Browsing Tag

PURI

ପୁରୀ ବାଣ ବିସ୍ଫୋରଣ ଏହି ସବୁ ସୁରକ୍ଷା ତ୍ରୁଟି – ଚାଲିଗଲା ୩ ଅମୂଲ୍ୟ ଜୀବନ , ୨୫ ଚିକିତ୍ସିତ

ନିଶ୍ଚିତ! ବାଣ ବା ଫାୟରଓ୍ୱାର୍କ୍ସ ସହ ଜଡ଼ିତ କାର୍ଯ୍ୟକ୍ରମ ସମୟରେ ନିରାପତ୍ତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଠାରେ କିଛି ଜରୁରୀ ନିରାପତ୍ତା ଉପାୟ ଉପରେ ବିଚାର କରିବାକୁ ପଡିବ: ଲାଇସେନ୍ସପ୍ରାପ୍ତ ପେସାଦାର: ବାଣ ପ୍ରଦର୍ଶନ ପରିଚାଳନା ପାଇଁ ସର୍ବଦା ଲାଇସେନ୍ସପ୍ରାପ୍ତ ପେସାଦାର

ରାଜ୍ୟର ବିଭିନ୍ନ ଜିଲ୍ଲାରେ କେମିତି ପାଳନ ହୋଇଛି ଦଶହରା ଜାଣନ୍ତୁ

ସାରା ରାଜ୍ୟରେ ଅତ୍ୟନ୍ତ ଶ୍ରଦ୍ଧା, ଭକ୍ତି ଓ ନିଷ୍ଠାର ସହ ଦଶହରାପାଳନ କରାଯାଉଛି । ଦଶହରା ଲାଗି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁପାରମ୍ପରିକରୀତି ମତେ ରାଜାଧିରାଜ ବା ସୁନାବେଶରେ ସଜ୍ଜିତ କରାଯିବାନୀତି ସମ୍ପନ୍ନ ହୋଇଛି । ପବିତ୍ର ବିଜୟା ଦଶମୀ ଅବସରରେ ସମଗ୍ର ସୁବର୍ଣ୍ଣପୁର

ଶ୍ରୀକ୍ଷେତ୍ର ପୁରୀରେ ଆଜି ପ୍ରସିଦ୍ଧ ଗୋସାଣୀଯାତ ଅନୁଷ୍ଠିତ ହେଉଛି

ଶ୍ରୀକ୍ଷେତ୍ର ପୁରୀରେ ଆଜି ପ୍ରସିଦ୍ଧ ଗୋସାଣୀଯାତ ଅନୁଷ୍ଠିତ ହେଉଛି । ଷୋଳପୂଜା ପରେ ଦଶହରା ପରଦିନ ଏକାଦଶୀ ତିଥିରେ ସିଂହଦ୍ୱାରସମ୍ମୁଖରେ ଦେବୀମାନଙ୍କର ଯେଉଁ ମେଳଣ ହୁଏ ତାହାକୁ ଗୋସାଣୀଯାତ ବୋଲି କୁହାଯାଇଥାଏ । ପୀଠରେ ବିସର୍ଜନ କରାଯିବା ପରେ ମୃଣ୍ମୟୀ ମୂର୍ତ୍ତିମାନଙ୍କୁ ମେଳଣ ଉଦେଶ୍ୟରେ

ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ସ୍ଥିତି ଯାଞ୍ଚ୍‍ କରିବା ପାଇଁ ଭାରତୀୟ
ପ୍ରତ୍ନତତ୍ତ୍ୱ ବିଭାଗ ଏକ ଚିଠି

ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ସ୍ଥିତି ଯାଞ୍ଚ୍‍ କରିବା ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଏକ ଚିଠି ରାଜ୍ୟ ଆଇନ୍‍ ବିଭାଗ ଓ ଶ୍ରୀମନ୍ଦିର ପ୍ରଶାସନକୁ ଦେଇଥିବା ନେଇ ସୂଚନା ମିଳିବା ପରେ ଏ ସଂପର୍କରେ ପ୍ରତିକ୍ରିୟା ରଖିଛନ୍ତି ଆଇନ୍‍ ମନ୍ତ୍ରୀ ଜଗନ୍ନାଥ ସାରକା । ଏହି ଚିଠି ରାଜ୍ୟ

ଦୀର୍ଘ ଦୁଇ ବର୍ଷ ପରେ ଶ୍ରୀକ୍ଷେତ୍ରରେ କଟକଣା ମୁକ୍ତ ରଥଯାତ୍ରା – ଶ୍ରଦ୍ଧାଳୁଙ୍କ ଯାତାୟାତ ପାଇଁ ୨୦୫ଟି…

