Browsing Category

ବଜାର

ବଜେଟରେ ଘୋଷଣା ଚାଲିବ ପ୍ରାଇଭେଟ୍‌ ଟ୍ରେନ

ନୂଆଦିଲ୍ଲୀ : ୨୦୩୦ ସୁଦ୍ଧା ଭାରତୀୟ ରେଳବାଇର ଆଧୁନୀକିକରଣ ପାଇଁ ପ୍ରାୟ ୫୦ ଲକ୍ଷ କୋଟି ଟଙ୍କା ଆବଶ୍ୟକ ପଡିବ । ଏତେ ପରିମାଣର ପୁଞ୍ଜିନିବେଶ ସଂଗ୍ରହ ପାଇଁ ଘରୋଇ କ୍ଷେତ୍ରକୁ ମଧ୍ୟ ରେଳବାଇର ବିଭିନ୍ନ ପ୍ରକଳ୍ପରେ ସହଭାଗୀ କରାଯିବ । ଘରୋଇ କମ୍ପାନିମାନଙ୍କୁ ଟ୍ରେନ ଚଳାଇବାକୁ ଅନୁମତି ମିଳିବ…

ବଜେଟରେ କ’ଣ ମହଙ୍ଗା

ନୂଆଦିଲ୍ଲୀ : ୨୦୧୯ କେନ୍ଦ୍ର ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେତେକ ସାମଗ୍ରୀ ଉପରେ କର କମାଇଥିବାବେଳେ କେତେକ ସାମଗ୍ରୀ ଉପରେ କର ବଢାଇଛନ୍ତି । ଦେଶର ଉତ୍ପାଦନ ଶିଳ୍ପକୁ ବଢାଇବାକୁ ସରକାର ଅନେକ ଆମଦାନୀ ସାମଗ୍ରୀ ଉପରେ ସୀମା ଶୁଳ୍କ ବଢାଇଛନ୍ତି । ଫଳରେ ସେ ସବୁ ସାମଗ୍ରୀ ମହଙ୍ଗା…

୨୦୨୨ ସୁଦ୍ଧା ସମସ୍ତ ପରିବାରକୁ ମିଳିବ ଏଲ୍‌ପିଜି

ନୂଆଦିଲ୍ଲୀ .- ୨୦୨୨ ସୁଦ୍ଧା ଭାରତର ସମସ୍ତ ପରିବାରର ଲୋକଙ୍କୁ ଏଲ୍‌ପିଜି ସିଲିଣ୍ଡର ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି । ସାଧାରଣ ବଜେଟର ୨୦୧୯ (ପୂର୍ଣ୍ଣାଙ୍ଗ)ଉପସ୍ଥାପନ ସମୟରେ ଦେଶର ପ୍ରଥମ ପୂର୍ଣ୍ଣାଙ୍ଗ ମହିଳା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ ଏହି ସୂଚା…

ବଜେଟରେ ଘୋଷଣା ଆସିବ ୧,୨,୫,୧୦ ଓ ୨୦ ଟଙ୍କିଆ ନୂଆ କଏନ

ନୂଆଦିଲ୍ଲୀ . - ଭାରତର ପ୍ରଥମ ପୂର୍ଣ୍ଣାଙ୍ଗ ମହିଳା କେନ୍ଦ୍ର ଅର୍ଥ ମନ୍ତ୍ରୀ ମୋଦୀ ସରକାର ୨.୦ର ପ୍ରଥମ ବଜେଟକୁ ଲୋକସଭାରେ ଉପସ୍ଥାପନ କରିଛନ୍ତି । ଏଥିରେ ଅନେକ ନୂଆ ଘୋଷଣା କରାଯାଇଛି । ଏବେ ବଜାରରେ ଅନେକ ପ୍ରକାରର କଏନ୍‌ ପ୍ରଚଳିତ ଥିବା ବେଳେ ପୁଣି ନୂଆ ୧,୨,୫,୧୦ ଓ ୨୦ ଟଙ୍କିଆ ନୂଆ…

୨୦୨୨ ସୁଦ୍ଧା ପ୍ରତି ଘରକୁ ବିଦ୍ୟୁତ ଯୋଗାଇବା ମୋଦୀ ସରକାରଙ୍କ ଲକ୍ଷ୍ୟ: ସୀତାରମଣ

ନୂଆଦିଲ୍ଲୀ: ଆଗାମୀ ୩ ବର୍ଷ ମଧ୍ୟରେ ଦେଶର ସବୁ ଘରକୁ ବିଦ୍ୟୁତ ଯୋଗାଇ ଦିଆଯିବ । ମୋଦୀ ସରକାର ୨୦୨୨ ସୁଦ୍ଧା ଏହି କାମ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ବିଜେପି ନେତୃତ୍ୱରେ ପରିଚାଳିତ ଏନଡିଏ ସରକାରର ୨ୟ କାର୍ଯ୍ୟକାଳରେ ପ୍ରଥମ ବଜେଟ…

