Browsing Category

ଆଶାର ଆଲୋକ

ପୃଥିବୀ ପରି ମଙ୍ଗଳ ଗ୍ରହରେ ରହିଛି ଏ ସହୁ ଜିନିଷ ଦେଖନ୍ତୁ ଭିଡିଓ

ପୃଥିବୀ ପରି ମଙ୍ଗଳ ଗ୍ରହରେ ରହିଛି ମରୁଭୂମି, ସୌରମଣ୍ଡଳର ସବୁଠାରୁ ବଡ ପର୍ବତ, ଆଗ୍ନେୟଗିରି ଏହା ଅକ୍ଷ ଚାରିପଟେ ଘୂର୍ଣ୍ଣନ ସମୟ ମଧ୍ୟ ପୃଥିବୀ ସହ ସମାନ ଦେଖନ୍ତୁ ଏହି ଭିଡିଓରେ https://youtu.be/skNhWRDaW5k https://youtu.be/skNhWRDaW5k

ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ୨୦୨୨ ଡିସେମ୍ବରରେ ୨୫୦,୧୭୧ ଗାଡ଼ି ବିକ୍ରି

ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ସକାରାତ୍ମକ ଢଙ୍ଗରେ ୨୦୨୨ ବର୍ଷକୁ ଶେଷ କରିଛି । କଂପାନି ପକ୍ଷରୁ ୨୦୨୨ ଡିସେମ୍ବର ବିକ୍ରି ତଥ୍ୟକୁ ଘୋଷଣା କରାଯାଇଛି । ଏହି ମାସରେ କଂପାନିର ବିକ୍ରି ୨୫୦,୧୭୧ଟି ଗାଡ଼ି ରହିଛି । ସେଥିରେ ଦେଶ ଭିତରେ କଂପାନି

Video- ଓଡ଼ିଶାର ଏହିସ୍ଥାନରେ ଥିଲା ତନ୍ତ୍ର ବିଶ୍ୱବିଦ୍ୟାଳୟ ଦେଖନ୍ତୁ ଭିଡିଓ

ପୁରାତନ କାଳରେ ଓଡିଶା ତନ୍ତ୍ର ସାଧନା ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିଲା ଏଠାରେ ଅନେକ ତନ୍ତ୍ରପୀଠ ରହିଥିଲା । ଓଡିଶାର ଯାଜପୁର ବିରଜା, ପୁରୀ ବିମଳା. ତାରାତାରେଣୀ ପୀଠ ମାଙ୍କର ଶକ୍ତି ପୀଠ । ଏହା ସହ ମା ସମଲେଶ୍ୱରୀ ପାଟଣେଶ୍ୱରୀ, କିଂଚିରେ ମା କିଚେକେଶ୍ୱରୀ , କାକଟପୁର

ଟାଟା ଷ୍ଟିଲ ଫାଉଣ୍ଡେସନ୍ ଦ୍ୱାରା ପ୍ରୋତ୍ସାହିତ ଗୃହଲକ୍ଷ୍ମୀ ସମବାୟ ସଂସ୍ଥାର ୧୯୫୦ ସଦସ୍ୟତା ହାସଲ

ନରେନ୍ଦ୍ରପୁର, ଡିସେମ୍ବର ୧୫, ୨୦୨୨: ଟାଟା ଷ୍ଟିଲ ଫାଉଣ୍ଡେସନ୍‌, ମେରାମଣ୍ଡଳୀର ଅନ୍ୟତମ ପ୍ରମୁଖ ଜୀବିକା କାର୍ଯ୍ୟକ୍ରମ ମହିଳା ସଶକ୍ତିକରଣ ଏବଂ ଉଦ୍ୟମିତା ପ୍ରକଳ୍ପ (ଡବ୍ଲୁଇଇ) ଅନ୍ତର୍ଗତ ଗୃହଲକ୍ଷ୍ମୀ ସମବାୟ ସଂସ୍ଥା ପକ୍ଷରୁ ଏହାର ତୃତୀୟ ବାର୍ଷିକ ସାଧାରଣ ସଭା ଢେଙ୍କାନାଳ ଜିଲ୍ଲା

