ସିଆଇଏସ୍ସିଇ ନ୍ୟାଶନାଲ ଗେମ୍ସ ଆଣ୍ଡ୍ ସ୍ପୋର୍ଟସ୍-୨୦୨୩ ଫୁଟ୍ବଲ ଟୁର୍ଣ୍ଣାମେଂଟର ଦ୍ୱିତୀୟ ଦିବସରେ ୬ଟି ମ୍ୟାଚ୍…
ମହାରାଷ୍ଟ୍ର, ଉତର ଭାରତ, କର୍ଣ୍ଣାଟକ ବିଜୟୀ ହୋଇଥିବାବେଳେ ଓଡିଶା ନିଜ ମ୍ୟାଚ୍ ଡ୍ର ରଖିଲା
ଭୁବନେଶ୍ୱର, ୭ ଅକ୍ଟୋବର ୨୦୨୩: ସିଆଇଏସ୍ସିଇ ଫୁଟ୍ବଲ ଟୁର୍ଣ୍ଣାମେଂଟ୍ର ୨ୟ ଦିନ ଆଜି ଛତିଶଗଡ ଓ ମହାରାଷ୍ଟ୍ର ମଧ୍ୟରେ ମ୍ୟାଚ୍ ସହିତ ଆରମ୍ଭ ହୋଇଥିଲା । ଏଥିରେ ୬-୦ ସ୍କୋର ସହିତ!-->!-->!-->…