Sign in
Sign in
Recover your password.
A password will be e-mailed to you.
Browsing Category
ବିଶ୍ୱାସ
ଗୁରୁବାରରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଲାଗି ହେଲା ଚିତା
ପୁରୀ -ବୁଧବାରରେ ପାମ୍ପରିକ ଚିତୋଉ ଅମାବାସ୍ୟା ପାଳିତ ହୋଇଯାଇଛି । । ଘରେଘରେ ଚିତୋଉ ପିଠା ପ୍ରସ୍ତୁତ କରାଯାଇଥିଲା ।
ଗୁରୁବାରରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ସୁବର୍ଣ୍ଣ ଚିତାଲାଗି କରାଯାଇଛି । ସ୍ନାନପୂର୍ଣ୍ଣିମାରେ ମହାପ୍ରଭୁମାନଙ୍କ ମସ୍ତକରୁ ସୁବର୍ଣ୍ଣ ଚିତା ଓଲାଗି…
ପ୍ରଥମ ଥର ୨୪ ଘଣ୍ଟା ଭକ୍ତ କରିବେ ବାବାଙ୍କ ମେଢ ଦର୍ଶନ
ବାରାଣସୀ: କାଶୀ ବିଶ୍ୱନାଥ ମନ୍ଦିରରେ ଏଥର ପବିତ୍ର ଶ୍ରାବଣ ମାସରେ ଭକ୍ତଙ୍କୁ ୨୪ ଘଣ୍ଟା ବାବାଙ୍କ ମେଢ ଦେଖିବାକୁ ସୁଯୋଗ ମିଳିବ । ଶ୍ରାବଣ ମାସ ସାରା ଭକ୍ତ ଗର୍ଭଗୃହକୁ ଯାଇପାରିବେ ନାହିଁ । ବାବାଙ୍କୁ ଦୁଗ୍ଧାଭିଷେକ ଓ ଜଳାଭିଷେକ ପ୍ରବେଶ ଦ୍ୱାରରେ କରାଯିବ । ଏହା ପାଇପ ମାଧ୍ୟମରେ ବାବାଙ୍କ…
ବାବା ଆଖଣ୍ଡଳମଣୀଙ୍କ ପୀଠରେ ଶ୍ରାବଣର ଯାତ୍ରା ପାଇଁ ପ୍ରସ୍ତୁତି
ଆରେଡି . - ଝୁଲାଇ ୨୨ ତାରିଖ ଶ୍ରାବଣ ମାସର ପ୍ରଥମ ସୋମବାର । ଏହି ଅବସରରେ ଆରେଡିରେ ବାବା ଆଖଣ୍ଡମଣୀ ପୀଠରେ ଶ୍ରାବଣ ଯାତ୍ରା ଅନୁଷ୍ଠିତ ହୁଏ । ବାବା ଆଖଣ୍ଡଳମଣୀଙ୍କ ଶ୍ରାବଣ ଯାତ୍ରା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଭଦ୍ରକ…
ନୀଳାଦ୍ରି ବିଜେ,ରତ୍ନ ସିଂହାସନରେ ବିଜେ କରିଛନ୍ତି ଚତୁର୍ଦ୍ଧା ବିଗ୍ରହ
ଘୋଷଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରି ବିଜେ ସୋମବାରରେ ଶ୍ରୀକ୍ଷେତ୍ର ପୁରୀରେ ଅନୁଷ୍ଠିତ ହୋଇଯାଇଛି । ଚତୁର୍ଦ୍ଧା ମୂର୍ତ୍ତି ରତ୍ନ ସିଂହାସନକୁ ବିଜେ କରିଛନ୍ତି । ଶ୍ରୀଗୁଣ୍ଡିଚା ଶ୍ରଦ୍ଧାଳୁଓ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିଥିଲେ ଚତୁର୍ଦ୍ଧା ବିଗ୍ରହ । ଶ୍ରୀ ଜୀଉମାନେ…
ଚନ୍ଦ୍ରଗ୍ରହଣରେ ହାଣ୍ଡିଛାଡ ଓ ଦେବ ନୀତି ନିଷେଧ ସମୟ
ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ମଙ୍ଗଳବାର ଅପରାହ୍ନ ୪ଟା ୩୧ରୁ ପାକତ୍ୟାଗ ଓ ଦେବନୀତି ନିଷେଧ । ସର୍ବମୋକ୍ଷ ପରେ ସ୍ନାନ କରି ସାରି ପୂଜାପାଠ ସହ ଦେବନୀତି,ଖାଦ୍ୟ ଗ୍ରହଣ ଓ ଅନ୍ନଭୋଜନ କରିପାରିବେ ବୁଧବାର ଭୋର ଚାରିଟା ୩୦ରେ ସର୍ବମୋକ୍ଷ ହେଉଥିବାରୁ ଏହାପରେ ପାକ ଗ୍ରହଣ ଓ ଦେବନୀତି ସ୍ନାନ…
