Browsing Tag

odisha

ସମୁଦ୍ର ଉପକୂଳବର୍ତ୍ତୀ ରାଜ୍ୟ ଗୁଡ଼ିକର ବିକାଶ ପାଇଁ ଅନେକ ଯୋଜନା ଲାଗୁ

ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ ନେତୃତ୍ୱରେ ଗତ ୮ ବର୍ଷ ମଧ୍ୟରେ ଜୋନାଲ୍‍ ପରିଷଦଗୁଡ଼ିକରେ ଅନେକ ପରିବର୍ତ୍ତନ ଅଣାଯାଇଛି । ଜୋନାଲ୍‍ ପରିଷଦଗୁଡ଼ିକଦ୍ୱାରା ହୋଇଥିବା ବୈଠକ ଗୁଡ଼ିକର ସଂଖ୍ୟାରେ ଯଥେଷ୍ଟ ବୃଦ୍ଧି ଘଟିଛି ।ସେ କହିଛନ୍ତି, ଶ୍ରୀ

୧୩ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ଭୁବନେଶ୍ୱର
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ

ପଶ୍ଚିମ ମ୍ୟାଁମାର ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ପୂର୍ବାହ୍ନ ସୁଦ୍ଧା ଏକ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ । ଏହାର ପ୍ରଭାବରେ ୧୩ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ସ୍ଥିତି ଯାଞ୍ଚ୍‍ କରିବା ପାଇଁ ଭାରତୀୟ
ପ୍ରତ୍ନତତ୍ତ୍ୱ ବିଭାଗ ଏକ ଚିଠି

ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ସ୍ଥିତି ଯାଞ୍ଚ୍‍ କରିବା ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଏକ ଚିଠି ରାଜ୍ୟ ଆଇନ୍‍ ବିଭାଗ ଓ ଶ୍ରୀମନ୍ଦିର ପ୍ରଶାସନକୁ ଦେଇଥିବା ନେଇ ସୂଚନା ମିଳିବା ପରେ ଏ ସଂପର୍କରେ ପ୍ରତିକ୍ରିୟା ରଖିଛନ୍ତି ଆଇନ୍‍ ମନ୍ତ୍ରୀ ଜଗନ୍ନାଥ ସାରକା । ଏହି ଚିଠି ରାଜ୍ୟ

ସବୁ ସରକାରୀ ଟିକାକରଣ କେନ୍ଦ୍ରରେ ୧୮ ରୁ ୫୯ ବର୍ଷ ବୟସ ମଧ୍ୟରେ ଯୋଗ୍ୟ ନାଗରିକମାନଙ୍କୁ ମାଗଣାରେ କୋଭିଡ୍‍ ବୁଷ୍ଟର…

କୋଭିଡ ଟିକାକରଣ ଅମୃତ ମହୋତ୍ସବ ଆରମ୍ଭ ହୋଇଛି ।ଏହି ଅଭିଯାନ ମଧ୍ୟରେ ସବୁ ସରକାରୀ ଟିକାକରଣ କେନ୍ଦ୍ରରେ ୧୮ ରୁ୫୯ ବର୍ଷ ବୟସ ମଧ୍ୟରେ ଯୋଗ୍ୟ ନାଗରିକମାନଙ୍କୁ ବିନାଦେୟରେ କୋଭିଡ୍‍ ବୁଷ୍ଟର ଡୋଜ୍‍ ପ୍ରଦାନ କରାଯିବ । ଆଜାଦି କା ଅମୃତ ମହୋତ୍ସବ ସମାରୋହ ପାଳନର ଅଂଶ ସ୍ୱରୂପ ଏହି ସ୍ୱତନ୍ତ୍ର

ରାଜ୍ୟରେ ଗୋଟିଏ ଦିନରେ ଆଉ ୧୪ ଜଣ ନୂଆ କରୋନା ଆକ୍ରାନ୍ତ
ଚିହ୍ନଟ

ରାଜ୍ୟରେ ଗୋଟିଏ ଦିନରେ ଆଉ ୧୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସଙ୍ଗରୋଧରୁ ୮ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ୍‍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୮ ହଜାର

ଦେଶବ୍ୟାପି କୋଭିଡ୍‍ ଟିକାକରଣ ଅଭିଯାନରେ ଏ ପର୍ଯ୍ୟନ୍ତ ୧୮୯ କୋଟି ୩୮ଲକ୍ଷରୁ ଅଧିକ ଟିକା ପ୍ରଦାନ

