Browsing Category

ବିଶ୍ୱାସ

ବାହୁଡା ଯାତ୍ରାରେ ବାହୁଡିବା ବେଳେ ମାଉସୀ ଘର ନିକଟରେ ପୋଡ ପିଠା ଭୋଗ ଖାଇବେ ମହାପ୍ରଭୁ

ଉତ୍କଳୀୟ ପରମ୍ପରା ଓ ସ୍ନେହ ସୌହାର୍ଦ୍ଦର ଭାବ ଦେଖିବାକୁ ମିଳେ ଶ୍ରୀକ୍ଷେତ୍ରର ରଥଯାତ୍ରାରେ. ମାଉସୀ ଘରେ ଖୁଦ ଭଜା ଖାଇଥିବା କାଳିଆ ଠାକୁର, ବାହୁଡାରେ ଖାଆନ୍ତି ପୋଡ ପିଠା. ମାଉସୀ ମା ମନ୍ଦିର ବା ଅର୍ଦ୍ଧାସିନୀଙ୍କ ପୂଜକ ରଘୁନାଥଦାଶଙ୍କ ଘରେ ବାହୁଡାର ଦୁଇ ତିନି ଦିନ ପୂର୍ବରୁ ଏଥିପାଇଁ…

ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା କରାଯାଇଥିବା ବାହୁଡା ଯାତ୍ରାର ନୀତି ନିର୍ଘଣ୍ଟ –

ମଙ୍ଗଳ ଆଳତି ଭୋର ୪ଟା ମଇଲମ ୪ଟା ୧୫ ମିନିଟ ତଡପ ଲାଗି ୪ଟା ୩୦ ମିନିଟ ରୋଷ ହୋମ ୪ଟା ୩୦ ମିନିଟ ଅବକାଶ ସକାଳ ୫ଟା ସୂର୍ଯ୍ୟପୂଜା ୫ଟା ୧୫ ମିନିଟ ଦ୍ବାରପାଳ ପୂଜା ୫ଟା ୩୦ ମିନିଟ ବେଶ ଶେଷ ୫ଟା ୩୦ ମିନିଟ ଗୋପାଳବଲ୍ଲଭ ଓ ସକାଳ ଧୂପ (ଖେଚୁଡି ଭୋଗ) ୫.୪୫ ରୁ ୬ଟା୪୫ ସେନାପଟା ଲାଗି…

ସନ୍ଧ୍ୟା ଦର୍ଶନରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ କି ପୁଣ୍ୟ ଲାଭ ହୁଏ ଜାଣନ୍ତୁ

ଗୁରୁବାର ଦିନ ଆଡପମଣ୍ଡପରେ ପ୍ରଭୂଙ୍କର ସଂନ୍ଧ୍ୟାଦର୍ଶନ ଶେଷ ହୋଇଛି । ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଥିବା ସହ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଥିଲା  । ସଂନ୍ଧ୍ୟା ୭ଟା ପର୍ଯ୍ୟନ୍ତ ନବମୀଦର୍ଶନ ବ୍ୟବସ୍ଥା ରହିଥିବା ବେଳେ…

ଗୁଣ୍ଡିଚାମନ୍ଦିରରେ ବୃନ୍ଦାବନ ଲୀଳା

ଶ୍ରୀଗୁଣ୍ଡିଚା ମନ୍ଦିର ହେଉଛି ପ୍ରଭୂଙ୍କର ନିତ୍ୟରାସ ସ୍ଥଳୀ । ଷଷ୍ଠ ଦିବସରୁ ପ୍ରଭୂଙ୍କର ଚଳନ୍ତି ପ୍ରତିମା ମଦନମୋହନ କରିଛନ୍ତି ବୃନ୍ଦାବନ ରାସ ଲୀଳା । ଏହି ସମୟରେ ପ୍ରଭୂ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି ରାସରାସେଶ୍ୱର ବେଶରେ । ଏଥିପାଇଁ ଗୌଡୀୟ ସମ୍ପ୍ରଦାୟର ଭକ୍ତମାନେ ଅଷ୍ଟମୀ ତିଥି…

ଶ୍ରୀ ଜଗନ୍ନାଥଙ୍କ ପାଇଁ କିପରି ଓ କେଉଁଠି ହୁଏ ପୋଡ ପିଠା

ଉତ୍କଳୀୟ ପରମ୍ପରା ଓ ସ୍ନେହ ସୌହାର୍ଦ୍ଦର ଭାବ ଦେଖିବାକୁ ମିଳେ ଶ୍ରୀକ୍ଷେତ୍ରର ରଥଯାତ୍ରାରେ. ମାଉସୀ ଘରେ ଖୁଦ ଭଜା ଖାଇଥିବା କାଳିଆ ଠାକୁର, ବାହୁଡାରେ ଖାଆନ୍ତି ପୋଡ ପିଠା. ମାଉସୀ ମା ମନ୍ଦିର ବା ଅର୍ଦ୍ଧାସିନୀଙ୍କ ପୂଜକ ରଘୁନାଥଦାଶଙ୍କ ଘରେ ବାହୁଡାର ଦୁଇ ତିନି ଦିନ ପୂର୍ବରୁ ଏଥିପାଇଁ…

