Sign in
Sign in
Recover your password.
A password will be e-mailed to you.
ପରୀକ୍ଷା ଅଫ୍ ଲାଇନରେ ହେବ
ସିବିଏସ୍ଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଏପ୍ରିଲ୍ ମାସ ୨୬ରୁ ଦ୍ୱିତୀୟ ଟର୍ମ ବୋର୍ଡ ପରୀକ୍ଷା କରାଯିବ ବୋଲି ସିବିଏସ୍ଇ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି । ଏହି ପରୀକ୍ଷା ଅଫ୍ ଲାଇନରେ ହେବ । କରୋନା ମହାମାରୀ ସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋ ଲି!-->…
୨୦୨୧-୨୨ ପାଇଁ ଦେଶର ପ୍ରମୁଖ ଘରୋଇ ପ୍ରଥମ ଶ୍ରେଣୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫି ଆୟୋଜନ କରିବାପାଇଁ…
୨୦୨୧-୨୨ ପାଇଁ ଦେଶର ପ୍ରମୁଖ ଘରୋଇ ପ୍ରଥମ ଶ୍ରେଣୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫି ଆୟୋଜନ କରିବାପାଇଁ ବି.ସି.ସି.ଆଇ. ଘୋଷଣା କରିଛି । ପ୍ଲେଟ୍ ଗ୍ରୁପ୍ର ମ୍ୟାଚ୍ ଆସନ୍ତା ୧୦ ତାରିଖରେ ଆରମ୍ଭ ହେବାକୁ ଥିବାବେଳେ ଏଲିଟ୍ ଗ୍ରୁପ୍ର ମ୍ୟାଚ୍ଗୁଡ଼ିକ ୧୬ ତାରିଖରୁ ଖେଳାଯିବ ।
!-->!-->!-->…
ରାଜ୍ୟରେ ଶୀତଲହରୀ ଜାରି ରହିଥିବାବେଳେ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ କେତେକ ସ୍ଥାନରେ ଘନକୁହୁଡ଼ି ଦୃଶ୍ୟମାନ ହେବ
ରାଜ୍ୟରେ ଶୀତଲହରୀ ଜାରି ରହିଥିବାବେଳେ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ କେତେକ ସ୍ଥାନରେ ଘନକୁହୁଡ଼ି ଦୃଶ୍ୟମାନ ହେବ । ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ଦୁଇ ଦିନ ପାଇଁ ସତର୍କତା ଜାରି କରାଯାଇଛି । ଆଜି ରାତିରୁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ବାଲେଶ୍ୱର,!-->…
ତ୍ର ମାଘସପ୍ତମୀ ତିଥିରେ କୋଣାର୍କର ଚନ୍ଦ୍ରଭାଗାଠାରେ ମାଘସପ୍ତମୀ ବୁଡ଼ ଓ ମେଳା ଅନୁଷ୍ଠିତ
ଆଜି ପବିତ୍ର ମାଘସପ୍ତମୀ ତିଥିରେ କୋଣାର୍କର ଚନ୍ଦ୍ରଭାଗାଠାରେ ମାଘସପ୍ତମୀ ବୁଡ଼ ଓ ମେଳା ଅନୁଷ୍ଠିତ ହେଉଛି । ତେବେ ଚଳିତ ବର୍ଷ କରୋନା ସଂକ୍ରମଣ ଦୃଷ୍ଟିରୁ ସର୍ବସାଧାରଣଙ୍କ ପାଇଁ ଚନ୍ଦ୍ରଭାଗା ମାଘମେଳା ବୁଡ଼ ବନ୍ଦ୍ ରଖାଯାଇଛି । ଏଥିପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତକାଲି ଅପରାହ୍ଣ!-->…
ରାଜ୍ୟରେ ଖୋଲିଲା ଶିକ୍ଷାନୁଷ୍ଠାନ
ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଆଜିଠାରୁ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲୁଛି । ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଶ୍ରେଣୀଗୃହରେ ପାଠପଢ଼ା ଆରମ୍ଭ ହେବ । ସେହିପରି ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ମଧ୍ୟ!-->…