ଦେଶବ୍ୟାପି କୋଭିଡ୍‍ ଟିକାକରଣ ଅଭିଯାନରେ ଏ ପର୍ଯ୍ୟନ୍ତ ୧୮୯ କୋଟି ୩୮ଲକ୍ଷରୁ ଅଧିକ ଟିକା ପ୍ରଦାନ କରାଯାଇଛି । କେବଳ ଗତକାଲି ୧୪ଲକ୍ଷରୁ ଅଧିକ ପ୍ରତିଷେଧକ ଟିକା ପ୍ରଦାନ କରାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି, ୧୨ରୁ ୧୪ ବର୍ଷ ବୟସ ବର୍ଗରେ ୩କୋଟି ୭୨ଲକ୍ଷରୁ ଅଧିକ

ନବରଙ୍ଗପୁର-ଜୟପୁର–ମାଲକାନଗିରି ଓ ଭଦ୍ରାଚଳମ ପର୍ଯ୍ୟନ୍ତ ରେଳପଥର
ସର୍ଭେ କାର୍ଯ୍ୟ ପ୍ରାୟ ଶେଷ

କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମାଲକାନଗିରି-ଭଦ୍ରାଚଳମ୍‍ ରେଳ ପ୍ରକଳ୍ପ ସମ୍ବନ୍ଧରେ ସମୀକ୍ଷା କରିଛନ୍ତି । ଏହି ପ୍ରକଳ୍ପ ପାଇଁ ଜୁନାଗଡ଼ଠାରୁ ନବରଙ୍ଗପୁର-ଜୟପୁର–ମାଲକାନଗିରି ଓ ଭଦ୍ରାଚଳମ ପର୍ଯ୍ୟନ୍ତ ରେଳପଥର ସର୍ଭେ କାର୍ଯ୍ୟ ପ୍ରାୟ ଶେଷ ହୋଇଆସିଲାଣି ବୋଲି ମନ୍ତ୍ରୀ କହିଛନ୍ତି

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି -ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୫ଟି ଜିଲ୍ଲା ପାଇଁ କାଳବୈଶାଖୀ ଜନିତ ଝଡ଼ବର୍ଷା ନେଇ ୟେଲୋ…

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୫ଟି ଜିଲ୍ଲା ପାଇଁ କାଳବୈଶାଖୀ ଜନିତ ଝଡ଼ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟରେ କୁଆପଥର ମାଡ଼ ସହ ୪୦ରୁ ୫୦ କିଲୋମିଟର

ଛାତିପୋଡା -ଛାତି ଯନ୍ତ୍ରଣାର ସମାଧାନ ଡା. ନିରଞ୍ଜନ ତ୍ରିପାଠୀ

ଡା. ନିରଞ୍ଜନ ତ୍ରିପାଠୀ ଛାତି ଭିତରେ ଥିବା ବିଭିନ୍ନ ଅଙ୍ଗ, ଯଥା- ହୃତ୍‌ପିଣ୍ଡ, ଫୁସଫୁସ୍‌, ମାଂସପେଶୀ, ଲସିକା ଗ୍ରନ୍ଥି, ଧମନୀ, ଶିରାରେ କିଛି ସମସ୍ୟା ହେଲେ ଛାତି ଯନ୍ତ୍ରଣା ହୁଏ। ନଚେତ ପାକସ୍ଥଳୀରେ ଘା’ (ପେପ୍‌ଟିକ ଅଲ୍‌ସର), ପ୍ରଦାହ (ପାକସ୍ଥଳୀ କର୍କଟ), ଖାଦ୍ୟନଳୀ​‌େ​‌ର

ଏସ୍‍ସିବି ମେଡ଼ିକାଲ କଲେଜକୁ ଏମ୍‍ସ ପ୍ଲସ୍‍ ପରିଣତ କରିବା ନିମନ୍ତେ ଦ୍ୱିତୀୟ ବୈଠକ ଅନୁଷ୍ଠିତ

ଏସ୍‍ସିବି ମେଡ଼ିକାଲ କଲେଜକୁ ଏମ୍‍ସ ପ୍ଲସ୍‍ରେ ପରିଣତ କରିବା ନିମନ୍ତେ ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରୀୟ ରାଜସ୍ୱ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ସିଡିଏ ଅଧ୍ୟକ୍ଷ ଅନୀଲ କୁମାର ସାମଲ ଅଧ୍ୟକ୍ଷତା କରି ବଡ଼ଡାକ୍ତରଖାନାର ଉନ୍ନତିକରଣସଂପର୍କରେ