କେଉଁ ରାଶି ପାଇଁ ଶୁଭ ମଙ୍ଗଳବାର ହେବାକୁ ଥିବା ଆଶିଂକ ଚନ୍ଦ୍ରଗ୍ରହଣ
ଜୁଲାଇ ୧୬ ତାରିଖ ମଙ୍ଗଳବାର ବିଳମ୍ବିତ ରାତିରେ ଭାରତରେ ଆଂଶିକ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ । ଭାରତୀୟ ସମୟ ଅନୁସାରେ ଶ୍ରୀକ୍ଷେତ୍ର ପୁରୀରେ ରାତି ୧୨ଟା ୧୪ ମିନିଟରେ ଚନ୍ଦ୍ରରେ ମଳିନ୍ୟ ଓ ରାତି ଗୋଟାଏ ୩୨ରେ ଆଂଶିକ ଚନ୍ଦ୍ରଗ୍ରହଣ ଓ ରାତି ୩ଟା ଏକ ମିନିଟରେ ଗ୍ରହଣ ମଧ୍ୟ ରାତି ୪ଟା୩୦ରେ…
ମଙ୍ଗଳବାର ଚନ୍ଦ୍ରଗ୍ରହଣରେ ଶ୍ରୀମନ୍ଦିରର ନୀତିକାନ୍ତି, ୪ଟା ୩୧ ମିନିଟ ଠାରୁ ପାକତ୍ୟାଗ
ମଙ୍ଗଳବାର ଗୁରୁ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ହେବ । ଏଥିପାଇଁ ଅପରାହ୍ନ ୪ଟା ୩୧ ମିନିଟ ଠାରୁ ପାକତ୍ୟାଗ ଓ ଦେବନୀତି ନିଷେଧ ହୋଇଛି। ଏହି ଗ୍ରହଣ ସର୍ବମୋକ୍ଷ ମଙ୍ଗଳବାର ବିଳମ୍ବିତ ରାତ୍ରୀ ବା ବୁଧବାର ଭୋର ୪ଘଣ୍ଟା୩୦ ମିନିଟରେରେ ହେବ। ନୀଳାଦ୍ରୀ ବିଜେ ଶେଷ ହୋଇ ରତ୍ନ ସିଂହାସନରେ…
ଆଜି ରସଗୋଲା ଦିବସ , ଜଗନ୍ନାଥଙ୍କ ପାଖରେ ରଥରେ ରସଗୋଲା ଭୋଗ ଲଗାଉଛନ୍ତି ଶ୍ରଦ୍ଧାଳୁ
ପୁରୀ .- ଆଜି ସାରା ରାଜ୍ୟରେ ରସଗୋଲା ଦିବସ ପାଳନ କରାଯାଉଛି । ପ୍ରତି ବର୍ଷ ଜଗନ୍ନାଥଙ୍କ ନୀଳାଦ୍ରୀ ବିଜେ ଦିନ ଆମ ରାଜ୍ୟରେ ରସଗୋଲା ଦିବସ ପାଳନ କରାଯାଇଥାଏ । ପଶ୍ଚିମବଙ୍ଗ ଓ ଓଡିଶା ମଧ୍ୟରେ ରସଗୋଲାକୁ ନେଇ ବିବାଦ ଚାଲିଥିବା ବେଳେ , ପଶ୍ଚିମବଙ୍ଗରେ ଏହା ମାତ୍ର ପ୍ରାୟ ୧୨୦ ବର୍ଷ ତଳେ…
ସୁନାବେଶ ପରେ ରଥ ଉପରେ କେଉଁଦିନ ହେବ ଆଉ କି ନୀତି ଜାଣନ୍ତୁ
ଶନିବାର ରଥ ଉପରେ ଶ୍ରୀଜୀଉମାନଙ୍କର ସୁନାବେଶ ଅନୁଷ୍ଠିତ ହେବ ।
ଆସନ୍ତା ୧୪ତାରିଖ ରବିବାରରେ ଅଧରପଣା ନୀତି,
ସୋମବାର ୧୫ ତାରିଖରେ ନୀଳଦ୍ରି ବିଜେ ନୀତି ଅନୁଷ୍ଠିତ ହେବ।
ବର୍ଷରେ ୪ଥର ଶ୍ରୀମନ୍ଦିର ରତ୍ନ ସିଂହାସନରେ ମହାପ୍ରଭୁଙ୍କର ସୁନାବେଶ ବା ରାଜା ରାଜେଶ୍ୱର ବେଶ ଅନୁଷ୍ଠିତ ହୁଏ ।…
ଜାଣନ୍ତୁ କେତେବେଳେ ହେବ ସୁନାବେଶ କେତେ ବେଳ ପର୍ଯ୍ୟନ୍ତ ଦର୍ଶନ କରିହେବ
ଶନିବାରରେ ସିଂହଦ୍ୱାର ଉପରେ ଶ୍ରୀ ବିଗ୍ରହମାନଙ୍କର ସୁନାବେଶ ବା ବଡ ତଢଉ ବେଶ ଅନୁଷ୍ଠିତ ହେବ ।
ଅପରାହ୍ନ ୪ଟାରୁ ୫ ଟା ମଧ୍ୟରେ ସୁନାବେଶ ଆରମ୍ଭ ରାତି ପ୍ରାୟ ୧୨ ଟା ପର୍ଯ୍ୟନ୍ତ ଏହା ଚାଲିବ
ଏହାର ନୀତି ନିର୍ଘଣ୍ଟ
ମଙ୍ଗଳ ଆଳତି ନୀତି ଭୋର ୬ଟାରୁ ସାଢ଼େ ୬ଟା
ମଇଲମ ଓ ତଡ଼ପଲାଗି ସକାଳ…