Browsing Category

ମୁଖ୍ୟ ଖବର

ଆଗମୀ ଜୁଲାଇ ୧୫ ସୁଦ୍ଧା ଚନ୍ଦ୍ର ଯାନ-୩ ମିଶନ୍‍ର ଶୁଭାରମ୍ଭ

ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋର ଅଧ୍ୟକ୍ଷ ଏସ୍‍. ସୋମନାଥ କହିଛନ୍ତି, ଆଗମୀ ଜୁଲାଇ ୧୫ ସୁଦ୍ଧା ଚନ୍ଦ୍ର ଯାନ-୩ ମିଶନ୍‍ର ଶୁଭାରମ୍ଭ କରିବାକୁ ଯୋଜନା କରାଯାଉଛି । ଚନ୍ଦ୍ର ପୃଷ୍ଠରେ ରୋଭରକୁ ସ୍ଥାପନ କରିବା ହେଉଛି ଏହି ମିଶନ୍‍ର ମୂଳ ଲକ୍ଷ୍ୟ । ଗତକାଲି ବେଙ୍ଗାଲୁରୁ ଠାରେ

ବାଲେଶ୍ୱର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାର ବିଧିବଦ୍ଧ ତଦନ୍ତ ଆରମ୍ଭ ହୋଇଛି

ଟ୍ରେନ୍‍ ଦୁର୍ଘଟଣା-ତଦନ୍ତ ଆରମ୍ଭ ବାଲେଶ୍ୱର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାର ବିଧିବଦ୍ଧ ତଦନ୍ତ ଆରମ୍ଭ ହୋଇଛି । ଗତକାଲି ରେଳ ସୁରକ୍ଷା ଆୟୁକ୍ତ ଦୁର୍ଘଟଣାସ୍ଥଳକୁ ଯାଇ >ସ୍ଥିତି ପରଖିବା ସହ ବିଭିନ୍ନ ଅଧିକାରୀ ଓ କର୍ମଚାରୀଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରିଛନ୍ତି । ଏଥିସହ

ଜଳିବ ଓଡ଼ିଶା ୪୫ ଡିଗ୍ରୀ ହୋଇପାରେ ତାପମାତ୍ରା-ଲଘୁଚାପ ଯୋଗୁଁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବିଳମ୍ବ

ଆରବ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାର ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ ବିଳମ୍ବରେ ପହଞ୍ଚିବା ଆଶା କରାଯାଉଛି । ଏପର୍ଯ୍ୟନ୍ତ ମୌସୁମୀବାୟୁ କେରଳରେ ପହଞ୍ଚି ନଥିବାରୁ ଓଡ଼ିଶା ଆସିବା ପାଇଁ ଏହା ଆହୁରି ବିଳମ୍ବିତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ରାଜ୍ୟରେ

ଏନ୍‌ଆଇଆର୍‌ଏଫ୍‌ ରାଙ୍କିଂରେ ଓଡ଼ିଶାର ଏହି ସବୁ ଶିକ୍ଷାନୁଷ୍ଠାନ

ଦେଶରେ ଉଚ୍ଚଶିକ୍ଷା କ୍ଷେତ୍ରରେ ବିଭିନ୍ନ ବିଶ୍ୱବିଦ୍ୟାଳୟର ର‌୍ୟାଙ୍କିଙ୍ଗ୍‍ତାଲିକା ପ୍ରକାଶ ପାଇଛି । କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁପ୍ରକାଶିତ ୧୦୦ଟି ବିଶ୍ୱବିଦ୍ୟାଳୟ ତାଲିକାରେ ରାଜ୍ୟର ୪ଟି ବିଶ୍ୱବିଦ୍ୟାଳୟସ୍ଥାନ ପାଇଛି । ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ

ଦଶମ ଶ୍ରେଣୀ ପାଠ୍ୟକ୍ରମରେ ପରିବର୍ତ୍ତନ

ଏନ୍‍.ସି.ଇ.ଆର୍‍.ଟି.ର ଦଶମ ଶ୍ରେଣୀ ପାଠ୍ୟକ୍ରମରେ ପରିବର୍ତ୍ତନକରାଯାଇଛି । ସି.ବି.ଏସ୍‍.ଇ. ଦଶମ ଶ୍ରେଣୀ ବହିରୁ ଛାତ୍ରଛାତ୍ରୀମାନଙ୍କ ପାଇଁପିରିୟଡିକ୍‍ ଟେବୁଲ, ଗଣତନ୍ତ୍ର ଏବଂ ଶକ୍ତିର ଉତ୍ସ ବିଷୟଗୁଡ଼ିକ ହଟାଇଦିଆଯାଇଛି । ଛାତ୍ରଛାତ୍ରୀଙ୍କ ଉପରେ ଭାର କମାଇବାପାଇଁ ଏହି

