Browsing Category

ମୁଖ୍ୟ ଖବର

ସିଟ୍ରୋନ ପକ୍ଷରୁ ନେଟୱର୍କ ଏକ୍ସପାନଶନ ପ୍ରୋଗ୍ରାମ ଉନ୍ମୋଚନ

ଭୁବନେଶ୍ୱର: ଅଗ୍ରଣୀ ଫ୍ରେଂଚ୍ ଅଟୋମେକର୍ ସିଟ୍ରୋନ୍ ୨୦୨୪ ଶେଷ ସୁଦ୍ଧା ୨୦୦ ସେଲ୍‌ସ ଓ ସର୍ଭିସ୍ ଟଚ୍‌ପଏଂଟ୍ ସ୍ଥାପନ କରିବା ପାଇଁ ଲକ୍ଷ୍ୟ ରଖିଥିବା ଏହାର ନେଟ୍‌ୱର୍କ ଏକ୍ସପାନ୍‌ଶନ ପ୍ରୋଗ୍ରାମର ଉନ୍ମୋଚନ କରିଛି । ଏହି ପରିବର୍ତନଶୀଳ ଅଭିଯାନ ଦେଶବ୍ୟାପୀ ଗ୍ରାହକଙ୍କ ପାଇଁ ଅତୁଳନୀୟ

୧୪ ବର୍ଷିୟ ବାଳକଙ୍କୁ ନୂଆ ଜୀବନ ଦେଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ମୟୂରଭଞ୍ଜ: ଜଣେ ଥାଲାସେମିଆ ରୋଗୀଙ୍କୁ ନୂଆ ଜୀବନ ଦେଇଛନ୍ତି ୧୦୮ ଆମ୍ବୁଲାନ୍ସର ଦୁଇଜଣ କର୍ମଚାରୀ । ଘଟଣାନୁଯାୟୀ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଅନ୍ତର୍ଗତ ନାହାଡ଼ସୋଲି ଅଂଚଳର ଦେବରାଜ ମହାନ୍ତ(୧୪ବର୍ଷ) ନାମକ ଜଣେ ବାଳକ ଥାଲାସେମିଆ ରୋଗରେ ପୀଡ଼ିତ ହୋଇ ବାରିପଦା ଡାକ୍ତରଖାନାରେ

ଗରିବଙ୍କ ଜୀବନକୁ ଖୁସିରେ ଭରି ଦେଇଛି ପ୍ରଧାନମନ୍ତ୍ରୀ ସ୍ବନିଧି : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗରିବରୁ ଗରିବ ଲୋକଙ୍କ ଜୀବନରେ ପିଏମ ସ୍ୱନିଧି ଯୋଜନାର ପ୍ରଭାବ ଉପରେ ଆଲୋକପାତ କରିଛନ୍ତି । ଆଜି ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ହିତାଧିକାରୀଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ମହିଳା। ପ୍ରଧାନମନ୍ତ୍ରୀ ଟ୍ବିଟରରେ

 ଭୁବନେଶ୍ୱରରେ ଆସୋଚାମ୍ ପକ୍ଷରୁ ଓଡିଶା ମାନୁଫ୍ୟାକ୍‌ଚରିଂ କନ୍‌କ୍ଲେଭ ୨୦୨୪ ଆୟୋଜିତ

ବ୍ୟବସାୟ କରିବାର ସହଜତା ଓ ସୁଗମତା ଦୃଷ୍ଟିରୁ ଓଡିଶା ଅନ୍ୟତମ ସର୍ବୋତମ ରାଜ୍ୟ: ଇପିକଲ ଏମ୍‌ଡି ଆନ୍ତର୍ଜାତୀୟ ସଂସ୍ଥାଗୁଡିକୁ ଆକର୍ଷିତ କରୁଛି ଓଡିଶା । ମାନୁଫ୍ୟାକ୍‌ଚରିଂ ଜିଭିଏ ଆସନ୍ତା ୫ ବର୍ଷରେ ୪୦ ବିଲିୟନ ଡଲାରରେ ପହଂଚିବା ପାଇଁ ପ୍ରସ୍ତୁତ ରହିଛି । ଓଡିଶା ସମଗ୍ର

ଅଲ୍ଟିମେଟ ଖୋ ଖୋ ସିଜନ-୨, ଡିଫେଣ୍ଡିଂ ଚାମ୍ପିଅନ ଓଡିଶା ଜଗରନଟ୍ସକୁ ହରାଇ ଫାଇନାଲରେ ଗୁଜରାଟ ଜିଆଂଟ୍ସ

କଟକ,୧୧ ଜାନୁଆରୀ ୨୦୨୪: ଆଜି କଟକର ଜୱାହାରଲାଲ ନେହେରୁ ଷ୍ଟାଡିୟମରେ ଖେଳାଯାଇଥିବା ଅଲ୍ଟିମେଟ୍ ଖୋ ଖୋ ସିଜନ ୨ର ପ୍ରଥମ ସେମି ଫାଇନାଲ ମ୍ୟାଚରେ ଗୁଜରାଟ ଜିଆଂଟ୍ସ, ଡିଫେଣ୍ଡିଙ୍ଗ ଚାମ୍ପିଅନ ଓଡିଶା ଜଗରନଟ୍ସକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ଗୁଜରାଟ ଜିଆଂଟ୍ସ ୨୯-୨୭ ପଏଂଟରେ ଓଡିଶାକୁ

