ହଳଦୀ ଖାଇଲେ କିଡ୍‌ନୀ ଷ୍ଟୋନ ଓ ଅନ୍ୟ ସମସ୍ୟାରୁ ରକ୍ଷା ପାଇବେ ଜାଣନ୍ତୁ କିପରି

0 2,095

କିଡନୀରେ କ୍ୟାଲସିୟମ୍ ଜମିବାରୁ ଷ୍ଟୋନ୍ ବା କିଡନୀ ଅକାମୀ ଅବସ୍ଥା ହୋଇଥାଏ। ଏଭଳି ସମସ୍ୟାରୁ ରକ୍ଷା ପାଇବାକୁ ହେଲେ ହଳଦୀ ବଟା ୨ଚାମଚ ଲେଖାଏଁ ୨ଥର ଖାଲିପେଟରେ ପିଇବା ଆବଶ୍ୟକ। ଆୟୁର୍ବେଦ ବିଶେଷଜ୍ଞଙ୍କ ପରାମର୍ଶରେ ଏହା ସେବନ କରିବା ନିତାନ୍ତ ଜରୁରୀ। ନିୟମିତ ପଇଡ଼ ପାଣି ଓ ଲେମ୍ବୁ ପାଣି ପିଇବା ମଧ୍ୟ ସ୍ବାସ୍ଥ୍ୟ ପାଇଁ ଉପକାରୀ। ଏଥିରେ ଥିବା ଇଲେକ୍ଟୋଲାଇଟସ୍ ଗୁଣର ଉତ୍ତମ ପ୍ରଭାବ ବୃକକ୍ ଉପରେ ପଡ଼େ। ସବୁଜ ପନିପରିବା ପ୍ରତ୍ୟହ ଭୋଜନରେ ଖାଇବା ଉଚିତ।

ହଳଦୀ କୃମି ନଷ୍ଟ କରିଥାଏ । ଶରୀରର ଚର୍ମକୁ ବି ଭଲ ରଖେ

Leave A Reply