ଗ୍ୟାସ୍‍ ସିଲିଣ୍ଡରର ମୂଲ୍ୟ ୮୩ ଟଙ୍କା ୫୦ ପଇସା ହ୍ରାସ

ଦେଶରେ ୧୯ କିଲୋଗ୍ରାମ ବ୍ୟାବସାୟିକ ଏଲ୍‍ପିଜି ଗ୍ୟାସ୍‍ ସିଲିଣ୍ଡରରମୂଲ୍ୟ ୮୩ ଟଙ୍କା ୫୦ ପଇସା ହ୍ରାସ ପାଇଛି । ଦିଲ୍ଲୀରେ ବର୍ତ୍ତମାନ ୧୯କିଲୋଗ୍ରାମ ବ୍ୟାବସାୟିକ ଏଲ୍‍.ପି.ଜି ଗ୍ୟାସ୍‍ ସିଲିଣ୍ଡରର ମୂଲ୍ୟ ୧୭ଶହ ୭୩ଟଙ୍କା ଥିବାବେଳେ କୋଲକାତାରେ ୧୮୭୫, ମୁମ୍ବାଇରେ ୧୭୨୫ ଓଚେନ୍ନାଇରେ ୧୯୩୭

ନିଶା କାରବାରରେ ଲିପ୍ତ ଅପରାଧୀମାନଙ୍କୁ ୬ ମାସ ପାଇଁ ଭୁବନେଶ୍ୱର ଛାଡ଼ିବାକୁ କମିଶନରେଟ୍‍ ପକ୍ଷରୁ ନିର୍ଦ୍ଦେଶନାମା

ରାଜଧାନୀ ଭୁବନେଶ୍ୱରରେ ନିଶା କାରବାର ଓ ନିଶା ବେପାରୀଙ୍କବିରୋଧରେ କମିଶନରେଟ୍‍ ପୁଲିସ୍‍ ଶୂନ୍ୟ ସହନଶୀଳତା ନୀତି ଆପଣେଇଛି ।ପୁଣି ଥରେ ଅପରେସନ୍‍ ହ୍ୱାଇଟ୍‍ ସ୍ପାଇଡର୍‍କୁ ପୁଲିସ୍‍ ପକ୍ଷରୁ ଜୋର୍‍ଦାରକରାଯାଇଛି । ଏଣିକି ରାଜଧାନୀରେ ନିଶା କାରବାରରେ ଲିପ୍ତ ଥିବାଅପରାଧୀମାନଙ୍କୁ ୬ ମାସ

ଶସ୍ୟ ଭଣ୍ଡାରଣ କ୍ଷମତା ବୃଦ୍ଧି କରିବା ଲାଗି ଏକ ଲକ୍ଷ କୋଟି ଟଙ୍କାର ଏକ ଯୋଜନାକୁ ଅନୁମୋଦନ

ସମବାୟ କ୍ଷେତ୍ରରେ ଶସ୍ୟ ଭଣ୍ଡାରଣ କ୍ଷମତା ବୃଦ୍ଧି କରିବା ଲାଗି କେନ୍ଦ୍ର କ୍ୟାବିନେଟ୍‍ ଏକ ଲକ୍ଷ କୋଟି ଟଙ୍କାର ଏକ ଯୋଜନାକୁ ଅନୁମୋଦନକରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ କ୍ୟାବିନେଟ୍‍ ବୈଠକ ପରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ

ଡୁଙ୍ଗୁରିପାଲୀ ଷ୍ଟେସନରେ ଅଟକିବ ଇସ୍ପାତ ଏକ୍ସପ୍ରେସ ଓ ପୁରୀ-ଦୁର୍ଗ ଏକ୍ସପ୍ରେସ ଟ୍ରେନ୍‍

ଇସ୍ପାତ ଏକ୍ସପ୍ରେସ ଓ ପୁରୀ-ଦୁର୍ଗ ଏକ୍ସପ୍ରେସ ଟ୍ରେନ୍‍ ଆସନ୍ତାକାଲିଠାରୁସୁବର୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲୀ ଷ୍ଟେସନରେ ଅଟକିବ ବୋଲି ସୂଚନାମିଳିଛି । ପୂର୍ବରୁ ଏହି ଦାବୀ ନେଇ ବଲାଙ୍ଗୀର ସାଂସଦ ସଂଗୀତା ସିଂହଦେଓକେନ୍ଦ୍ର ସରକାରଙ୍କୁ ଜଣାଇଥିଲେ । ଏହି ଦାବି ପୂରଣ ହୋଇଥିବାରୁ

ରାଜ୍ୟରେ ବିଜୁଳି କାଟ୍‍ ହେଉନାହିଁ ବରଂ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ସମସ୍ୟା – ବିଭାଗୀୟ ମନ୍ତ୍ରୀ ପ୍ରତାପ…

ରାଜ୍ୟରେ ବିଦ୍ୟୁତ୍‍କାଟ୍‍କୁ ନେଇ ବିଭାଗୀୟ ମନ୍ତ୍ରୀ ପ୍ରତାପ କେଶରୀଦେବ କହିଛନ୍ତି, ରାଜ୍ୟରେ ବିଜୁଳି କାଟ୍‍ ହେଉନାହିଁ ବରଂ ଯାନ୍ତ୍ରିକ ତ୍ରୁଟିଯୋଗୁଁ ଏହି ସମସ୍ୟା ଉପୁଜୁଛି । ସେ କହିଛନ୍ତି, କାଳବୈଶାଖୀର ପ୍ରଭାବରେଓଭରଲୋଡିଂ ଏବଂ କେତେକ ସ୍ଥାନରେ ଟ୍ରାନ୍ସଫର୍ମର ପୋଡ଼ି ଯାଇଥିବା