ଗୋଟିଏ ଦିନରେ ସ୍ୱିଗିରୁ ୨୦୭ ପିଜା ଅର୍ଡର କରି ଜାତୀୟ ରେକର୍ଡ ସୃଷ୍ଟି କଲା ଭୁବନେଶ୍ୱର

ଭୁବନେଶ୍ୱର: ଭାରତର ଅଗ୍ରଣୀ ଅନ୍‌-ଡିମାଣ୍ଡ ସୁବିଧା ପ୍ଲାଟଫର୍ମ ସ୍ୱିଗି ଏହାର ବାର୍ଷିକ ରିପୋର୍ଟ ‘ହାଓ ଇଣ୍ଡିଆ ସ୍ୱିଗିଡ୍ ୨୦୨୩’ରେ ଭୁବନେଶ୍ୱରର ରୋଷେଇ ଧାରାକୁ ଉନ୍ମୋଚନ କରିଛି । ନିଜର ସମୃଦ୍ଧ ରୋଷେଇ ଐତିହ୍ୟ ପାଇଁ ଜଣାଶୁଣା ଭୁବନେଶ୍ୱରବାସୀ ଉତର ଭାରତୀୟ ଖାଦ୍ୟ ପ୍ରତି ଭଲ ପାଇବା

ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ ‌ଦ୍ୱାରା ୧୯ଦିନରେ ୨୩୦୦ରୁ ଉର୍ଦ୍ଧ୍ୱ ଆଇଡିଆ ସଂଗ୍ରହ 

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ଶନିବାର ଯାତ୍ରାର ୧୯ତମ ଦିବସରେ ୨୩୦୦ରୁ ଉର୍ଦ୍ଧ୍ବ ଆଇଡିଆ ସଂଗ୍ରହ କରିଛି । ଷ୍ଟାର୍ଟଅପ ଭ୍ୟାନ ଗୁଡ଼ିକ ରାଜ୍ୟର ୩ଟି ପ୍ରମୁଖ ଜିଲ୍ଲା କନ୍ଧମାଳ, ରାୟଗଡା ଏବଂ କେନ୍ଦୁଝର ପହଁଂଚି ଷ୍ଟାର୍ଟଅପ୍

ନୋଟାରୀ ରାଜଲକ୍ଷ୍ମୀ ପତିଙ୍କୁ ବେଆଇନ ସତ୍ୟପାଠ ପ୍ରସ୍ତୁତି ମାମଲାରେ ଆଇନବିଭାଗ ପକ୍ଷରୁ ଚେତାବନୀ

କଟକ- ବେଆଇନ ସତ୍ୟପାଠ ପ୍ରସ୍ତୁତି ମାମଲାରେ କଟକର ନୋଟାରୀ ରାଜଲକ୍ଷ୍ମୀ ପତିଙ୍କୁ ଆଇନ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି । ଅନ୍ଦରପୁରରେ ବସ୍ତି ବାସିନ୍ଦାଙ୍କ ପାଇଁ ଉଦିଷ୍ଟ ଆବାସ ଦୁର୍ନୀତିରେ ଜଣେ ପୂର୍ବତନ କର୍ପୋରେଟରଙ୍କ ସ୍ୱାମୀ ରାଜାକରଣ ଗିରଫ ହୋଇଥିଲେ । ଏଥିରେ ବେଆଇନ ସତ୍ୟପାଠ

ଷ୍ଟାର୍ଟଅପ୍ ଓଡିଶାର ଫ୍ଲାଗ୍‌ସିପ୍ ଅଭିଯାନ ଷ୍ଟାର୍ଟଅପ ଯାତ୍ରା ଓ ଷ୍ଟାର୍ଟଅପ ଏକ୍ସପ୍ରେସ ୨୦୨୩ର ଶୁଭାରମ୍ଭ

ଏହା ଉଦ୍ଭାବନକୁ ପ୍ରୋତ୍ସାହିତ କରିବା, ଔଦ୍ୟୋଗିକତାକୁ ବିକଶିତ କରିବା ଏବଂ ଓଡିଶାର ବିଦ୍ୟାଳୟ, କଲେଜ ଛାତ୍ରଛାତ୍ରୀ, ଓ ଉଦ୍ଭାବକମାନଙ୍କଠାରୁ ନୂଆ ବିଚାରଧାରାଗୁଡିକୁ ଏକତ୍ରିତ କରିବାକୁ ଲକ୍ଷ୍ୟ ରଖିଛି । ଓଡିଶା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୦୨୫ ସୁଦ୍ଧା ୫୦୦୦ ଷ୍ଟାର୍ଟଅପ୍

ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ବନକଲାଗି ନୀତି ଗତ ୨୮ ଦିନ
ଧରି ହୋଇପାରି ନାହିଁ

ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ବନକଲାଗି ନୀତି ଗତ ୨୮ ଦିନ ଧରି ହୋଇପାରି ନାହିଁ । ଦତ୍ତ ମହାପାତ୍ର ସେବକ ଏବଂ ଶ୍ରୀମନ୍ଦିରପ୍ରଶାସନ ଅଲଗା ଅଲଗା ଦିନରେ ବନକଲାଗି ନୀତି କରିବା ପାଇଁ ବିଚାର କରୁଥିବା ଯୋଗୁଁ ଏହି ନୀତି ବନ୍ଦ ରହିଛି । ଶ୍ରୀଜୀଉମାନଙ୍କର ନୀତିକୁ ଶୃଙ୍ଖଳିତ କରିବା ଲାଗି