ମଣିଷ ଶରୀରର ଏକ ଗୁରୁତ୍ୱ ପୂର୍ଣ୍ଣ ଅଙ୍ଗ ହେଉଛି ବୃକକ ବା କିଡନୀ । ବଞ୍ଜି ରହିବା ପାଇଁ ପାଣିର ଆବଶ୍ୟକତା ରହିଛି । ରକ୍ତରୁ ୟୁରିଆ ଓ ଅନ୍ୟ ବର୍ଜ୍ୟ ବସ୍ତୁକୁ କିଡନୀ ପରିଷ୍କାର କରିଥାଏ । ଶରୀରରେ ବିଭିନ୍ନ ଆବଶ୍ୟକୀୟ ଲବଣ ମାତ୍ରାର ସନ୍ତୁଳନ ରକ୍ଷା କରେ , ନିମ୍ନ ଲିଙ୍କରେ କିଡନୀର କାର୍ଯ୍ୟ ପ୍ରଣାଳୀ ବର୍ଣ୍ଣନା କରାଯାଇଛି ।