Browsing Category

ବାଣିଜ୍ୟ

ଗୋଦ୍‌ରେଜ୍ ଆପ୍ଲାଏନ୍‌ସେସ୍ ପକ୍ଷରୁ ଏୟାର କୁଲର ବ୍ୟବସାୟର ଯୋଗାଣ ଶୃଙ୍ଖଳ ବ୍ୟବସ୍ଥା ବିକାଶ କାର୍ଯ୍ୟବରାଦ ଡେଲିଭରି…

ଭୁବନେଶ୍ୱର: ସର୍ବଭାରତୀୟ ସ୍ତରରେ ଏୟାର କୁଲର ପାଇଁ ଯୋଗାଣ ଶୃଙ୍ଖଳ ବ୍ୟବସ୍ଥାର ବିକାଶ ଓ ପରିଚାଳନା କରିବାର କାର୍ଯ୍ୟବରାଦକୁ ଗୋଦରେଜ୍ ଆପ୍ଲାଏନ୍‌ସେସ୍ ପକ୍ଷରୁ ଭାରତର ସର୍ବବୃହତ ଲଜିଷ୍ଟିକ୍ସ ସେବା ପ୍ରଦାନକାରୀ ସଂସ୍ଥା ଡେଲିଭରି ଲିମିଟେଡ୍‌କୁ ପ୍ରଦାନ କରାଯାଇଛି । ଏହି ସହଯୋଗିତା

ସାମଗ୍ରିକ ପ୍ରଦର୍ଶନରେ ସୁକିନ୍ଦା କ୍ରୋମାଇଟ୍ ଖଣିକୁ ପ୍ରଥମ ସ୍ଥାନ ସହ ଟାଟା ଷ୍ଟିଲ ମାଇନିଂ ୭ଟି ପୁରସ୍କାରରେ…

ଭୁବନେଶ୍ୱର: ଅଗ୍ରଗାମୀ, ଦୀର୍ଘସ୍ଥାୟୀ ଓ ଲକ୍ଷ୍ୟଭିତ୍ତିକ ପଦକ୍ଷେପ ସହିତ ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼ (ଟିଏସ୍‌ଏମ୍‌ଏଲ୍) ଭୁବନେଶ୍ୱର କ୍ଷେତ୍ରର ଇଣ୍ଡିଆନ୍ ବ୍ୟୁରୋ ଅଫ୍ ମାଇନ୍ସର ପ୍ରତ୍ୟେକ୍ଷ ତତ୍ତ୍ୱାବଧନାରେ ଭୁବନେଶ୍ୱରଠାରେ ଆୟୋଜିତ ୨୪ତମ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ

ଆକ୍ସିସ୍ ବ୍ୟାଙ୍କର ଟିକସ ପରବର୍ତୀ ଲାଭ ତୃତୀୟ ତ୍ରୈମାସିକରେ ୬୨% ବୃଦ୍ଧି ପାଇ ୫,୮୫୩ କୋଟି ଟଙ୍କା

ଭୁବନେଶ୍ୱର: ଭାରତର ତୃତୀୟ ବୃହତମ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି । ଏହି ସମୟରେ ବ୍ୟାଙ୍କ ଟିକସ ପରବର୍ତୀ ଲାଭ ବାର୍ଷିକ ଭିତିରେ ୬୨ ପ୍ରତିଶତ ବୃଦ୍ଧି ପାଇ ୫,୮୫୩ କୋଟି ଟଙ୍କା ହୋଇଛି ଯାହା ୨୦୨୧-୨୨

ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ନୂଆ ଆକ୍ଟିଭା ୨୦୨୩ର ଶୁଭ ଉନ୍ମୋଚନ

ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ଉନ୍ନତ ନୂଆ ଆକ୍ଟିଭା ୨୦୨୩କୁ ଉନ୍ମୋଚନ କରାଯାଇଛି । ନିର୍ଧାରିତ ସମୟ ୨୦୨୩ ଏପ୍ରିଲ୍ ପୂର୍ବରୁ କଂପାନି ଏହାକୁ ଉନ୍ମୋଚନ କରିଛି ।ଏହି ଅବସରରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ପରିଚାଳନା ନିର୍ଦେଶକ, ସଭାପତି

ଏମଇଏମସି ସପ୍ତାହରେ ଟାଟା ଷ୍ଟିଲର ଲୌହ ଓ ମାଙ୍ଗାନିଜ ଖଣି ୧୨ଟି ପୁରସ୍କାରରେ ସମ୍ମାନିତ

ଭୁବନେଶ୍ୱର: ଓଡ଼ିଶାରେ ଟାଟା ଷ୍ଟିଲର ଥିବା ଲୌହ ଓ ମାଙ୍ଗାନିଜ ଖଣିକୁ ଭୁବନେଶ୍ୱରଠାରେ ଇଣ୍ଡିଆନ୍ ବିୟୁରୋ ଅଫ୍ ମାଇନ୍ସ (ଆଇବିଏମ) ତତ୍ତ୍ୱାବଧାନରେ ଆୟୋଜିତ ୨୪ ତମ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ (ଏମଇଏମସି) ସପ୍ତାହ ୨୦୨୨-୨୩ ଅବସରରେ ୧୨ଟି ପୁରସ୍କାରରେ ସମ୍ମାନିତ କରାଯାଇଛି । ଏହି ଅବସରରେ

ଏସ୍‌ବିଆଇ ଲାଇଫ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ୨୦୨୨ ଡିସେମ୍ବର ୩୧ ସୁଦ୍ଧା ୨୧,୫୧୨ କୋଟି ଟଙ୍କାର ନୂଆ ବ୍ୟବସାୟ ପ୍ରିମିୟମ୍…