ବଜେଟ ୨୦୧୯ : ୨୦୨୪ ସୁଦ୍ଧା ଘର ଘର ଜଳ ଘର ଘର ନଳ

ନୂଆଦିଲ୍ଲୀ .- ଭାରତର ପ୍ରଥମ ପୂର୍ଣ୍ଣାଙ୍ଗ ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ କେନ୍ଦ୍ରୀୟ ବଜେଟକୁ ସଂସଦରେ ଉପସ୍ଥାପନ କରିଛନ୍ତି । ଏଥିପେ ୨୦୪ ସୁଦ୍ଧା ଜଳ ଜୀବନ ମିଶନ୍‌ ଯୋଜନା ଅନୁସାରେ ସବୁ ଘରେ ନଳ ସହ ଜଳ ଯୋଗାଣ କରାଯିବ ବୋଲି ସୂଚନା ଦିଆଯାଇଛି । ଭାରତର ସମସ୍ତ ନାଗରିକଙ୍କୁ…

ବଜେଟ ଉପସ୍ଥାପନା ପୂର୍ବରୁ ମନମୋହନସିଂଙ୍କୁ ଭେଟିଲେ ନିର୍ମଳା ସୀତା ରମଣ

ନୂଆଦିଲ୍ଲୀ . -- କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଥମଥର ପାଇଁ ସାଧାରଣ ବଜେଟକୁ ଉପସ୍ଥାପନ କରିବେ । ଏଥିପାଇଁ ଦିଲ୍ଲୀର ନର୍ଥ ବ୍ଲକରେ ଜୋରସୋରରେ ବଜେଟ ଛାପା କାର୍ୟ୍ୟ ଚାଲିଛି । ମାତ୍ର ଏହା ପୂର୍ବୁର ଅର୍ଥମନ୍ତ୍ରୀ ନିର୍ମଳୀ ସାତାରମଣ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ…

ଓଡିଶାର ଜଗତସିଂହପୁରରେ ପ୍ରତିଷ୍ଠା ହେବ ପ୍ଲାଷ୍ଟିକ ପାର୍କ

ନୂଆଦିଲ୍ଲୀ . - ବୁଧବାର ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ପ୍ରଦାନ କରି କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଡିଭି ସଦାନନ୍ଦ ଗୌଡା ଦେଶବ୍ୟାପୀ ପ୍ଲାଷ୍ଟିକ ପାର୍କ ପ୍ରତିଷ୍ଠା କରାଯିବାର ଯୋଜନା ରହିଛି ବୋଲି ସୂଚନା ପ୍ରଦାନ କରିଛନ୍ତି । ଏହି ଯୋଜନାର ପ୍ରଥମ ଦଫାରେ ଆସାମର ତିନସୁକିଆ,…

ଆର୍ଥିକ ନୀତି-ଭବିଷ୍ୟତ ମାର୍ଗ” ପ୍ରସଙ୍ଗରେ ଅର୍ଥନୀତିଜ୍ଞ ଓ ବିଶେଷଜ୍ଞଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ ପ୍ରସଙ୍ଗରେ ମତ ଉପସ୍ଥାପନ କଲେ ବିଭିନ୍ନ ଗୋଷ୍ଠୀ ନୂଆଦିଲ୍ଲୀ . - ନୀତି ଆୟୋଗଙ୍କ ପକ୍ଷରୁ ଆୟୋଜିତ “ଆର୍ଥିକ ନୀତି-ଭବିଷ୍ୟତ ମାର୍ଗ” ବିଷୟବସ୍ତୁ ଉପରେ ଆୟୋଜିତ ଏକ ବାର୍ତାଳାପ ଅଧିବେଶନରେ୪୦ରୁ ଉର୍ଦ୍ଧ୍ଵ ଅର୍ଥନୀତିଜ୍ଞ ଏବଂ ଅନ୍ୟ ବିଶେଷଜ୍ଞଙ୍କ ସହିତ…

ବଜେଟ୍‌ ପାଇଁ ଏଥର ଥିବା ଆହ୍ୱାନ

ନୂଆଦିଲ୍ଲୀ . - ଭାରତର ଦ୍ରୁତ ଗତିରେ ଅର୍ଥନୈତିକ ଅଭିବୃଦ୍ଧି ଘଟୁଛି । ଏହାର ବାର୍ଷିକ ବଜେଟ୍‌ ପ୍ରସ୍ତୁତ କରିବା ଏକ ଆହ୍ୱାନପୂର୍ଣ୍ଣ କାର୍ଯ୍ୟ । କେଉଁଥିରୁ କେତେ କର ଆଦାୟ ହେବ । ଆୟ କେତେ ବ୍ୟୟ କେତେ । ବିକାଶମୂଳକ କାର୍ଯ୍ୟପାଇଁ ଖର୍ଚ୍ଚ , ବିଭିନ୍ନ ଅନୁଦାନ, ଯୋଜନା , ଏପରି ଅନେକ…