Browsing Tag

odisha

ମଙ୍ଗଳବାରଦିନ କେତୁଗ୍ରସ୍ତ ସୂର୍ଯ୍ୟୋପରାଗ ପଡୁଥିବାରୁ ଶ୍ରୀମନ୍ଦିରରେ ସୋମବାରରେ ଦୀପାବଳି ପାଳନ ଅମାବାସ୍ୟା ନୀତି

ପୁରୀ ଶ୍ରୀମନ୍ଦିରରେ ଆସନ୍ତା କାଲି ଦୀପାବଳି ଅମାବାସ୍ୟା ନୀତି ପାଳନ କରାଯିବ । ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପୟାଶ୍ରାଦ୍ଧ, କାଉଁରିଆ କାଠି ପ୍ରଜ୍ଜ୍ୱଳନ ଏବଂ କାଳୀପୂଜା ଓ ଦୀପଦାନ କରାଯିବ । ମଙ୍ଗଳବାର ଦିନ କେତୁଗ୍ରସ୍ତ ସୂର‌୍ୟ୍ୟୋପରାଗ ପଡୁଥିବାରୁ ଶ୍ରୀମନ୍ଦିରରେ ଆସନ୍ତାକାଲି ଏହି ନୀତି…

ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତାକାଲିଠାରୁ ମା’ କାଳୀଙ୍କ ପୂଜା
ଆରମ୍ଭ ହେବ

ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତାକାଲିଠାରୁ ମା’ କାଳୀଙ୍କ ପୂଜା ଆରମ୍ଭ ହେବ । ଏଥିପାଇଁ ଭଦ୍ରକ ଜିଲ୍ଲାରେ ବିଶେଷ ପ୍ରସ୍ତୁତି ହୋଇଛି ।ଜିଲ୍ଲାର ଭଦ୍ରକାଳୀ ସାହି, ଆହରପଦାର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ ମହାଯଜ୍ଞ ଗୀତା ଯଜ୍ଞ ହେବା ସହ ଦୀପାବଳିଠାରୁ କାଳୀପୂଜା ଅନୁଷ୍ଠିତ…

ରାଜ୍ୟର ବିଭିନ୍ନ ଜିଲ୍ଲାରେ କେମିତି ପାଳନ ହୋଇଛି ଦଶହରା ଜାଣନ୍ତୁ

ସାରା ରାଜ୍ୟରେ ଅତ୍ୟନ୍ତ ଶ୍ରଦ୍ଧା, ଭକ୍ତି ଓ ନିଷ୍ଠାର ସହ ଦଶହରାପାଳନ କରାଯାଉଛି । ଦଶହରା ଲାଗି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁପାରମ୍ପରିକରୀତି ମତେ ରାଜାଧିରାଜ ବା ସୁନାବେଶରେ ସଜ୍ଜିତ କରାଯିବାନୀତି ସମ୍ପନ୍ନ ହୋଇଛି । ପବିତ୍ର ବିଜୟା ଦଶମୀ ଅବସରରେ ସମଗ୍ର ସୁବର୍ଣ୍ଣପୁର…

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଦୁର୍ବଳ -ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ,…

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଦୁର୍ବଳ ହୋଇଛି । ଏହା ଆନ୍ଧ୍ର ଉପକୂଳକୁ ଗତିକରିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‍ସିଂହପୁର, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଜପତି, ଗଞ୍ଜାମ, ଢେଙ୍କାନାଳ, ରାୟଗଡ଼ା, ନବରଙ୍ଗପୁର,ମାଲକାନଗିରି ଏବଂ…

ଭସାଣି ଶୋଭାଯାତ୍ରାରେ ଆସୁଥିବା ମେଢ଼ଗୁଡ଼ିକ ପାଇଁ ସ୍ୱତନ୍ତ୍ର ରୁଟ୍‍ ଚାର୍ଟ ଜାରି

ସାରା ରାଜ୍ୟରେ ଶାନ୍ତିଶୃଙ୍ଖଳାର ସହ ଦଶହରା ପର୍ବ ଶେଷ ହୋଇଥିବା ବେଳେ ଆଜି ବିଭିନ୍ନ ସ୍ଥାନରେ ଭସାଣ ଉତ୍ସବ ଅନୁଷ୍ଠିତ ହେଉଛି । ଏଥିପାଇଁ ପୁଲିସ୍‍ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କଟକରେ ପ୍ରସିଦ୍ଧ ଭସାଣି ଯାତ୍ରା ପାଇଁ କମିଶନରେଟ୍‍ ପୋଲିସ୍‍ପକ୍ଷରୁ…