ଭୁବନେଶ୍ୱର: ଭାରତର ଅଗ୍ରଣୀ ଜୀବନ ବୀମା କଂପାନି ଏସ୍‌ବିଆଇ ଲାଇଫ୍ ଇନସ୍ୟୁରାନ୍ସ ୨୦୨୨ ଡିସେମ୍ବର ୩୧ ସୁଦ୍ଧା ଶେଷ ସମୟରେ ୨୧,୫୧୨ କୋଟି ଟଙ୍କାର ନୂଆ ବ୍ୟବସାୟ ପ୍ରିମିୟମ୍ ହାସଲ କରିଛି ଯାହା ୨୦୨୧ ଡିସେମ୍ବର ସୁଦ୍ଧା ୧୮,୭୯୧ କୋଟି ଟଙ୍କା ଥିଲା । ଏହି ସମୟରେ କଂପାନିର ନିୟମିତ ପ୍ରିମିୟମ୍

ଆଇଡିିବିଆଇ ବ୍ୟାଙ୍କର ୨୦୨୨-୨୩ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକରେ ନିଟ୍ ଲାଭ ୯୨୭ କୋଟି ଟଙ୍କା

ଭୁବନେଶ୍ୱର: ୨୦୨୨ ଡିସେମ୍ବର ୩୧ ସୁଦ୍ଧା ଶେଷ ତ୍ରୈମାସିକରେ ଆଇଡିବିଆଇ ବ୍ୟାଙ୍କର ନିଟ ଲାଭ ୬୦ ପ୍ରତିଶତ ବୃଦ୍ଧି ପାଇ ୯୨୭ କୋଟି ଟଙ୍କା ହୋଇଛି । ଗତ ଆର୍ଥିକ ବର୍ଷର ଏହି ତ୍ରୈମାସିକରେ ବ୍ୟାଙ୍କର ନିଟ୍ ଲାଭ ୫୭୮ କୋଟି ଟଙ୍କା ଥିଲା । ଆଇଡିବିଆଇ ବ୍ୟାଙ୍କର ଅପରେଟିଂ ଲାଭ ବର୍ଷକୁ ବର୍ଷ

ଏକ ଜୀବନ ବୀମା ସହ ଆପଣଙ୍କ ଶିଶୁର ଆର୍ଥିକ ଭବିଷ୍ୟତକୁ ସୁରକ୍ଷିତ ରଖନ୍ତୁ

ଭୁବନେଶ୍ୱର: ଅଭିଭାବକ ଭାବେ ଆପଣ ନିଜ ପିଲାଙ୍କୁ ସର୍ବଦା ଶ୍ରେଷ୍ଠ ପ୍ରଦାନ କରିବାକୁ ଉଦ୍ୟମ କରନ୍ତି । ଖାଦ୍ୟ, ପୋଷାକ, ଶିକ୍ଷା ଆଦି ଭଳି ସେମାନଙ୍କ ମୌଳିକ ଆବଶ୍ୟକତାକୁ ଆପଣ ନିଶ୍ଚିତ କରୁଥିବା ବେଳେ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟର ଯତ୍ନ ନେବା ଲାଗି ତାଙ୍କର ଆର୍ଥିକ ଭବିଷ୍ୟତକୁ

ବନ୍ଧନ ବ୍ୟାଙ୍କ୍ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷର ତୃତୀୟ ତୈମାସିକରେ ମୋଟ ବ୍ୟବସାୟ ୨ ଲକ୍ଷ କୋଟି ଟଙ୍କା ଟପିଲା

ଲୋନ୍ ବୁକ୍ ବର୍ଷକୁ ବର୍ଷ ୧୧%% ବୃଦ୍ଧି ସହ ୯୭,୭୮୭ କୋଟି ଟଙ୍କା ମୋଟ ଜମା ବର୍ଷକୁ ବର୍ଷ ୨୧% ବୃଦ୍ଧି ସହ ୧,୦୨,୨୮୩ କୋଟି ଟଙ୍କା ହାଉସିଂ ଫାଇନାନ୍ସ ବୁକ୍‌ରେ ୨୮% ବୃଦ୍ଧି କାସା ଅନୁପାତ ହେଉଛି ୩୬.୪% ମୋଟ ଜମାରେ ରିଟେଲ୍‌ର ଭାଗ ୬୯%ଭୁବନେଶ୍ୱର: ବନ୍ଧନ ବ୍ୟାଙ୍କ୍ ପକ୍ଷରୁ ୨୦୨୨-୨୩

କୋଟେକ୍ସ ପକ୍ଷରୁ କୋଟେକ୍ସ ପ୍ରୋହେଲ୍‌ଥ+ର ଶୁଭାରମ୍ଭ

ଭୁବନେଶ୍ୱର: କିମ୍ବର୍ଲି କ୍ଲାର୍କର ବ୍ରାଣ୍ଡ୍ କୋଟେକ୍ସ ପକ୍ଷରୁ କୋଟେକ୍ସ ପ୍ରୋହେଲ୍‌ଥ+ ସାନିଟାରି ପ୍ୟାଡ୍‌ର ଶୁଭାରମ୍ଭ କରାଯାଇଛି । ଋତୁଶ୍ରାବ ସମୟରେ ସୁସ୍ଥକର ସୁରକ୍ଷାକୁ ନିଶ୍ଚିତ କରିବା ଲାଗି କଂପାନି ଏହି ସଦ୍ୟତମ ଉତ୍ପାଦର ବିକାଶ କରିଛି । ଏହା ଜରିଆରେ କଂପାନି ଏହା ଜଣାଇବାକୁ