ୍ୟାର ଶିକାର…

ମୋବାଇଲ୍ ଫୋନ୍ ପିଲାଙ୍କ ଖରାପ ସ୍ୱାସ୍ଥ୍ୟର କାରଣ

ଦିନକୁ ଦିନ ବଢି ଚାଲିଛି ମୋବାଇଲ୍ ଫୋନ୍ ବ୍ୟବହାର। ଛୋଟଠାରୁ ବଡ଼ ସମସ୍ତେ ଏହାକୁ ବ୍ୟବହାର କରୁଛନ୍ତି। ହେଲେ ଅଧିକ ସମୟ ମୋବାଇଲ ବ୍ୟବହାର କରିବା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ବୋଲି ଜଣାପଡିଛି। ବିଶେଷକରି ପିଲାମାନଙ୍କ ଉପରେ ଏହାର ପ୍ରଭାବ ଅଧିକ ପଡିଥାଏ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି।…

ଡିପ୍ରେସନରୁ ମୁକ୍ତି ପାଇଁ ଖାଆନ୍ତୁ ଏହି ଖାଦ୍ୟ

ଆମ ସମସ୍ତଙ୍କ ଜୀବନରେ କିଛି ନା କିଛି ସମସ୍ୟା ଆସେ। ବେଳେ ବେଳେ ସମସ୍ୟାରୁ ବାହାରିବା ଆମ ପାଇଁ ମୁସ୍କିଲ ହୋଇଯାଏ। ଫଳରେ ଆମକୁ ଚିନ୍ତା ମାଡ଼ିବସେ। ଡାକ୍ତରୀ ଭାଷାରେ ଆମେ ଡିପ୍ରେସନର ଶିକାର ହେଉ। ଏଥିରୁ ମୁକ୍ତି ପାଇବା ପାଇଁ ଆମେ ଡାକ୍ତରଙ୍କ ପରାମର୍ଶ ନେଉ। ତେବେ ଏମିତି କିଛି ଖାଦ୍ୟ ଅଛି…

ଫ୍ରିଜ୍‌ରେ ରଖିବେନି ଏହି ଖାଦ୍ୟ

ପାଉଁରୁଟି: ଏହାକୁ ଫ୍ରିଜ୍‌ରେ ରଖିଲେ ଶୀଘ୍ର ଶୁଖିବା ସହ ଖଟା ହୋଇଯାଏ। ଜରିରେ ଗୁଡ଼ାଇ, ଶୁଷ୍କ-ଶୀତଳ ସ୍ଥାନରେ ରଖନ୍ତୁ। ତରଭୁଜ: କାଟିବା ପୂର୍ବରୁ ଫ୍ରିଜ୍‌ରେ ରଖନ୍ତୁନାହିଁ। କାଟିସାରିବା ପରେ ଜରିରେ ଗୁଡ଼ାଇରଖନ୍ତୁ। କଦଳୀ: ସଂପୂର୍ଣ୍ଣ ପାଚିଥିଲେ ଫ୍ରିଜ୍‌ରେ ରଖିପାରନ୍ତି।…

ଗ୍ରୀନ୍‌ ମଟରର ଫାଇଦା

ଗ୍ରୀନ୍‌ ମଟରରେ ପ୍ରଚୁର ପରିମାଣରେ ପ୍ରୋଟିନ୍‌ ଓ ଫାଇବର ଥାଏ । ଏଥିରେ ଆଇରନ୍‌ ,ଜିଙ୍କ୍‌, ମାଙ୍ଗାନିଜ୍‌, ଓ କପର ଅଛି । ଯାହା ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ । ଏତଦ୍‌ବ୍ୟତୀତ ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ମଧ୍ୟ ମିଳିଥାଏ, ଯାହା ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବାରେ ସହାୟକ…

ସୂର୍ଯ୍ୟଙ୍କ ମନ୍ତ୍ର ଓ ଏହାର ସକରାତ୍ମକ ପ୍ରଭାବ

‘ଓଁ ମିତ୍ରାୟ ନମଃ, ଓଁ ରବାୟେ ନମଃ ଓଁ ସୂର୍ଯ୍ୟାୟ ନମଃ, ଓଁ ଭନାବେ ନମଃ ଓଁ ପୁଂସନେ ନମଃ, ଓଁ ହିରଣାଗର୍ଭାୟ ନମଃ ଓଁ ମରିଚାୟେ ନମଃ, ଓଁ ଆଦିତାୟ ନମଃ ଓଁ ସବିତ୍ରେ ନମଃ, ଓଁ ଅର୍କାୟ ନମଃ ଓଁ ମିତ୍ରାୟ ନମଃ’ ଜ୍ୟୋତିଷ ବିଜ୍ଞାନ ଅନୁସାରେ, ସୂର୍ଯ୍ୟଙ୍କୁ ଆତ୍ମାର ଏକ ଅଂଶ ବୋଲି…