Browsing Category

ଆଶାର ଆଲୋକ

ସବୁଜ ଦୀପାବଳି ସୁସ୍ଥ ଦୀପାବଳୀ ଅଭିଯାନର ଶୁଭାରମ୍ଭ

ନୂଆଦିଲ୍ଲୀ . - ବାୟୁ ପ୍ରଦୂଷଣ ଏବେ ସାରା ଦେଶରେ ଗମ୍ଭୀର ସମସ୍ୟା ସୃଷ୍ଟି କରିଛି । ବିଶେଷ କରି ଦେଶର ଉତ୍ତର ଭାଗରେ ଏହା ଏଭଳି ଗୁରତର ସ୍ତରରେ ପହଞ୍ଚିଛି ଯେ ସେଥିପାଇଁ ଜନସାଧାରଣଙ୍କୁ ଶୀତ ଦିନେ ମାସ ମାସ ଧରି ଜଟିଳ ସଂକଟର ସମ୍ମୁଖୀନ ହେବାକୁ ପଡ଼ୁଛି । ଉତ୍ତର ଭାରତରେ ସୃଷ୍ଟ ବାୟୁ…

ଦେଶରେ ନିର୍ମିତ ହୋଇଥିବା ଟ୍ୟାଙ୍କ ବିଧ୍ୱଂସକାରୀ,ଏମପିଏଟିଜିଏମର ଦ୍ୱିତୀୟ ଉଡାଣ ପରୀକ୍ଷଣ ସଫଳ

ନୂଆଦିଲ୍ଲୀ .- ସ୍ୱଦେଶୀ ରୂପରେ ନିର୍ମିତ ମ୍ୟାନ ପୋର୍ଟେବୁଲ ଆଣ୍ଟି ଟ୍ୟାଙ୍କ ଗାଇଡେଡ କ୍ଷପଣାସ୍ତ୍ରର ଦ୍ୱିତୀୟ ଉଡାଣକୁ ଆଜି ଅହମ୍ମଦନଗରରେ ସଫଳତାପୂର୍ବକ ପରୀକ୍ଷଣ କରାଯାଇଛି । ଏଥିରେ ମିଶନର ସମସ୍ତ ଉଦ୍ଦେଶ୍ୟକୁ ପୂରଣ କରାଯାଇଛି । ୨୦୧୮ ସେପ୍ଟେମ୍ବର ୧୫ ଓ ୧୬କୁ ଦୁଇ ମିଶନର ଅଧିକତମ ରେଂଜ…

ତାଳଚେରରେ ୧୩ ହଜାର କୋଟି ଟଙ୍କାର କୋଇଲା ବାଷ୍ପୀକରଣ ଓ ଗ୍ୟାସ ଆଧାରିତ ସାର କାରଖାନା ପୁନରୁଦ୍ଧାର କାର୍ୟ୍ୟକ୍ରମର…

• ୩୬ ମାସରେ ସଂପୂର୍ଣ୍ଣ ହେବ ନିର୍ମାଣ କାର୍ୟ୍ୟ • ବିଦେଶରୁ ସାର ଆମଦାନୀ ହ୍ରାସ ସହ ସଞ୍ଚୟ ହେବ ବୈଦେଶିକ ମୁଦ୍ରା • ତାଳଚେରକୁ ବୀରଭୂମି ବର୍ଣ୍ଣନା କଲେ ନରେନ୍ଦ୍ର ମୋଦୀ • ତାଳଚେର, ଗୋରଖପୁର, ସିନ୍ଦ୍ରୀ, ରାମଗୁଣ୍ଡମ, ବରୌଣୀ ସାର କାରଖାନା ହେବ ରାଷ୍ଟ୍ର ନିର୍ମାଣର ଅଂଶବିଶେଷ •…

୨୦୨୨ ସୁଦ୍ଧା କୃଷକମାନଙ୍କ ଆୟ ଦ୍ୱିଗୁଣିତ ହେବ

ନୂଆଦିଲ୍ଲୀ . - ୨୦୨୨ ସୁଦ୍ଧା କୃଷକମାନଙ୍କ ଆୟ ଦ୍ୱିଗୁଣିତ କରିବା ଲାଗି ସରକାର ପ୍ରତିବଦ୍ଧ । ଉତ୍ପାଦକତା ବୃଦ୍ଧି, ଚାଷ ବାବଦ ବ୍ୟୟ ହ୍ରାସ ଏବଂ ବଜାର ବ୍ୟବସ୍ଥା ସମେତ ଫସଲ ପରବର୍ତ୍ତୀ ପରି ପରିଚାଳନାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ବିଭିନ୍ନ ବଜାର ସଂସ୍କାର କାର୍ୟ୍ୟକାରୀ…

ବାହ୍ୟ ମହାକାଶ ଗବେଷଣା ଓ ଶାନ୍ତିପୂର୍ଣ୍ଣ ଉପଯୋଗ କ୍ଷେତ୍ରରେ ଭାରତ – ଦକ୍ଷିଣ ଆଫ୍ରିକା ସହଯୋଗ ବୁଝାମଣା

ନୂଆଦିଲ୍ଲୀ . - ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟରେ ବାହ୍ୟ ମହାକାଶର ଅନୁସନ୍ଧାନ ଏବଂ ଉପଯୋଗ କ୍ଷେତ୍ରରେ ସହଯୋଗ ଲାଗି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ବିଷୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟଙ୍କୁ ଅବଗତ କରାଯାଇଥିଲା ।…