ରାଜ୍ୟରେ ପଶ୍ଚିମାଝଡ଼
ରାଜ୍ୟରେ ପଶ୍ଚିମାଝଡ଼ ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷା ହୋଇଯାଇଛି ।ୠତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ରେ ସର୍ବାଧିକ ୫ ସେଣ୍ଟିମିଟର ବର୍ଷା ରେକର୍ଡ଼ କରାଯାଇଥିବାବେଳେ ଚମ୍ପୁଆ ଓ ଝାରସୁଗୁଡ଼ାର ଲଇକେରାଠାରେ ୪ ସେଣ୍ଟିମିଟର ଲେଖାଏଁ ବର୍ଷା ରେକର୍ଡ଼ କରାଯାଇଛି ।
!-->!-->!-->…
ବାରବାଟୀରେ ଆସନ୍ତା ଜୁନ୍ ମାସରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟ୍ୱେଣ୍ଟି-ଟ୍ୱେଣ୍ଟି ମ୍ୟାଚ୍ ଅନୁଷ୍ଠିତ ହେବ
କଟକ ବାରବାଟୀ ଷ୍ଟାଡିୟମ୍ରେ ଆସନ୍ତା ଜୁନ୍ ମାସରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟ୍ୱେଣ୍ଟି-ଟ୍ୱେଣ୍ଟି ମ୍ୟାଚ୍ ଅନୁଷ୍ଠିତ ହେବ । ଏ ସମ୍ପର୍କରେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ସମ୍ପାଦକ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ରଣଜୀ ଟ୍ରଫି କ୍ରିକେଟ୍ର ପ୍ରଥମ ପର୍ୟ୍ୟାୟ ମ୍ୟାଚ୍!-->…
ଆସନ୍ତା ୬ ତାରିଖରୁ ହଷ୍ଟେଲ ଖୋଲିବାକୁ ନିର୍ଦ୍ଦେଶ
ରାଜ୍ୟରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ, ଡିଗ୍ରୀ କଲେଜ ଓ ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନଗୁଡ଼ିକରେ ଆସନ୍ତା ୬ ତାରିଖରୁ ହଷ୍ଟେଲ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ଏନେଇ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି,!-->…
ପିଜି ପରୀକ୍ଷା ପାଇଁ ଧାର୍ଯ୍ୟ ହୋଇଥିବା ତାରିଖକୁ କେନ୍ଦ୍ର ସ୍ୱାସ୍ଥ୍ୟ ନ୍ତ୍ରଣାଳୟ ଘୁଞ୍ଚାଇ ଦେଇଛନ୍ତି
ନିଟ୍ ପିଜି ପରୀକ୍ଷା ପାଇଁ ଧାର୍ଯ୍ୟ ହୋଇଥିବା ତାରିଖକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଘୁଞ୍ଚାଇ ଦେଇଛନ୍ତି । ପୂର୍ବରୁ ଏହି ପରୀକ୍ଷା ଆସନ୍ତା ମାର୍ଚ୍ଚ ୧୨ ତାରିଖରେ ଅନୁଷ୍ଠିତ ହେବାର ଥିଲା । ବର୍ତ୍ତମାନ ଧାର୍ଯ୍ୟ ତାରିଖର ୬ରୁ ୮ ସପ୍ତାହ ପରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ୬ଜଣ!-->…
ଗଡ଼ ଜିଲ୍ଲା ଦଶପଲ୍ଲା ବନାଞ୍ଚଳରୁ ପ୍ରଥମ ରଥକାଠ ପୁରୀକୁ ପଠାଯାଇଛି
ନୟାଗଡ଼ ଜିଲ୍ଲା ଦଶପଲ୍ଲା ବନାଞ୍ଚଳରୁ ପ୍ରଥମ ରଥକାଠ ପୁରୀକୁ ପଠାଯାଇଛି । ରଥକାଠ ସଂଗ୍ରହ କରି ଗାଡ଼ିରେ ବୋଝେଇ କରାଯିବା ପରେ ପ୍ରଥମେ ଦଶପଲ୍ଲା ମହାବୀର ଓ ନୟାଗଡ଼ ଜଗନ୍ନାଥ ମନ୍ଦିରଠାରେ ପୂଜାର୍ଚ୍ଚନା କରାଯାଇଥଲା । ସେଠାରୁ ପୁରୀର ରଥଖଳାକୁ ପ୍ରଥମ ପର୍ଯ୍ୟାୟରେ ୩ଟି ଟ୍ରକ୍ ଯୋଗେ ୬୩ ଖଣ୍ଡ!-->…