ଦେଶରେ ୧୨ରୁ ୧୪ ବର୍ଷ ବର୍ଗର ପିଲାମାନଙ୍କୁ କରୋନା
ପ୍ରତିଷେଧକ ଟିକା ଦିଆଯିବ

ଦେଶରେ ୧୨ରୁ ୧୪ ବର୍ଷ ବର୍ଗର ପିଲାମାନଙ୍କୁ କରୋନା ପ୍ରତିଷେଧକ ଟିକା ଦିଆଯିବ । ଆସନ୍ତା ୧୬ ତାରିଖରୁ ଏହି ପ୍ରକ୍ରିୟା ଆରମ୍ଭହେବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍‍ ମାଣ୍ଡବୀୟ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଏହି ପର୍ଯ୍ୟାୟରେ ୧୨ରୁ ୧୩ ଏବଂ ୧୩ରୁ ୧୪ ବର୍ଷ ବୟସବର୍ଗର

ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ଯାତ୍ରୀବାହୀ ବସ୍‍ ଚଳାଚଳ
ଉପରେ କଟକଣା

ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ଯାତ୍ରୀବାହୀ ବସ୍‍ ଚଳାଚଳ ଉପରେ କଟକଣା ଲାଗୁ କରିବାକୁ ପରିବହନ ବିଭାଗ ପକ୍ଷରୁ ଗାଇଡ୍‍ଲାଇନ୍‍ ଜାରି କରାଯାଇଛି । ଗାଇଡ୍‍ଲାଇନ୍‍ ଅନୁସାରେ ପୂର୍ବାହ୍ନ ୧୧ଟାରୁ ଦିନ ୩ଟା ପର୍ଯ୍ୟନ୍ତ ସମସ୍ତ ଯାତ୍ରୀବାହୀ ବସ୍‍ ଚଳାଚଳ ବନ୍ଦ୍‍ ରହିବ । ବସ୍‍ରେ

ରାଜ୍ୟରେ କ୍ୟାନ୍ସର ଚିକିତ୍ସା କ୍ଷେତ୍ରରେ ଅନ୍ୟ ଏକ ମାଇଲ୍‌ ଖୁଣ୍ଟ ଭାବେ
ଗଢ଼ିଉଠୁଥିବା ବାଗଚୀ-ଶଙ୍କର କ୍ୟାନ୍ସର୍‌

ରାଜ୍ୟରେ କ୍ୟାନ୍ସର ଚିକିତ୍ସା କ୍ଷେତ୍ରରେ ଅନ୍ୟ ଏକ ମାଇଲ୍‌ ଖୁଣ୍ଟ ଭାବେ ଗଢ଼ିଉଠୁଥିବା ବାଗଚୀ-ଶଙ୍କର କ୍ୟାନ୍ସର୍‌ ହସ୍ପିଟାଲ୍‌ ଓ ଗବେଷଣା କେନ୍ଦ୍ରରନିର୍ମାଣ କାର୍ଯ୍ୟ ସମ୍ପର୍କରେ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ଓଡ଼ିଶା କୌଶଳ ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ତଥା

ଫାଲଗୁନ ଶୁକ୍ଲ ଦଶମୀଠାରୁ ଶ୍ରୀମନ୍ଦିରରେ ପବିତ୍ର ଦୋଳଯାତ୍ରା ପାଳନ
ଆରମ୍ଭ

ଫାଲଗୁନ ଶୁକ୍ଲ ଦଶମୀଠାରୁ ଶ୍ରୀମନ୍ଦିରରେ ପବିତ୍ର ଦୋଳଯାତ୍ରା ପାଳନ ଆରମ୍ଭ ହୋଇଛି । ପୂର୍ଣ୍ଣିମା ପର୍ଯ୍ୟନ୍ତ ଏହି ଯାତ୍ରା ଚାଲିବ । ଏହି ଅବସରରେଶ୍ରୀଜଗନ୍ନାଥଙ୍କ ଚଳନ୍ତୀ ପ୍ରତିମା ଜଗନ୍ନାଥବଲ୍ଳଭ ମଠକୁ ବିଜେ କରି ସେଠାରେ କେତେକ ନୀତି ସମ୍ପନ୍ନ ହେବା ସହିତ ଶ୍ରୀଜୀଉଙ୍କୁ ଚାଚେରି

ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା-୨୦୨୨ -ଓ.ଜେ.ଇ.ଇ. ଜୁନ୍‍ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଅନୁଷ୍ଠିତ ହେବ