ଆଲ୍‌କେମିକ୍ ସୋନିକ୍ ଏନ୍‌ଭାର୍ଣ୍ଣମେଂଟ୍‌ର ପ୍ରତିଷ୍ଠାତା ସତ୍ୟା ହିନ୍ଦୁଜାଙ୍କ ପକ୍ଷରୁ ସ୍ୱର ଜରିଆରେ ମାନସିକ…

ଭୁବନେଶ୍ୱର: ଆଲ୍‌କେମିକ୍ ସୋନିକ୍ ଏନଭାର୍ଣ୍ଣମେଂଟ୍ (ଏଏସ୍‌ଇ)ର ପ୍ରତିଷ୍ଠାତା ସତ୍ୟା ହିନ୍ଦୁଜାଙ୍କ ପକ୍ଷରୁ ସ୍ୱରକୁ ବ୍ୟବହାର କରି ମାନସିକ ସ୍ୱାଧୀନତା ଏବଂ ସ୍ୱାସ୍ଥ୍ୟ ଲାଗି ପଥ ପ୍ରଦର୍ଶନ କରିବା ନିମନ୍ତେ ଏକ ଆଲୋଚନା କାର୍ଯ୍ୟକ୍ରମ ଆୟୋଜନ କରାଯିବ । ସେଂଟର ଫର ନ୍ୟୁରୋଆକୋଷ୍ଟିକ୍

ସୂର୍ଯ୍ୟୋପରାଗ ପାଇଁ ରାଜ୍ୟ ସରକାର ଆଜି ଛୁଟି ଘୋଷଣା କରିଛନ୍ତି

ଆଜି କେତୁଗ୍ରସ୍ତ ଖଣ୍ଡଗ୍ରାସ ସୂର୍ଯ୍ୟପରାଗ । ଏଥିଲାଗି ଆଜି ଭୋର୍‍ ୪ଟା୫୭ମିନିଟରୁ ପାକତ୍ୟାଗ ଓ ଦେବନୀତି ନିଷେଧ ରହିଛି । ଅପରାହ୍ଣ ୪ଟା୫୬ ମିନିଟ୍‍ ୫୨ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ଓ ସଂଧ୍ୟା ୬ଟା ୨୬ ମିନିଟ୍‍୫୨ ସେକେଣ୍ଡରେ ମୋକ୍ଷ ହେବ ବୋଲି ଜଣାପଡିଛି । ସୂର୍ଯ୍ୟୋପରାଗଯୋଗୁଁ

ପ୍ରଥମ ବ୍ରିଟିଶ ଭାରତୀୟ ବଂଶୋଦ୍ଭବ ରୁଷି ସୁନାକ ବ୍ରିଟେନର
ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

ପ୍ରଥମ ବ୍ରିଟିଶ ଭାରତୀୟ ବଂଶୋଦ୍ଭବ ରୁଷି ସୁନାକ ବ୍ରିଟେନରପରବର୍ତ୍ତୀ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବେ । ଆଜି ସକାଳେ ସେବଙ୍କିଙ୍ଗ୍‍ହାମ୍‍ ପ୍ୟାଲେସ୍‍ରେ କିଙ୍ଗ ଚାର୍ଲସ୍‍ଙ୍କୁ ସାକ୍ଷାତ କରିବା ପରେ ଏହିପଦରେ ଅଭିଷିକ୍ତ ହେବେ । ସେଠାକାର ବିଦାୟୀ ପ୍ରଧାନମନ୍ତ୍ରୀ ଲିଜ୍‍ ଟ୍ରସ୍‍ଆଜି

ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତାକାଲିଠାରୁ ମା’ କାଳୀଙ୍କ ପୂଜା
ଆରମ୍ଭ ହେବ

ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତାକାଲିଠାରୁ ମା’ କାଳୀଙ୍କ ପୂଜା ଆରମ୍ଭ ହେବ । ଏଥିପାଇଁ ଭଦ୍ରକ ଜିଲ୍ଲାରେ ବିଶେଷ ପ୍ରସ୍ତୁତି ହୋଇଛି ।ଜିଲ୍ଲାର ଭଦ୍ରକାଳୀ ସାହି, ଆହରପଦାର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ ମହାଯଜ୍ଞ ଗୀତା ଯଜ୍ଞ ହେବା ସହ ଦୀପାବଳିଠାରୁ କାଳୀପୂଜା ଅନୁଷ୍ଠିତ