Browsing Tag

ODISHANEXT

ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ ହେଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ

ଭୁବନେଶ୍ୱର . - ଓଡିଶାର ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ବିଶ୍ୱ ଭୂଷଣ ହରିଚନ୍ଦନଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ବିଶ୍ୱ ଭୂଷଣ ହରିଚନ୍ଦନ ୧୯୭୧ ମସିହାରେ ରାଜନୀତିରେ ଯୋଗଦେଇଥିଲେ ତେବେ…

୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର - ରାଜ୍ୟରେ ଆସନ୍ତା ୪ଦିନ ଧରି ବର୍ଷା ଲାଗି ରହିବା ସହ ପଶ୍ଚିମ, ଦକ୍ଷିଣଓଡ଼ିଶାରେ କୋହଲା ପାଗ ରହିବ ଏବଂ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ଓଡ଼ିଶାରେ ବଡ ବର୍ଷାର ଆଶଙ୍କା ନାହିଁ…

କଟକରେ କମନ୍‌ଓ୍ୱେଲଥ୍‌ ଟେବୁଲ ଟେନିସ୍‍ ପ୍ରତିଯୋଗିତା ଉଦ୍‌ଘାଟିତ

କଟକ- କଟକରେ କମନ୍‌ଓ୍ୱେଲଥ୍‌ ଟେବୁଲ ଟେନିସ୍‍ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ଜବାହରଲାଲ ନେହେରୁ ଇନ୍‍ଡୋର ଷ୍ଟାଡିୟମରେ ୧ତମ ଅନ୍ତର୍ଜାତିୟ ଟେବୁଲ୍‍ ଟେନିସ୍‍ ଚାମ୍ପିୟନସିପ୍‍କୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଉଦ୍‍ଘାଟନ କରିଥିଲେ। ଏହି ଏହି ପ୍ରତିଯୋଗିତାରେ ଭାରତ,…

ବିଧବା ଆଦିବାସୀ ମହିଳାଙ୍କୁ ପୁଲିସ କନେଷ୍ଟବଳ ଖରାପ ବ୍ୟବହାର କରିଥିବା ଅଭିଯୋଗ

ବଲାଙ୍ଗୀର . - ବିଧାୟକଙ୍କ ପରେ ବଲାଙ୍ଗୀରରେ ଏବେ ଜଣେ ପୁଲିସ କନେଷ୍ଟବଳଙ୍କ ଅସୌଜନ୍ୟ ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।। ଜମି ବିବାଦକୁ ନେଇ ପୁଲିସ କନେଷ୍ଟବଳଙ୍କ ଜଣେ ବିଧବା ମହିଳାଙ୍କୁ ଥାନାରେ ପିଟିଥିବା ଅଭିଯୋଗ ହୋଇଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିଛି। ତାଙ୍କ ସହିତ ପୁଲିସ ଆଉ…

ଶ୍ରୀମନ୍ଦିର ସିଂହଦ୍ୱାର ନିକଟକୁ ଆଉ ଯାଇପାରିବନି ଗାଡି ମଟର

ପୁରୀ . - ବିଶ୍ୱପ୍ରସିଦ୍ଧ ଶ୍ରୀମନ୍ଦିର ଶ୍ରୀମନ୍ଦିର ନିକଟକୁ ଆଉ କୌଣସି ଗାଡି ମଟର ଯାଇ ପାରିବ ନାହିଁ । ଏନେ ନେଇ ବଡ ଦାଣ୍ଡରେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ଶ୍ରୀମନ୍ଦିରରୁ ରାଜା ନଅର ପର୍ଯ୍ୟନ୍ତ ସ୍ଥାନକୁ ନୋ ପାର୍କିଂ ଜୋନ୍‍ ଘୋଣୋ କରାଯାଇଛି ।…

ପାର୍କକୁ ସଫା କରିବା ସହ ଡଷ୍ଟବିନ୍‌ରେ ଅଳିଆ ଫିଙ୍ଗୁଛି ହାତୀ, ଦେଖନ୍ତୁ ଭିଡିଓ

ଏବେ ସ୍ୱଚ୍ଛତା ପାଇଁ ସମସ୍ତେ ବାର୍ତ୍ତା ଦେଉଛନ୍ତି । ସ୍ୱଚ୍ଛତା ସହ ଆମେ ପରିବେଶକୁ ଭଲ ରଖିବା ସହ ନିଜର ପାରିପାର୍ଶ୍ୱିକ ସ୍ଥିତି ଓ ସ୍ୱାସ୍ଥ୍ୟକୁ ଭଲ ରଖିପାରିବା । ଅନେକ ଲୋକ ପାର୍କ ସହ ଅନ୍ୟାନ୍ୟ ସାଧାରଣ ସ୍ଥାନକୁ ଅପରିଷ୍କାର କରିଥାଆନ୍ତି । ମାତ୍ର ଏକ ହାତୀ ପାର୍କକୁ ସଫା କରିବା ସହ…

ଚନ୍ଦ୍ରଗ୍ରହଣରେ ହାଣ୍ଡିଛାଡ ଓ ଦେବ ନୀତି ନିଷେଧ ସମୟ

ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ମଙ୍ଗଳବାର ଅପରାହ୍ନ ୪ଟା ୩୧ରୁ ପାକତ୍ୟାଗ ଓ ଦେବନୀତି ନିଷେଧ । ସର୍ବମୋକ୍ଷ ପରେ ସ୍ନାନ କରି ସାରି ପୂଜାପାଠ ସହ ଦେବନୀତି,ଖାଦ୍ୟ ଗ୍ରହଣ ଓ ଅନ୍ନଭୋଜନ କରିପାରିବେ ବୁଧବାର ଭୋର ଚାରିଟା ୩୦ରେ ସର୍ବମୋକ୍ଷ ହେଉଥିବାରୁ ଏହାପରେ ପାକ ଗ୍ରହଣ ଓ ଦେବନୀତି ସ୍ନାନ…

କେଉଁ ରାଶି ପାଇଁ ଶୁଭ ମଙ୍ଗଳବାର ହେବାକୁ ଥିବା ଆଶିଂକ ଚନ୍ଦ୍ରଗ୍ରହଣ

ଜୁଲାଇ ୧୬ ତାରିଖ ମଙ୍ଗଳବାର ବିଳମ୍ବିତ ରାତିରେ ଭାରତରେ ଆଂଶିକ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ । ଭାରତୀୟ ସମୟ ଅନୁସାରେ ଶ୍ରୀକ୍ଷେତ୍ର ପୁରୀରେ ରାତି ୧୨ଟା ୧୪ ମିନିଟରେ ଚନ୍ଦ୍ରରେ ମଳିନ୍ୟ ଓ ରାତି ଗୋଟାଏ ୩୨ରେ ଆଂଶିକ ଚନ୍ଦ୍ରଗ୍ରହଣ ଓ ରାତି ୩ଟା ଏକ ମିନିଟରେ ଗ୍ରହଣ ମଧ୍ୟ ରାତି ୪ଟା୩୦ରେ…