ଭିତିଭୂମି ଅବକ୍ଷୟ ହ୍ରାସ ପ୍ରସଙ୍ଗରେ ଓଡିଶା ସରକାର ଅଧିକାରୀଙ୍କ ସହ ସାକ୍ଷାତ କରିଛି ଇଂଟରନ୍ୟାଶନାଲ ଜିଙ୍କ୍ ଆସୋସିଏଶନ…
ଭୁବନେଶ୍ୱର: ଇଂଟରନ୍ୟାଶନାଲ ଜିଙ୍କ ଆସୋସିଏଶନ ପକ୍ଷରୁ ଭୁବନେଶ୍ୱରଠାରେ ‘ଭିତିଭୂମି ଉପରେ ଅବକ୍ଷୟର ଖର୍ଚ୍ଚକୁ ହ୍ରାସ କରିବା’ ପ୍ରସଙ୍ଗ ଉପରେ ଏକ ସୂଚନା ବିସ୍ତାର ଅଧିବେଶନର ଆୟୋଜନ କରାଯାଇଛି ଏବଂ ଏଠାରେ ଉପକୂଳବର୍ତୀ ସହରଗୁଡିକର ଭିତିଭୂମିକୁ ଅବକ୍ଷୟରୁ ସୁରକ୍ଷିତ ରଖିବାର ଅତ୍ୟାବଶ୍ୟକତା!-->…