Sign in
Sign in
Recover your password.
A password will be e-mailed to you.
ଡୁଙ୍ଗୁରିପାଲୀ ଷ୍ଟେସନରେ ଅଟକିବ ଇସ୍ପାତ ଏକ୍ସପ୍ରେସ ଓ ପୁରୀ-ଦୁର୍ଗ ଏକ୍ସପ୍ରେସ ଟ୍ରେନ୍
ଇସ୍ପାତ ଏକ୍ସପ୍ରେସ ଓ ପୁରୀ-ଦୁର୍ଗ ଏକ୍ସପ୍ରେସ ଟ୍ରେନ୍ ଆସନ୍ତାକାଲିଠାରୁସୁବର୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲୀ ଷ୍ଟେସନରେ ଅଟକିବ ବୋଲି ସୂଚନାମିଳିଛି । ପୂର୍ବରୁ ଏହି ଦାବୀ ନେଇ ବଲାଙ୍ଗୀର ସାଂସଦ ସଂଗୀତା ସିଂହଦେଓକେନ୍ଦ୍ର ସରକାରଙ୍କୁ ଜଣାଇଥିଲେ । ଏହି ଦାବି ପୂରଣ ହୋଇଥିବାରୁ!-->…
ରାଜ୍ୟରେ ବିଜୁଳି କାଟ୍ ହେଉନାହିଁ ବରଂ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ସମସ୍ୟା – ବିଭାଗୀୟ ମନ୍ତ୍ରୀ ପ୍ରତାପ…
ରାଜ୍ୟରେ ବିଦ୍ୟୁତ୍କାଟ୍କୁ ନେଇ ବିଭାଗୀୟ ମନ୍ତ୍ରୀ ପ୍ରତାପ କେଶରୀଦେବ କହିଛନ୍ତି, ରାଜ୍ୟରେ ବିଜୁଳି କାଟ୍ ହେଉନାହିଁ ବରଂ ଯାନ୍ତ୍ରିକ ତ୍ରୁଟିଯୋଗୁଁ ଏହି ସମସ୍ୟା ଉପୁଜୁଛି । ସେ କହିଛନ୍ତି, କାଳବୈଶାଖୀର ପ୍ରଭାବରେଓଭରଲୋଡିଂ ଏବଂ କେତେକ ସ୍ଥାନରେ ଟ୍ରାନ୍ସଫର୍ମର ପୋଡ଼ି ଯାଇଥିବା!-->!-->!-->…
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୦ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି
ରାଜ୍ୟରେ କାଳବୈଶାଖୀର ପ୍ରଭାବ ଜାରି ରହିଛି । ଆଞ୍ଚଳିକ ପାଣିପାଗବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୦ଟିଜିଲ୍ଲାରେ କଟକ, ଜଗତ୍ସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ,ଗଜପତି, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷାହେବାର!-->!-->!-->…
କର୍ଣ୍ଣାଟକରେ କଂଗ୍ରେସର ବଲେ ବଲେ – ମିଳିଲା ବଳ
କର୍ଣ୍ଣାଟକରେ କ୍ଷମତାକୁ ଆସିବାର ସପ୍ତାହେ ପରେ କଂଗ୍ରେସ ସରକାରରେ ୨୪ ଜଣ ବିଧାୟକଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଅନ୍ତର୍ଭୁକ୍ତ କରାଯାଇଛି ।ରାଜ୍ୟପାଳ ଥାବଡ଼ ଚାନ୍ଦ ଗେହଲତ୍ ରାଜଭବନରେ ସେମାନଙ୍କୁ ଶପଥପାଠ କରାଇଛନ୍ତି । ମୁଖ୍ୟମନ୍ତ୍ରୀ ସିଦ୍ଧରମାୟା, ଉପମୁଖ୍ୟମନ୍ତ୍ରୀ ଡି.କେ!-->…
ଆମେରିକାରେ ପାଳନ କରାଯିବ ଭାରତୀୟ ପର୍ବ – ସେଠାକାରେ ସଂସଦରେ ଆଗତ ହେଲା ବିଲ୍
ଆମେରିକାରେ ଦୀପାବଳିକୁ ଏକ ଛୁଟି ଦିବସ ଭାବେ ଘୋଷଣା କରିବା ପାଇଁ ଆମେରିକାର ଜଣେ ପ୍ରମୁଖ ସାଂସଦ ଗ୍ରେସ୍ ମେଙ୍ଗ୍ ଗତକାଲି ଆମେରିକା କଂଗ୍ରେସରେ ଏକ ବିଲ୍ ଆଗତ କରିଛନ୍ତି । ଏହି ନିଷ୍ପତ୍ତିକୁ ଆମେରିକାର ବିଭିନ୍ନ ସଂପ୍ରଦାୟ ବ୍ୟାପକ ସମର୍ଥନ ଜଣାଇଛନ୍ତି । ମେଙ୍ଗ୍ ଏକ ଆନୁଷ୍ଠାନିକ!-->…
