ପୁରାତନ କାଳରେ ଓଡିଶା ତନ୍ତ୍ର ସାଧନା ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିଲା ଏଠାରେ ଅନେକ ତନ୍ତ୍ରପୀଠ ରହିଥିଲା । ଓଡିଶାର ଯାଜପୁର ବିରଜା, ପୁରୀ ବିମଳା. ତାରାତାରେଣୀ ପୀଠ ମାଙ୍କର ଶକ୍ତି ପୀଠ । ଏହା ସହ ମା ସମଲେଶ୍ୱରୀ ପାଟଣେଶ୍ୱରୀ, କିଂଚିରେ ମା କିଚେକେଶ୍ୱରୀ , କାକଟପୁର ମଙ୍ଗଳା ଏହି ପରି ଅନେକ ଶକ୍ତି ପୀଠ ରହିଛି । ହେଲେ ଓଡ଼ିଶାରେ ଅନେକ ତନ୍ତ୍ର ପୀଠ , ଏହାର ବିଶ୍ୱ ବିଦ୍ୟାଳୟ ଥିଲା । ଭୁବନେଶ୍ୱର ନିକଟସ୍ଥ ହୀରପୁରର ଚୌଷଠୀ ଯୋଗିନୀ ମନ୍ଦିରରେ ତନ୍ତ୍ର ସାଧନା କରାଯାଉଥିଲା । ଏବେ ବି ସ୍ଥାନୀୟ ଲୋକ ବିଶ୍ୱାସ କରନ୍ତି ଏଠାରେ ଯୋଗିନୀ ରାତିରେ ମାନବୀ ରୂପ ଧରି ବିଚରଣ କରନ୍ତି ।
ଏହି ଭିଡିଓ ଦେଖିଲେ ଅଧିକ ତଥ୍ୟ ପାଇବେ
ହେଲେ ବଲାଙ୍ଗୀର ବଙ୍ଗମୁଣ୍ଡାରେ ଥିବା ଚୌଷଠୀ ଯୋଗିନୀ ମନ୍ଦିର ଥିଲା ତନ୍ତ୍ର ବିଶ୍ୱବିଦ୍ୟାଳୟ । ଏଠାକୁ ଦେଶ ବିଦେଶରୁ ଛାତ୍ର ଆସୁଥିଲେ ତନ୍ତ୍ର ବିଦ୍ୟାସାଧନା ଶିଖିବା ପାଇଁ । ପ୍ରଥମେ ସେମାନେ ପରୀକ୍ଷା ଦେବାକୁ ପଡୁଥିଲା । ପରୀକ୍ଷାରେ ସେମାନଙ୍କୁ ତନ୍ତ୍ର ବ୍ୟହ୍ୟ ଭିତରକୁ ପ୍ରବେଶ କରିବା ପାଇଁ ପଡୁଥିଲା ।
ସେଥିରେ ଉତ୍ତୀର୍ଣ୍ଣ ହେଲେ ସେମାନେ ତନ୍ତ୍ର ଶିକ୍ଷା ଛାତ୍ର ପାଇଁ ସକ୍ଷମ ହେଉଥିଲେ । ଏହି ସାଧନା ଏତେ ସହଜ ନଥିଲା । ଦେବୀଙ୍କର ଅତି ଭୟଙ୍କର ରୂପ ଦେଖିବା ପାଇଁ ମିଳୁଥିଲା । ସାଧକ ବିଚଳିତ ନହେଲେ ଶେଷରେ ଦେବୀଙ୍କର କମନୀୟ ରୂପ ଦେଖୁଥିଲେ । ତଳ ଲିଙ୍କ୍ରେ କ୍ଲିକ୍ କରି ଦେଖନ୍ତୁ ଅଧିକ ରିପୋର୍ଟ
https://www.youtube.com/watch?v=wiT2voXE3TA
Comments are closed, but trackbacks and pingbacks are open.