Browsing Category

ମୁଖ୍ୟ ଖବର

ଗୋପାଳପୁର ବେଳାଭୂମି ନିକଟରେ ଜୋନ୍‌ ବାଏ ଦି ପାର୍କର ଶୁଭାରମ୍ଭ ସହ ଓଡ଼ିଶାରେ ପ୍ରବେଶ କରିଛି ଆପିଜେ ସୁରେନ୍ଦ୍ର ପାର୍କ…

ଗୋପାଳପୁର: ଆପିଜେ ସୁରେନ୍ଦ୍ର ପାର୍କ ହୋଟେଲ୍‌ସ ପକ୍ଷରୁ ଗର୍ବର ସହ ପୂର୍ବ ଭାରତର ସବୁଠୁ ସ୍ୱଚ୍ଛ ବେଳାଭୂମି ଓ ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଗୋପାଳପୁରରେ ନୂଆ ହୋଟେଲ୍‌ ଜୋନ୍‌ ବାଏ ଦି ପାର୍କ ଗୋପାଳପୁରର ଶୁଭାରମ୍ଭ କରାଯାଇଛି । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ

ପନି ପରିବା ବଢିବା ପଛରେ ମମତାଙ୍କ ହାତ! ପଶ୍ଚିମବଙ୍ଗରୁ ଆସୁଥିବା ଗେଣ୍ଡୁମାଳ ବି ଏତିକି

ଏବେ ପନି ପରିବା ଦର ହଠାତ୍‌ ଆକାଶ ଛୁଆଁ ହୋଇଛି । କିଛି ଦନ ତଳେ ଟମାଟୋ ୨୦ରୁ ୨୫ ଟଙ୍କା ଥିବା ବେଳେ ଏବେ ୧୦୦ ଟଙ୍କା ପ୍ରତିକିଲୋ ପାର କରିଛି । ବର୍ଷା ଯୋଗୁଁ ଦର ବଢିଥିବା କୁହାଯାଉଛି । ହେଲେ ହଠାତ୍‌ ବର୍ଷା ଯୋଗୁଁ କଣ ସବୁ ଟମାଟୋ ଖରାପହୋଇଗଲା . କେବଳ ଟମାଟୋ ନୁହେଁ ଅଦା କିଲୋ ୩୦୦

ଓଡ଼ିଶାର 2 ଦେଶର 50 ଟି ନୂଆ ମେଡ଼ିକାଲ କଲେଜରେ ୨୦୨୩-୨୪ ଶିକ୍ଷାବର୍ଷରୁ ଏମ୍‍ବିବିଏସ୍‍ ପାଠ୍ୟକ୍ରମ ଆରମ୍ଭ

ଦେଶର ୫୦ଟି ନୂଆ ମେଡ଼ିକାଲ କଲେଜରେ ୨୦୨୩-୨୪ ଶିକ୍ଷାବର୍ଷରୁ ଏମ୍‍ବିବିଏସ୍‍ ପାଠ୍ୟକ୍ରମ ଆରମ୍ଭ ହେବ । ଏ ସମ୍ପର୍କରେ କେନ୍ଦ୍ରସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତଥ୍ୟ ଅନୁସାରେ ଓଡ଼ିଶାର କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସରକାରୀ ମେଡ଼ିକାଲ କଲେଜ ଓ

ଗତକାଲି ସଂଧ୍ୟାରେ ନୂଆପଡା ଜିଲ୍ଲା ଖରିଆର ରୋଡରେ ଦୁର୍ଗ୍‍-ପୁରୀ
ଇଣ୍ଟରସିଟି ଏକ୍ସପ୍ରେସ୍‍ରେ ନିଆଁ

ଗତକାଲି ସଂଧ୍ୟାରେ ନୂଆପଡା ଜିଲ୍ଲା ଖରିଆର ରୋଡରେ ଦୁର୍ଗ୍‍-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍‍ରେ ନିଆଁ ଲାଗିଥିବା ଜଣାପଡିଛି । ଯାତ୍ରୀମାନେଭୟଭୀତ ହୋଇ ଓହ୍ଲାଇ ପଡିଥିବାରୁ କାହାରି ଜୀବନ ହାନୀ ହୋଇନଥିବା ସୂଚନା ମିଳିଛି । ତୁରନ୍ତ ଖରିଆର ରୋଡ ଅଗ୍ନିଶମ ବିଭାଗ କର୍ମଚାରୀଘଟଣାସ୍ଥଳରେ ପହଞ୍ଚି

୮ ଦିନ ବିଳମ୍ବରେ ପହଞ୍ଚିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ -ଆସନ୍ତା ୪୮ ଘଣ୍ଟା ମଧ୍ୟରେ

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ସାଧାରଣତଃ ଜୁନ୍‍ ପହିଲାବେଳକୁ ମୌସୁମୀ ବାୟୁ କେରଳ ଛୁଇଁଥାଏ । ତେବେ ଚଳିତଥର ଏହା ୮ ଦିନ ବିଳମ୍ବରେ ପହଞ୍ଚିଛି । ମୌସୁମୀ ବାୟୁ ପ୍ରଭାବରେ ଆଣ୍ଡାମାନ ଓ ନିକୋବରରେ ବର୍ଷା ଜାରି ରହିଛି