‘ବିକଶିତ ଭାରତ ଆଟ୍ ୨୦୪୭ : ଟିମ୍ ଇଣ୍ଡିଆର ଭୂମିକା’
ନୀତି ଆୟୋଗ ଗଭର୍ଣ୍ଣିଙ୍ଗ୍ କାଉନ୍ସିଲ୍ର ଅଷ୍ଟମ ବୈଠକ ପ୍ରଗତି ମଇଦାନର କନ୍ଭେନ୍ସନ ସେଣ୍ଟରରେ ଚାଲିଛି । ଏହି ବୈଠକରେ ‘ବିକଶିତ ଭାରତ ଆଟ୍ ୨୦୪୭ : ଟିମ୍ ଇଣ୍ଡିଆର ଭୂମିକା’ ଉପରେ ଆଲୋକପାତ କରାଯାଉଛି । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ’ ନୀତି ଆୟୋଗ ଚେୟାରମ୍ୟାନ୍ ଭାବେ!-->…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନବନିର୍ମିତ ପାର୍ଲାମେଣ୍ଟକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି
ଅଟ୍ଟାଳିକାକୁ ଉଦ୍ଘାଟନ କରିଛନ୍ତି ଓ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଆମ ସମ୍ବାଦଦାତା ଜଣାଇଛନ୍ତି ନୂଆ ପାର୍ଲାମେଣ୍ଟ ଅଟ୍ଟାଳିକା ୬୫ହଜାର ବର୍ଗମିଟର ଅଞ୍ଚଳରେ ଅବସ୍ଥିତ । ଏଥିରେ ଆଞ୍ଚଳିକ କଳା, ହସ୍ତଶିଳ୍ପ ଓ ସଂସ୍କୃତିର ପ୍ରତିଫଳନ ହୋଇଛି । ଦେଶର ବିବିଧତାରେ ଏକତାର ଏଥିରେ!-->…
କନ୍ଧମାଳ ହେବ ଫୁଟ୍ବଲ୍ ହବ୍: ଅଚ୍ୟୁତ ସାମନ୍ତ, କନ୍ଧମାଳ ଫୁଟବଲ୍ ଦଳ ସାଂସଦଙ୍କ ଦ୍ୱାରା ସମ୍ବର୍ଦ୍ଧିତ
ଭୁବନେଶ୍ୱର, ୧୩ ।୫: ଭୁବନେଶ୍ୱର ଓ କଟକରେ ଚାଲିଥିବା ଅନ୍ତଃଜିଲ୍ଲା ବରିଷ୍ଠ ଫୁଟବଲ୍ ପ୍ରତିଯୋଗିତା ସାହାଣୀ କପରେ କନ୍ଧମାଳ ଜିଲ୍ଲା ବରଗଡ଼କୁ ୨-୧ ଗୋଲରେ ପରାସ୍ତ କରି ବିଜୟୀ ହୋଇ ପ୍ରଥମ ଥର ପାଇଁ ଫାଇନାଲରେ ପହଞ୍ଚିଥିବା ବେଳେ ଆଜି କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ କନ୍ଧମାଳ!-->!-->!-->…
ସାରା ବିଶ୍ୱରେ ଭାରତ ହେଉଛି ଟିକାକରଣ କ୍ଷେତ୍ରରେ ଅଗ୍ରଣୀ ଦେଶ-ୟୁନିସେଫ୍ ରିପୋର୍ଟ
ଓଡିଶା ରେ ଟିକାକରଣ ର କଭରେଜ ହାର ଦେଶ ରେ ସର୍ବୋଚ୍ଚ -ୟୁନିସେଫ ରିପୋର୍ଟ
ଦିଲ୍ଲୀ,୨୦ ଏପ୍ରିଲ ୨୦୨୩ : ସାରା ବିଶ୍ୱରେ ଭାରତ ହେଉଛି ଟିକାକରଣ କ୍ଷେତ୍ରରେ ଅଗ୍ରଣୀ ଦେଶ। କରୋନା ସମୟରେ ଯେତେବେଳେ ବିଶ୍ୱର ଅନେକ ଦେଶରେ ଟିକାକରଣ ଉପରୁ ଭରସା ତୁଟିଥିଲା, ସେତେବେଳେ ଭାରତ ଟିକାକରଣକୁ ଅଧିକ!-->!-->!-->…
ବାରବାଟୀ ଦୁର୍ଗର ବିକାଶ ନିମନ୍ତେ କେନ୍ଦ୍ରକୁ
ରାଜ୍ୟ ସରକାର ବାରବାଟୀ ଦୁର୍ଗର ବିକାଶ ନିମନ୍ତେ କେନ୍ଦ୍ରକୁକୌଣସି ପ୍ରସ୍ତାବ ଦେଇ ନ ଥିବା ଜଣାପଡ଼ିଛି । ଆଜି ଲୋକସଭାରେସାଂସଦ ଭର୍ତ୍ତୃହରି ମହତାବଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ କେନ୍ଦ୍ରପର୍ଯ୍ୟଟନ ମନ୍ତ୍ରୀ ଜି.କିଷନ ରେଡ୍ଡୀ ଏହା କହିଛନ୍ତି । ସାଂସଦ ଶ୍ରୀ ମହତାବ୬୦୦ ବର୍ଷ ପୁରାତନ!-->…