ବୁଦ୍ଧ ହେଉଛନ୍ତି ମାନବତାକୁ ବୁଝିବାର ଏକ ଶ୍ରେଷ୍ଠ ମାଧ୍ୟମ – ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଭାରତ ଓ ନେପାଳ ମଧ୍ୟରେ ବନ୍ଧୁତା ଏବଂ ନିବିଡ଼ ସଂପର୍କ ବିଶ୍ୱର ସମସ୍ତ ମାନବ ଜାତିର କଲ୍ୟାଣ ସାଧନ ସହିତ ଓ ସାଂପ୍ରତିକ ବିଶ୍ୱ ସମସ୍ୟାର ସମାଧାନ ଦିଗରେ ସହାୟକ ହେବ । ଗତକାଲି ନେପାଳର ଲୁମ୍ବିନିଠାରେ ବୁଦ୍ଧପୂର୍ଣ୍ଣିମା ଅବସରରେ ଆୟୋଜିତ!-->…