ଦୀର୍ଘ ଦୁଇ ବର୍ଷ ପରେ ଶ୍ରୀକ୍ଷେତ୍ରରେ କଟକଣା ମୁକ୍ତ ରଥଯାତ୍ରା ଆୟୋଜନ କରାଯାଉଥିବାରୁ ଶ୍ରଦ୍ଧାଳୁଙ୍କ ଯାତାୟାତ ପାଇଁ ୨୦୫ଟି ସ୍ୱତନ୍ତ୍ର ଟ୍ରେନ୍‍ ପୁରୀକୁ ଚଳାଇବାକୁ ରେଳ ମନ୍ତ୍ରଣାଳୟ ଯୋଜନା ପ୍ରସ୍ତୁତ କରିଛି । ଶ୍ରୀଗୁଣ୍ଡିଚା, ସାନ୍ଧ୍ୟ ଦର୍ଶନ, ବାହୁଡ଼ା ଓ ସୁନାବେଶକୁ ଦୃଷ୍ଟିରେ ରଖି

ଓଡ଼ିଶାରେ ପହଞ୍ଚିଛି କରୋନା ଟିକା – ଏତିକି  ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯାଇ ପାରିବ ଏହି ଟିକା

ବହୁ ପ୍ରତୀକ୍ଷାର ଅନ୍ତ ଘଟି ଶେଷରେ ଆମ ରାଜ୍ୟରେ  ମଙ୍ଗଳବାରରେ  ପହଞ୍ଚିଛି କୋଭିସିଲ୍ଡ କରୋନା ଟିକା । ଆଜି ଅପରାହ୍ନରେ ପୁଣେରୁ ଏକ ସ୍ୱତନ୍ତ୍ର ଘରୋଇ ବିମାନରେ ଏହି ଟିକା ସବୁ ଅଣାଯାଇଛି । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଇଥିଲା । ସୁରକ୍ଷା ବ୍ୟବସ୍ଥା ଭିତରେ ଟିକାଗୁଡ଼ିକୁ…

କୋଭିଡ୍‍ କଟକଣା ମଧ୍ୟରେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ଖୋଲିଛି

କୋଭିଡ୍‍ କଟକଣା ମଧ୍ୟରେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ  ଖୋଲିଛି  । ସେହିପରି ଇଞ୍ଜିନିୟରିଂ କଲେଜ, ଓୟୁଏଟି ଏବଂ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଆଜିଠାରୁ ପାଠପଢ଼ା ଆରମ୍ଭ ହୋଇଛି । ୨୦୨୦-୨୧ ଶିକ୍ଷାବର୍ଷର ୟୁଜି ଏବଂ ପିଜିର ଶେଷବର୍ଷ…

ପ୍ରଧାନମନ୍ତ୍ରୀଙ୍କ ମତ୍ସ୍ୟ ସମ୍ପଦ ଯୋଜନା ଏକ ଯୁଗାନ୍ତକାରୀ ଏବଂ ଦୂରଦୃଷ୍ଟିସମ୍ପନ୍ନ ତଥା ଐତିହାସିକ ପଦକ୍ଷେପ

ଦେଶର ମତ୍ସ୍ୟଜୀବୀମାନଙ୍କ ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରିବାପାଇଁ ପ୍ରଧାନମନ୍ତ୍ରୀଙ୍କ ମତ୍ସ୍ୟ ସମ୍ପଦ ଯୋଜନା ଏକ ଯୁଗାନ୍ତକାରୀ ଏବଂ ଦୂରଦୃଷ୍ଟିସମ୍ପନ୍ନ ତଥା ଐତିହାସିକ ପଦକ୍ଷେପ ବୋଲି କେନ୍ଦ୍ର ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଛନ୍ତି  ।…

ଟିକାକରଣ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ- ପ୍ରଥମ ପର୍ଯ୍ୟାୟରେ ଏଥିପାଇଁ କୌଣସି ଖର୍ଚ୍ଚ ରାଜ୍ୟସରକାରମାନଙ୍କୁ କରିବାକୁ…

ବିଶ୍ୱବ୍ୟାପୀ ଦେଖାଦେଇଥିବା ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ଭାରତୀୟ ବୈଜ୍ଞାନିକମାନେ ୨ଟି ଟିକା ବିକଶିତ କରିଛନ୍ତି। ତେବେ ଏହି ଟିକାର ସୁବ୍ୟବସ୍ଥିତ ଟିକାକରଣ ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସିଂ…

ମେ ୩ତାରିଖରୁ ରାଜ୍ୟର ମାଟ୍ରିକ ପରୀକ୍ଷା ଆରମ୍ଭ ହେବ

ଆସନ୍ତା ମେ ୩ତାରିଖରୁ ରାଜ୍ୟର ମାଟ୍ରିକ ପରୀକ୍ଷା ଆରମ୍ଭ ହେବ । ଏହା ୧୫ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିପରି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମେ’୧୫ରୁ ଆରମ୍ଭ ହୋଇ ଜୁନ ୧୧ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଦଶମଶ୍ରେଣୀ ପିଲାମାନଙ୍କର ପ୍ରାକ୍ଟିକାଲ ପରୀକ୍ଷା ଏପ୍ରିଲ ୨୭ରୁ ମେ’ ୨ତାରିଖ…