ରାଜ୍ୟର ବିଭିନ୍ନ ସରକାରୀ ଓ ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନରେ ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ୍‍, ବି.-ଫାର୍ମା ଓ ଏମ୍‍.-ଫାର୍ମା ପାଠ୍ୟକ୍ରମରେ ନାମ ଲେଖାଇବାପାଇଁ ଉଦ୍ଦିଷ୍ଟ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା-୨୦୨୨ - ଓ.ଜେ.ଇ.ଇ. ଜୁନ୍‍ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଅନୁଷ୍ଠିତ ହେବ

ମାଟ୍ରିକ୍‍ ପରୀକ୍ଷା ପାଇଁ ବିସ୍ତୃତ ପରୀକ୍ଷା ସୂଚୀ ପ୍ରକାଶ

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୨୦୨୨ ମାଟ୍ରିକ୍‍ ପରୀକ୍ଷା ପାଇଁ ବିସ୍ତୃତ ପରୀକ୍ଷା ସୂଚୀ ପ୍ରକାଶ ପାଇଛି । ଏପ୍ରିଲ୍‍ ୨୯ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ମେ ୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଏ ସମ୍ପର୍କରେ ଅଧିକ ସୂଚନା ଦେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି, ସକାଳ

ରାଜ୍ୟର ସମସ୍ତ ଗ୍ରାମ ପଂଚାୟତର ନାୟବ୍‌ ସରପଂଚ ପଦବୀ ନିମନ୍ତେ
ପରୋକ୍ଷ ନିର୍ବାଚନ ଅନୁଷ୍ଠିତ ହେବ

ରାଜ୍ୟର ସମସ୍ତ ଗ୍ରାମ ପଂଚାୟତର ନାୟବ୍‌ ସରପଂଚ ପଦବୀ ନିମନ୍ତେ ପରୋକ୍ଷ ନିର୍ବାଚନ ଅନୁଷ୍ଠିତ ହେବ । ଏଥି ନିମନ୍ତେ ନିଯୁକ୍ତହୋଇଥିବା ନିର୍ବାଚନ ଅଧିକାରୀମାନେ ଆସନ୍ତାକାଲି ପୂର୍ବାହ୍ନ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ପ୍ରାର୍ଥୀମାନଙ୍କୁ ନାମାଙ୍କନ ପତ୍ର ଦେବେ ଓ ୧୧ଟାରୁ ସାଢ଼େ୧୧ଟା ପର୍ଯ୍ୟନ୍ତ

ପୌର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଗତକାଲି ଶେଷ
ହୋଇଛି

ପୌର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଗତକାଲି ଶେଷ ହୋଇଛି । ୧୦୬ଟି ପୌର ପରିଷଦ ସହ କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସର ପ୍ରାର୍ଥୀମାନେ ଶୋଭାଯାତ୍ରାରେ ଯାଇ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ତାତିଲାଣି ଟିଟିଲାଗଡ଼ – ରାଜ୍ୟର ସର୍ବାଧିକ ତାପମାତ୍ର ରେକର୍ଡ

ରାଜ୍ୟର ସର୍ବାଧିକ ତାପମାତ୍ରା ଟିଟିଲାଗଡ଼ଠାରେ ୩୭ଦଶମିକ୍‍ ୨ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଫୁଲବାଣୀଠାରେ ସର୍ବନିମ୍ନ ତାପମାତ୍ରା ୧୫ଦଶମିକ୍‍ ୫ ଡିଗ୍ରୀ ସେଲ୍‍ସିୟସ୍‍ ରେକର୍ଡ ହୋଇଛି । ରାଜ୍ୟର ୫ଟି ସହର ଏବେ ଉତ୍ତପ୍ତ ସହର ପାଲଟିଛି । ଟିଟିଲାଗଡ଼ ପରେ ବଲାଙ୍ଗୀରରେ ମଧ୍ୟସର୍ବାଧିକ

ଖୁବ୍‍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ବିଧାନସଭା ଟିଭି

ଖୁବ୍‍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ବିଧାନସଭା ଟିଭି ।ସଂସଦ ଢାଞ୍ଚାରେ ଓଡ଼ିଶା ବିଧାନସଭା ଟିଭି ଚ୍ୟାନେଲ୍‍ ନିର୍ମାଣ କରାଯିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି । ସେ କହିଛନ୍ତି, ଗତ ଶନିବାର ବିଜୁ ପଟ୍ଟନାୟକଙ୍କର ଜୟନ୍ତୀରେ ବିଧାନସଭା ସମାଚାର ନାଁରେ ଏକ