ଆଗମୀ ଜୁଲାଇ ୧୫ ସୁଦ୍ଧା ଚନ୍ଦ୍ର ଯାନ-୩ ମିଶନ୍‍ର ଶୁଭାରମ୍ଭ

ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋର ଅଧ୍ୟକ୍ଷ ଏସ୍‍. ସୋମନାଥ କହିଛନ୍ତି, ଆଗମୀ ଜୁଲାଇ ୧୫ ସୁଦ୍ଧା ଚନ୍ଦ୍ର ଯାନ-୩ ମିଶନ୍‍ର ଶୁଭାରମ୍ଭ କରିବାକୁ ଯୋଜନା କରାଯାଉଛି । ଚନ୍ଦ୍ର ପୃଷ୍ଠରେ ରୋଭରକୁ ସ୍ଥାପନ କରିବା ହେଉଛି ଏହି ମିଶନ୍‍ର ମୂଳ ଲକ୍ଷ୍ୟ । ଗତକାଲି ବେଙ୍ଗାଲୁରୁ ଠାରେ

ବାଲେଶ୍ୱର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାର ବିଧିବଦ୍ଧ ତଦନ୍ତ ଆରମ୍ଭ ହୋଇଛି

ଟ୍ରେନ୍‍ ଦୁର୍ଘଟଣା-ତଦନ୍ତ ଆରମ୍ଭ ବାଲେଶ୍ୱର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାର ବିଧିବଦ୍ଧ ତଦନ୍ତ ଆରମ୍ଭ ହୋଇଛି । ଗତକାଲି ରେଳ ସୁରକ୍ଷା ଆୟୁକ୍ତ ଦୁର୍ଘଟଣାସ୍ଥଳକୁ ଯାଇ >ସ୍ଥିତି ପରଖିବା ସହ ବିଭିନ୍ନ ଅଧିକାରୀ ଓ କର୍ମଚାରୀଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରିଛନ୍ତି । ଏଥିସହ

ଜଳିବ ଓଡ଼ିଶା ୪୫ ଡିଗ୍ରୀ ହୋଇପାରେ ତାପମାତ୍ରା-ଲଘୁଚାପ ଯୋଗୁଁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବିଳମ୍ବ

ଆରବ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାର ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ ବିଳମ୍ବରେ ପହଞ୍ଚିବା ଆଶା କରାଯାଉଛି । ଏପର୍ଯ୍ୟନ୍ତ ମୌସୁମୀବାୟୁ କେରଳରେ ପହଞ୍ଚି ନଥିବାରୁ ଓଡ଼ିଶା ଆସିବା ପାଇଁ ଏହା ଆହୁରି ବିଳମ୍ବିତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ରାଜ୍ୟରେ

ଏନ୍‌ଆଇଆର୍‌ଏଫ୍‌ ରାଙ୍କିଂରେ ଓଡ଼ିଶାର ଏହି ସବୁ ଶିକ୍ଷାନୁଷ୍ଠାନ

ଦେଶରେ ଉଚ୍ଚଶିକ୍ଷା କ୍ଷେତ୍ରରେ ବିଭିନ୍ନ ବିଶ୍ୱବିଦ୍ୟାଳୟର ର‌୍ୟାଙ୍କିଙ୍ଗ୍‍ତାଲିକା ପ୍ରକାଶ ପାଇଛି । କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁପ୍ରକାଶିତ ୧୦୦ଟି ବିଶ୍ୱବିଦ୍ୟାଳୟ ତାଲିକାରେ ରାଜ୍ୟର ୪ଟି ବିଶ୍ୱବିଦ୍ୟାଳୟସ୍ଥାନ ପାଇଛି । ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ

ଦଶମ ଶ୍ରେଣୀ ପାଠ୍ୟକ୍ରମରେ ପରିବର୍ତ୍ତନ

ଏନ୍‍.ସି.ଇ.ଆର୍‍.ଟି.ର ଦଶମ ଶ୍ରେଣୀ ପାଠ୍ୟକ୍ରମରେ ପରିବର୍ତ୍ତନକରାଯାଇଛି । ସି.ବି.ଏସ୍‍.ଇ. ଦଶମ ଶ୍ରେଣୀ ବହିରୁ ଛାତ୍ରଛାତ୍ରୀମାନଙ୍କ ପାଇଁପିରିୟଡିକ୍‍ ଟେବୁଲ, ଗଣତନ୍ତ୍ର ଏବଂ ଶକ୍ତିର ଉତ୍ସ ବିଷୟଗୁଡ଼ିକ ହଟାଇଦିଆଯାଇଛି । ଛାତ୍ରଛାତ୍ରୀଙ୍କ ଉପରେ ଭାର କମାଇବାପାଇଁ ଏହି