ସନ୍ଧ୍ୟା ଦର୍ଶନର ନୀତି ନିର୍ଘଣ୍ଟ

ଗୁରୁବାର ଭୋର ୪ଟାରେ ଦ୍ୱାରଫିଟା, ସାଢ଼େ ୪ଟାରେ ମଙ୍ଗଳ ଆଳତି, ୫ଟାରେ ମଇଲମ ଓ ତଡ଼ପଲାଗି, ୬ଟାରେ ଅବକାଶ, ସକାଳ ୬ଟା ୧୫ରେ ରୋଷ ହୋମ, ସାଢ଼େ ୬ଟାରେ ସୂର୍ଯ୍ୟପୂଜା, ୬ଟା ୪୫ରେ ଦ୍ୱାରପାଳ ପୂଜା, ୭ଟାରେ ବେଶ ଶେଷ ସାଢ଼େ ୭ଟାରେ ଗୋପାଳବଲ୍ଲଭ ନୀତି ସଂପନ୍ନ ସକାଳ ୮ରୁ ସାଢ଼େ ୯ଟା ସକାଳଧୂପ…

ବାହୁଡା , ସୁନା ବେଶ ଓ ନିଳାଦ୍ରୀ ବିଜେର ତାରିଖ ବିଷୟରେ ଜାଣନ୍ତୁ

ପୁରୀ .- ଏବେ ଦକ୍ଷିଣ ମୋଡ ସରିଛି । ତିନି ରଥ ନାକଚଣା ଦ୍ୱାର ନିକଟରେ ପ୍ରସ୍ତୁ ହୋଇ ରହିଛନ୍ତି। ହେରା ପ଼ଞ୍ଚମୀ ପରେ ମା ସୁଭଦ୍ରା ନିର୍ଦେଶ ଦେବାରୁ ରଥର ଦକ୍ଷିଣ ମୋଡ କରାଯାଇଛି । ଗୁରୁବାରରେ ସନ୍ଧ୍ୟା ଦର୍ଶନ ନୀତି ପରେ ରାତି ୭ଟାରୁ ଦର୍ଶନ ବନ୍ଦ ହବେ । ୧୨ ତାରିଖ ଶୁକ୍ରବାରରେ ବାହୁଡ଼ା…

ଗୁଣ୍ଡିଚା ମନ୍ଦିରରେ ଗୁରୁବାରରେ ସନ୍ଧ୍ୟା୭ରୁ ଦର୍ଶନ ବନ୍ଦ, ଶୁକ୍ରବାରରେ ବାହୁଡା

ପୁରୀ .- ଗୁରୁବାରରେ ଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ଦର୍ଶନ । ଶୁକ୍ରବାରରେ ବାହୁଡା । ରାତି ୭ଟା ମଧ୍ୟରେ ସନ୍ଧ୍ୟା ଦର୍ଶନ ବନ୍ଦ କରିବାପାଇଁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି । ରାତିରେ ବାହୁଡା ପାଇଁ କେତକ ସ୍ୱତନ୍ତ୍ର କାର୍ଯ୍ୟ ସମ୍ପାଦନ କରାଯିବ । ଗୁଣ୍ଡିଚାମନ୍ଦିରରୁ ରାତି ସାତଟା…

କାହିଁକି ଟଙ୍ଗା ଯାଏ ଲଙ୍କା ଓ ଲେମ୍ବୁ ଏହାର ବୈଜ୍ଞାନିକ ଅବଲୋକନ ଓ ବିଶ୍ୱାସ

ଲଙ୍କା ଓ ଲେମ୍ବୁ ଓହଳାଇବା ଭାରତୀୟ ସମାଜରେ ଧନର ଦେବୀ ଲକ୍ଷ୍ମୀଙ୍କୁ କୁହାଯାଏ। ତାଙ୍କର ଯାଆଁଳା ଭଉଣୀ ହେଉଛନ୍ତି ଅଲକ୍ଷ୍ମୀ, ଯାହାକୁ ଓଡ଼ିଶାର ଲୋକେ ଅଲକ୍ଷଣୀ କହନ୍ତି। ଏହି ଅଲକ୍ଷ୍ମୀଙ୍କ ନଜର କାଳେ ଦୋକାନ ଓ ଗାଡ଼ି ଉପରେ ପଡ଼ିଯିବ ସେଥିପାଇଁ ସେମାନେ ଲଙ୍କା ଓ ଲେମ୍ବୁ ଓହଳାଇଥା’ନ୍ତି।…

ଦାରୁବ୍ରହ୍ମଙ୍କୁ ଲାଗି ହେଉଥିବା ଫୁଲ , ତୁଳସୀ ଟାହିଆ ଓ ଏହି ଦୟଣାମାଳି ସେବକ ରାମଚନ୍ଦ୍ର ରଣାଙ୍କ ପରିବାର

ମହାପ୍ରଭୁ ଶ୍ରୀଜଗନ୍ନାଥ ଫୁଲ ପ୍ରେମୀ. ମହାପ୍ରଭୁଙ୍କୁ ପ୍ରତିଦିନ ତରାଟ,ଟଗର ଗୋଲାପ ପଦ୍ମ ଆଦି ଫୁଲ ସହ ତୁଳସୀ ଲାଗି କରାଯାଏ. ମହାପ୍ରଭୁଙ୍କ ବେଶ ସହ ନିତୀରେ ବ୍ୟବହାର ହୁଏ ଫୁଲ. ପହଣ୍ଡି ସମୟରେ ଟାହିଆରେ ବି ଫୁଲ ଲଗାଯାଇ ଥାଏ. ଆଉ ଏହି ଟାହିଆର ଫୁଲକୁ କାଳିକା ଦେବୀ ସାହିରେ ରହୁଥିବା…