Browsing Category

ବିଶ୍ୱାସ

ରାମଚରିତ ମାନସ: ବଡ଼ କାମ କରୁଥିଲେ ନିର୍ଭୟ ରୁହନ୍ତୁ

ଶ୍ରୀରାମ ଚରିତ୍ର ମାନସର ପଂଚମ ଅଧ୍ୟାୟ ହେଉଛି ସୁନ୍ଦରାକାଣ୍ଡ । ଏହି ଅଧ୍ୟାୟରେ ସୁଖୀ ଜୀବନ ଓ ସଫଳତା ପାଇବା ପାଇଁ ଅନେକ ସୁତ୍ର ରହିଛି । ଏହି କାଣ୍ଡରେ ସଫଳତା କିପରି ମିଳିଥାଏ ତାହା ଭଗବାନ ହନୁମାନ ବର୍ଣ୍ଣନା କରିଛନ୍ତି । ସୁନ୍ଦରାକାଣ୍ଡ ଅନୁସାରେ ହନୁମାନ ଲଙ୍କା ପଂହଚିଗଲେ ଓ ରାବଣଙ୍କର…

ଜ୍ୱରରେ ମହାବାହୁ , ବ୍ରହ୍ମଗିରିରେ ଦର୍ଶନ ଦେଉଛନ୍ତି ଅଲାରନାଥ

ପୁରୀ . ସ୍ନାନ ପୂର୍ଣ୍ଣମୀରେ ସୁନାକୂଳ ଜଳ ୧୦୮ ଗରା ସ୍ନାନ କରିବା ପରେ ଏବେ ଚତୁର୍ଦ୍ଧା ବିଗ୍ରହଙ୍କୁ ଜ୍ୱର, ରତ୍ନ ସିଂହାସନକୁ ବିଜେ ନକରି ଅଣସର ପିଣ୍ଡିରେ ଦଇତାପତି ସେବକଙ୍କ ସେବା ଶୁଶ୍ରୁଷା ପାଉଛନ୍ତି। ଶ୍ରୀମନ୍ଦିରରେ ପଟି ଦିଅଁଙ୍କୁ ପୂଜାର୍ଚ୍ଚନା କରାଯାଉଛି । ବ୍ରହ୍ମଗିରିର…

ମହାବାହୁଙ୍କର ପତିତପାବନ ଲୀଳା

ପୁରୁଷୋତ୍ତମ କ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନ ଉତ୍ସବ ବା ମଞ୍ଚସ୍ନାନ ଏକ ଶାସ୍ତ୍ରୀୟ ଭିତ୍ତ ଭୂମିର ଲୀଳା । ଏହାହିଁ  ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା, ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀକ୍ଷେତ୍ରରେ ପାଳନ କରାଯାଏ । ଏହି ଦିନ ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ…

ସ୍ନାନ ବେଦୀର ଶାସ୍ତ୍ରୀୟ ବାଖ୍ୟା

ଦକ୍ଷିଣାଭିମୁଖେ  ଵିଷ୍ଣୌ ସ୍ନାନକାଳେ ନୃପୋତ୍ତମ। ବିଷ୍ଣୋର୍ନିରାଜନବିଧିଂ ଯେ ପଶ୍ୟନ୍ତି ଚ ଭକ୍ତିତଃ।। ପଦେ ପଦେऽଶ୍ବମେଧାନାଂ  ଫଳଂ ତେଷାଂ ଭବେତ୍ ଧୃବମ୍। ମନୋରଥସ୍ୟ  ସଂସିଦ୍ଧିସ୍ତେଷାଂ ଭବତି ତତ୍-କ୍ଷଣାତ୍   । ଅନ୍ତେ ବୈକୁଣ୍ଠଭବନଂ ତେ ଚ ଗଚ୍ଛନ୍ତି ମାନବାଃ  ।। …

ଶ୍ରୀକ୍ଷେତ୍ରରେ ପବିତ୍ରସ୍ନାନ ପୂର୍ଣ୍ଣମୀ ପାଳିତ, ହାତୀବେଶରେ ଦର୍ଶନ, ଭକ୍ତଙ୍କୁ ସ୍ପର୍ଶ ବାରଣ

ପୁରୀ .- ସୋମବାରରେ ଶ୍ରୀକ୍ଷେତ୍ର ସହ ବିଶ୍ୱର ବିଭିନ୍ନ ସ୍ଥାନରେ ପବିତ୍ର ସ୍ନାନ ପୂର୍ଣ୍ଣମୀ ଆଗ୍ରହ ସହକାରେ ପାଳିତ ହେଉଠି , ଶ୍ରୀକ୍ଷେତ୍ରରେ ସକାଳ ୫ଟା ୧୦ ମିନିଟରେ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା । ସକାଳ ସାଢେ ୬ଟାରେ ଏହା ଶେଷ ହୋଇଥିଲା ।ମଙ୍ଗଳ ଆଳତି, ମହଲିମ, ତଡ଼ପଲାଗି ଆଦି ନୀତି ଶେଷ…

