Browsing Tag

Breaking News Odisha

ଉତ୍ତର ପଶ୍ଚିମ ତତସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ – ଏହି ଜିଲ୍ଲାମାନଙ୍କରେ ୨୪…

ଉତ୍ତର ପଶ୍ଚିମ ତତସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ଆସନ୍ତା ୧୨ ଘଂଟା ମଧ୍ୟରେ ଓଡିଶା ଉପକୂଳ ଆଡକୁ ଗତି କରିବ । ଏହାର ପ୍ରଭାବରେ ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର,

ରାଜ୍ୟରେ ଗତ ଦୁଇ ତିନି ଦିନ ଧରି ଲଗାଣ ବର୍ଷା ଯୋଗୁଁ ସୃଷ୍ଟପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହାକୁ ରାଜ୍ୟ…

ରାଜ୍ୟରେ ଗତ ଦୁଇ ତିନି ଦିନ ଧରି ଲଗାଣ ବର୍ଷା ଯୋଗୁଁ ସୃଷ୍ଟ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି । ରିଲିଫ୍‍ କୋଡ୍‍ ଅନୁଯାୟୀ କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଇଦେବାକୁ ସ୍ୱତନ୍ତ୍ର ରିଲିଫ୍‍ କମିଶନର ପ୍ରଦୀପ ଜେନା ନିର୍ଦ୍ଦେଶ

ସେପ୍ଟେମ୍ବର ୧୫ ତାରିଖରୁ ଅନାଥ ପିଲାମାନଙ୍କୁ ଆଉ ଆଶୀର୍ବାଦ ଯୋଜନାରେ ସାମିଲ କରାଯିବ ନାହିଁ

ସେପ୍ଟେମ୍ବର ୧୫ ତାରିଖରୁ ଅନାଥ ପିଲାମାନଙ୍କୁ ଆଉ ଆଶୀର୍ବାଦଯୋଜନାରେ ସାମିଲ କରାଯିବ ନାହିଁ । ଚଳିତ ମାସ ୧୫ ପରେ ଅଭିଭାବକଙ୍କୁ ହରାଉଥିବା ଶିଶୁ ପୂର୍ବ ପରି ଶିଶୁ ସୁରକ୍ଷା ଯୋଜନାର ଆଇନ୍‍ରେ ସାମିଲ ହେବେ ନାହିଁ । ଆଜି ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଏ

ଯୁକ୍ତ ଦୁଇ ଶ୍ରେଣୀରେ ଓରିଜିନାଲ୍‍ ସାର୍ଟିଫିକେଟ୍‍ ଓ ମାଇଗ୍ରେସନ୍‍ ସାର୍ଟିଫିକେଟ୍‍ ବିନା ରାଜ୍ୟର ସମସ୍ତ ଡିଗ୍ରୀ…

ଯୁକ୍ତ ଦୁଇ ଶ୍ରେଣୀରେ ଓରିଜିନାଲ୍‍ ସାର୍ଟିଫିକେଟ୍‍ ଓ ମାଇଗ୍ରେସନ୍‍ ସାର୍ଟିଫିକେଟ୍‍ ବିନା ରାଜ୍ୟର ସମସ୍ତ ଡିଗ୍ରୀ କଲେଜ୍‍ରେ ଯୁକ୍ତ ତିନି ଶ୍ରେଣୀରେ ଛାତ୍ରଛାତ୍ରୀମାନେ ନାମ ଲେଖାଇ ପାରିବେ । ଛାତ୍ରଛାତ୍ରୀମାନେ ଡାଉନ୍‍ଲୋଡ୍‍ କରିଥିବା ସେମାନଙ୍କର ମାର୍କସିଟ୍‍ ଓ ଅଣ୍ଡରଟେକିଂ ରଖି ନାମ

ଉପକୂଳ ଓଡ଼ିଶାରେ ବର୍ଷା ପରିମାଣ ହ୍ରାସ ପାଇବା ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ପରିମାଣ ବୃଦ୍ଧି ପାଇବ – ୧୭…

ପୂର୍ବ-କେନ୍ଦ୍ରୀୟ ଏବଂ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥବା ଲଘୁଚାପ ଆଜି ସକାଳେ ଚାନ୍ଦବାଲି ଦେଇ ଅତିକ୍ରମ କରିଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି । ଏ ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି,