ଭଦ୍ରକ ଜିଲ୍ଲା ଧାମନଗର ବିଧାନସଭା ଆସନ ଉପନିର୍ବାଚନ ନଭେମ୍ବର ୬ ତାରିଖରେ ଭୋଟ୍‍ ଗଣତି କରାଯାଇ ଫଳାଫଳ ପ୍ରକାଶ ପାଇବ…

ଭଦ୍ରକ ଜିଲ୍ଲା ଧାମନଗର ବିଧାନସଭା ଆସନ ଉପନିର୍ବାଚନ ପାଇଁ ଆସନ୍ତାକାଲି ନିର୍ବାଚନ କମିଶନଙ୍କ ବିଧିବଦ୍ଧ ବିଜ୍ଞପ୍ତି ସହ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ । ଆସନ୍ତା ୧୪ ତାରିଖ ନାମାଙ୍କନ ଦାଖଲର ଶେଷଦିନ ଭାବେ ଧାର୍ଯ୍ୟ ହୋଇଥିବା ବେଳେ ୧୫ ତାରିଖରେ ନାମାଙ୍କନ ଯାଞ୍ଚ ଓ ୧୭ ତାରିଖରେ…

ଶ୍ରୀକ୍ଷେତ୍ର ପୁରୀରେ ଆଜି ପ୍ରସିଦ୍ଧ ଗୋସାଣୀଯାତ ଅନୁଷ୍ଠିତ ହେଉଛି

ଶ୍ରୀକ୍ଷେତ୍ର ପୁରୀରେ ଆଜି ପ୍ରସିଦ୍ଧ ଗୋସାଣୀଯାତ ଅନୁଷ୍ଠିତ ହେଉଛି । ଷୋଳପୂଜା ପରେ ଦଶହରା ପରଦିନ ଏକାଦଶୀ ତିଥିରେ ସିଂହଦ୍ୱାରସମ୍ମୁଖରେ ଦେବୀମାନଙ୍କର ଯେଉଁ ମେଳଣ ହୁଏ ତାହାକୁ ଗୋସାଣୀଯାତ ବୋଲି କୁହାଯାଇଥାଏ । ପୀଠରେ ବିସର୍ଜନ କରାଯିବା ପରେ ମୃଣ୍ମୟୀ ମୂର୍ତ୍ତିମାନଙ୍କୁ ମେଳଣ ଉଦେଶ୍ୟରେ…

ଜେକେ ଟାୟାର ପକ୍ଷରୁ ନୂଆ “ଜେଡ୍‌ଷ୍ଟିଲ୍‌ ଜେଡ୍‌ଡିଏଚ୍‌ ଏକ୍ସଏମ୍‌’ ଓ “ଜେଟ୍‌ୱେ ଜେୟୁସି ଏକ୍ସଏମ୍‌’ର ଉନ୍ମୋଚନ ସହ…

ଏହି ନୂଆ ଟାୟାରରେ ରହିଛି ଉନ୍ନତ ପ୍ରଯୁକ୍ତି, ଅଧିକ ଦୀର୍ଘସ୍ଥାୟୀ ଓ ଉତମ ଇନ୍ଧନ ମିତବ୍ୟୟିତା ପ୍ରଦାନ କରୁଛିଭୁବନେଶ୍ୱର: ଭାରତର ପ୍ରମୁଖ ଟାୟାର କଂପାନି ତଥା ଟ୍ରକ୍‌ ଓ ବସ୍‌ ରାଡିଆଲ୍‌ ଟାୟାର କ୍ଷେତ୍ରର ଅଗ୍ରଣୀ ସଂସ୍ଥା ଜେକେ ଟାୟାର ଆଣ୍ଡ୍‌ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ ପକ୍ଷରୁ…

୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ଫୁଟବଲର ଲୋଗୋ ଓ ଟ୍ରଫିକୁ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚନ କରିଛନ୍ତି

୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ଫୁଟବଲର ଲୋଗୋ ଓ ଟ୍ରଫିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚନ କରିଛନ୍ତି । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ କିକ୍‌ ଅଫ୍‌ ଦି ଡ୍ରିମ୍‌ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଲୋଗୋ ଓ ଟ୍ରଫି ଉନ୍ମୋଚନ କରିବା ସହ ଫିଫା ପକ୍ଷରୁ…