ଭାରତୀୟ ସଂସ୍କୃତିରେ ପିତାଙ୍କ ସ୍ଥାନ

ଭାରତୀୟ ସଂସ୍କୃତିରେ ପିତାଙ୍କ ସ୍ଥାନ ଅନେକ ଉଚ୍ଚରେ । ରାମଚନ୍ଦ୍ର ପିତାଙ୍କ ବଚନ ରକ୍ଷା ପାଇଁ ୧୪ ବର୍ଷ ବନବାସ ଯାଇଥିଲେ । ପର୍ଶୁରାମ ପିତାଙକ ଆଦେଶ ପୂରଣ ପାଇଁ ପଛଘୁଞ୍ଚା ଦେଇ ନଥିଲେ । ଶ୍ରବଣ କୁମାର ନିଜର ଅନ୍ଧ ପିତାମାତାଙ୍କ କାନ୍ଧରେ ବୋଝେଇ କରି ତୀର୍ଥ ସ୍ଥାନ ଭ୍ରମଣ କରାଇଥିଲେ ।…

ଆଶୀର୍ବାଦ ଦାୟିନୀ ମା’ ବିନ୍ଧ୍ୟବାସିନୀ

ନୂଆଦିଲ୍ଲୀ: ବିନ୍ଧ୍ୟ ପର୍ବତର ମଧ୍ୟ ଦେଶରେ ପତିତପାବନ ଗଙ୍ଗା କୂଳରେ ବିରାଜମାନ ମାଁ ବିନ୍ଧ୍ୟବାସିନୀ ଦେବୀ ମନ୍ଦିର ଭକ୍ତମାନଙ୍କର ଆସ୍ଥାର ପ୍ରମୁଖ କେନ୍ଦ୍ର ଅଟେ । ଦେଶର ୫୧ଟି ଶକ୍ତିପୀଠ ମଧ୍ୟରୁ ବିଂନ୍ଧ୍ୟାଚଳ ଅନ୍ୟତମ । ସବୁଠାରୁ ପ୍ରମୁଖ କଥା ହେଉଛି ଯେ ଏଠାରୁ ତିନି କିଲୋମିଟର ଭିତରେ…

କାଲି ବୁଦ୍ଧ ପୂର୍ଣ୍ଣିମା: ଗୌତମ ବୁଦ୍ଧଙ୍କ ବାଣୀ ଥିଲା ଏମିତି

ନୂଆଦିଲ୍ଲୀ: ଏକଦା କପିଳାବସ୍ତୁର ରାଜକୁମାର ସିଦ୍ଧାର୍ଥ ବୁଦ୍ଧତ୍ୱକୁ ଖୋଜିବା ପାଇଁ ବୁଲୁଥିଲେ । ଥରେ ତାଙ୍କୁ ଏମିତି ଲାଗିଲା ସତ୍ୟ ଜ୍ଞାନ ଖୋଜିବାରେ ତାଙ୍କ ତ୍ୟାଗ କରିବା ବ୍ୟର୍ଥ ହୋଇଗଲା । କୁହାଯାଇ ଥାଏ ଯେ, ଏହି ସମୟରେ ଗୋଟିଏ ଛୋଟ କାରଣରୁ ତାଙ୍କୁ ସିଦ୍ଧାର୍ଥରୁ ଗୌତମ ବୁଦ୍ଧ ହେବାରେ…

ପରମାତ୍ମାଙ୍କ ନିକଟର ପାଇଁ ପ୍ରାର୍ଥନା ସବୁଠାରୁ ବଡ଼ ରାସ୍ତା

ପ୍ରାର୍ଥନା... ସିଧା ଶବ୍ଦରେ ନିବେଦନ । ଯେତେବେଳେ ସଂସାର ଭିତରେ ଆମେ କିଛି ମାଗିଥାଉ ତାହା ପ୍ରାର୍ଥନା ନୁହେଁ, ନିବେଦନ ହୋଇଥାଏ । କିନ୍ତୁ, ଯେବେ ଏହି ନିବେଦନ ସଂସାର ଠାରୁ ଉପରେ ହୋଇଥାଏ, ପରମାତ୍ମାଙ୍କୁ ସନ୍ତୁଷ୍ଟ କରିବା ପାଇଁ ହୋଇଥାଏ ତେବେ ତାହା ‘ପ୍ରାର୍ଥନା’ ହୋଇଯାଏ । ବ୍ୟାକରଣ ଓ…

ହଳଦୀ ଖାଇଲେ କିଡ୍‌ନୀ ଷ୍ଟୋନ ଓ ଅନ୍ୟ ସମସ୍ୟାରୁ ରକ୍ଷା ପାଇବେ ଜାଣନ୍ତୁ କିପରି

କିଡନୀରେ କ୍ୟାଲସିୟମ୍ ଜମିବାରୁ ଷ୍ଟୋନ୍ ବା କିଡନୀ ଅକାମୀ ଅବସ୍ଥା ହୋଇଥାଏ। ଏଭଳି ସମସ୍ୟାରୁ ରକ୍ଷା ପାଇବାକୁ ହେଲେ ହଳଦୀ ବଟା ୨ଚାମଚ ଲେଖାଏଁ ୨ଥର ଖାଲିପେଟରେ ପିଇବା ଆବଶ୍ୟକ। ଆୟୁର୍ବେଦ ବିଶେଷଜ୍ଞଙ୍କ ପରାମର୍ଶରେ ଏହା ସେବନ କରିବା ନିତାନ୍ତ ଜରୁରୀ। ନିୟମିତ ପଇଡ଼ ପାଣି ଓ ଲେମ୍ବୁ ପାଣି…