ରାଜ୍ୟରେ ଇତିମଧ୍ୟରେ ଅଢ଼େଇ କୋଟିରୁ ଅଧିକ ଜନସାଧାରଣଙ୍କର ଟିକାକରଣ

ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଥିବା କରୋନା ଟିକାକରଣ ଅଭିଯାନ ଗତକାଲି ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି । ରାଜ୍ୟରେ ଇତିମଧ୍ୟରେ ଅଢ଼େଇ କୋଟିରୁ ଅଧିକ ଜନସାଧାରଣଙ୍କର ଟିକାକରଣ ହୋଇପାରିଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦୈନିକ ଟିକାକରଣର ହାର ଏବେତିନି ଲକ୍ଷ ମଧ୍ୟରେ ସୀମିତ ଥିବାବେଳେ

ରାଜ୍ୟ ସରକାର ଅନ୍‌ଲାଇନ୍‌ ଦେୟର ଦ୍ୱିତୀୟ ସଂସ୍କରଣ ଆରମ୍ଭ କଲେ

ସରକାରୀ ଦେୟକୁ କାର୍ଡ଼, ୟୁ.ପି.ଆଇ., କ୍ୟୁ.ଆର୍‍.କୋର୍ଡ୍‍ ଏବଂ ୱାଲେଟ୍‍ ମାଧ୍ୟମରେ ପୈଠ କରି ହେବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି । ସାଧାରଣ ନାଗରିକଙ୍କଠାରୁ ଆରମ୍ଭ କରି ବ୍ୟାବସାୟିକ ସଂସ୍ଥା, ଶିକ୍ଷାନୁଷ୍ଠାନ ଓ ବିଭିନ୍ନ ସେବା ଉପଭୋକ୍ତାମାନଙ୍କୁ ଏଣିକି ଆଉ କେବଳ ଅନ୍‍ଲାଇନ୍‍

ମହାନଦୀରେ ବ୍ୟାରେଜ ଉପରେ ବ୍ୟାରେଜ କରୁଛି ଛତିଶଗଡ ଓଡ଼ିଶାରେ ମରୁଡି – କେନ୍ଦ୍ର କରୁଥିବା ଟ୍ରିବୁନାଲ ଏବେ କାଠ…

ମହାନଦୀର ଉପରମୁଣ୍ଡରେ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଗୋଟିଏ ପରେ ଗୋଟିଏ ବ୍ୟାରେଜ୍‍ ନିର୍ମାଣ କରି ଚାଲିଛି । ଏହାକୁ କେନ୍ଦ୍ର କରି ଉପୁଜିଥିବା ବିବାଦର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ୍‍ ମଧ୍ୟ ଏହା ଉପରେ କୌଣସି ପ୍ରତିବନ୍ଧକ ଲଗାଉ ନାହାନ୍ତି । ଅନ୍ୟ ପକ୍ଷରେ ଏ ନେଇ ତିନି ବର୍ଷ ମଧ୍ୟରେ

ଗଣେଶ ପୂଜା ଓ ଭସାଣି ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି-ଏତିକି ବଡ କରିପାରିବେ ମୂର୍ତ୍ତୀ, ଭୋଜି ବନ୍ଦ

କଟକ ମହାନଗର ନିଗମ ପକ୍ଷରୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖାଯାଇ ଗଣେଶ ପୂଜା ଓ ଭସାଣି ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି । ମଣ୍ଡପରେ ପୂଜା କରିବାକୁ ନିଗମ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଥିଲେ ମଧ୍ୟ ସର୍ବସାଧାରଣଙ୍କ ଦର୍ଶନ ଉପରେ କଟକଣା କରାଯାଇଛି । ସେହିପରି

ଉଠିଲା ସପ୍ତାହନ୍ତ ଲକ୍‌ଡାଉନ୍‌ କଟକଣା – ରାତି ୧୦ଟା ଯାଏଁ ଖୋଲିଲା ଦୋକାନ ବଜାର, ଅକ୍ଟୋବର ଏକ ପର୍ଯ୍ୟନ୍ତ…

ଭୁବନେଶ୍ୱର - ନୂଆ କରୋନା ମାର୍ଗଦର୍ଶିକା ଜାରି କରାଯିବା ପରେ ସେପ୍ଟେମ୍ବର ଏକ ତାରିଖରୁ ଠାରୁ ରାଜ୍ୟରେ ଏହା ଲାଗୁ ହୋଇଛି । ଏହା ଅକ୍ଟୋବର ପହିଲା ପର୍ଯ୍ୟନ୍ତ ବଳବତ୍ତର ରହିବ । ଗତକାଲି ଏସ୍‍.ଆର୍‍.ସି. ପ୍ରଦୀପ କୁମାର ଜେନାସୂଚନା ଦେଇ କହିଥିଲେ, ସେପ୍ଟେମ୍ବର ପହିଲାରୁ ରାଜ୍ୟର କୌଣସି