ଗୈରିକ ଆତଙ୍କବାଦ ସତ ନା ଷଡ଼ଯନ୍ତ୍ର ?
କଣ ସ୍ୱାମୀ ଅସୀମାନନ୍ଦ ଓ କର୍ଣ୍ଣେଲ ପୁରୋହିତ ଓ ତାଙ୍କ ସହଯୋଗୀମାନେ ଦେଶରେ ହିନ୍ଦୁ ଆତଙ୍କବାଦ କାମରେ ଲିପ୍ତ ଥିଲେ ? କଣ ହାଇଦ୍ରାବାଦର ମକ୍କା ମସଜିଦ, ସମଝୌତା ଏକ୍ସପ୍ରେସ ବିସ୍ଫୋରଣ କାଣ୍ଡରେ ହିନ୍ଦୁ ଆତଙ୍କବାଦୀମାନଙ୍କ ହାତ ଥିଲା ? ଏସବୁ କଥା ସତ ବୋଲି ଆମେ ଗତ ପ୍ରାୟ ଏକ ଦଶନ୍ଧି ଧରି…