ଦେଶର ପ୍ରଥମ ‘ନ୍ୟାସନାଲ ସ୍କଲାରସିପ୍ ପୋର୍ଟାଲ ମୋବାଇଲ ଆପ୍’ର ଆରମ୍ଭ।

ନୂଆଦିଲ୍ଲା  --  ଦେଶର ପ୍ରଥମ ‘ନ୍ୟାସନାଲ ସ୍କଲାରସିପ୍ ପୋର୍ଟାଲ ମୋବାଇଲ ଆପ୍’ର ଆରମ୍ଭ ହୋଇଛି ।କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତରା ଆବାସ ନକଭୀ ଏହାର ଉଦ୍‌ଘାଟନ କରିଛନ୍ତି  । ଏହି ଅବସରରେ ନକଭୀ କହିଲେ ଯେ, ଏହି ଆପ୍ ଗରିବ ଓ ଦୁର୍ବଳ ବର୍ଗର ଛାତ୍ରଛାତ୍ରୀମାନେ ଯେପରି ସହଜରେ…

ବନ୍ୟା ପ୍ରଭାବିତ କେରଳରେ ସିବିଏସଇ ଛାତ୍ରମାନଙ୍କୁ ଡିଜିଟାଲ  ସାର୍ଟିଫିକେଟ ଓ ମାର୍କସିଟ ଦିଆଯିବ

ନୂଆଦିଲ୍ଲୀ.- କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଏହାଦ୍ୱାରା ମାନ୍ୟତା ପ୍ରାପ୍ତ ବିଦ୍ୟାଳୟର ସେହି ଛାତ୍ରମାନଙ୍କ ପାଇଁ ବିଶେଷ ସୁବିଧା ରୂପେ ଡିଜିଟାଲ ପ୍ରମାଣପତ୍ର ଏବଂ ଅଙ୍କ ତାଲିକା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛି ଯେଉଁମାନଙ୍କର ବୋର୍ଡ ପରୀକ୍ଷାର କାଗଜପତ୍ର ଯେପରିକି…

ପୁରୁଷ ଟ୍ରିପଲ ଜମ୍ପରେ ସ୍ଵର୍ଣ୍ଣ ପଦକ ବିଜେତା ଅର୍ପିନ୍ଦର ସିଂଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ.-ଇଣ୍ଡୋନେସିଆର ଜାକର୍ତ୍ତା-ପାଲେମବଙ୍ଗଠାରେ ଚାଲିଥିବା ଅଷ୍ଟାଦଶ ଏସୀୟ କ୍ରୀଡାର ପୁରୁଷ ଟ୍ରିପଲ ଜମ୍ପରେ ସ୍ଵର୍ଣ୍ଣ ପଦକ ବିଜେତା ଅର୍ପିନ୍ଦର ସିଂଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି । “ପ୍ରତିଭାସମ୍ପନ୍ନ ଏବଂ କଠିନ ପରିଶ୍ରମୀ…

ଗଗନଯାନରେ ୨୦୨୨ରେ  ମହାକାଶକୁ ଯିବେ ତିନି ଭାରତୀୟ, ୨୦୧୯ ଜାନୁଆରୀ ଚନ୍ଦ୍ରକୁ ଯିବ ଚନ୍ଦ୍ରଯାନ-୨

ପ୍ରଧାନମନ୍ତ୍ରୀଙ୍କ ଉକ୍ତିକୁ ଦୋହରାଇଲେ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ୧୦୦୦୦ କୋଟି ଟଙ୍କାର ପ୍ରକଳ୍ପ ଭାରତୀୟ ମହାକାଶ ଗବେଷଣାର ମୋଡ଼ ବଦଳାଇବ ମହାକାଶ ଅଭିଯାନ ସକାଶେ ସକଳ ପ୍ରକାର ଇଞ୍ଜିନିୟରିଂ ଉପକରଣ ପ୍ରସ୍ତୁତ ୨୦୧୯ ଜାନୁଆରୀ ସୁଦ୍ଧା…

୨୦ ବର୍ଷୀୟ ନୀରଜ ଏସୀୟ କ୍ରୀଡାର ଇତିହାସରେ ପ୍ରଥମ ଥର ପାଇଁ ଦେଶ ପାଇଁ ଜାଭେଲିନ୍‌ ଥ୍ରୋରେ ଜିତିଲେ ସ୍ୱର୍ଣ୍ଣ

ଜାକାର୍ତ୍ତା.- ୨୦ ବର୍ଷିୟ ନୀରଜ ଭାରତ ପାଇଁ ଏସୀୟ କ୍ରୀଡାରେ ସ୍ୱର୍ଣ୍ଣପଦକ ଜିତିଛନ୍ତି । ସେ ଜାଭଲିନ୍‌ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।  ଇଣ୍ଡୋନେସିଆରରେ ଜାକାର୍ତ୍ତାରେ ଚାଲିଥିବା ଏସୀୟ କ୍ରୀଡାରେ ସେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୮୮.୦୬ ମିଟର ଜାଭେଲିନ୍‌ ଫିଙ୍ଗି ସେ ପ୍ରଥମ…