Sign in
Sign in
Recover your password.
A password will be e-mailed to you.
ପେଟ ଫୁଲିବା ଓ ଜଳଉଦରୀ ବା ‘ସିକ୍ସ ଏଫ୍
ଭିନ୍ନ ପ୍ରକାର ରୋଗରୁ ପେଟ ଫୁଲିଥାଏ। ତେବେ ଏହାର ମୁଖ୍ୟତଃ ୬ଟି କାରଣ ରହିଛି। ଏହାକୁ ଡ଼ାକ୍ତରୀ ଭାଷାରେ ‘ସିକ୍ସ ଏଫ୍’ ବୋଲି କୁହାଯାଏ। ଏଗୁଡ଼ିକ ହେଲା, ୧. ଫ୍ଲାଟସ ଗ୍ୟାସ୍ ବା ବାୟୁ ୨. ଫ୍ୟାଟ-ଚର୍ବି-ମୋଟା ହେବା ୩. ଫ୍ଲୁଇଡ଼ -ଜଳୀୟ ପଦାର୍ଥ ଜମିବା-ଜଳଉଦରୀ ୪. ଫିଟ୍ସ-ଗର୍ଭସ୍ଥ ସନ୍ତାନ…
କେଦାର ନାଥରେ ବାୟୁସେନାର ହେଲିକାପ୍ଟର ଦୁର୍ଘଟଣା ହେଲେ ବଞ୍ଚିଗଲେ ସମସ୍ତେ
ନୂଆଦିଲ୍ଲୀ: କେଦାରନାଥ ମନ୍ଦିର ନିକଟରେ ସେନାର ଏକ ଏମ୍ଆଇ-୧୭ ହେଲିକାପ୍ଟରଟି ଖସି ପଡିଛି । ମାତ୍ର ଏଥିରେ ଥିବା ପାଇଲଟଙ୍କ ସହ ସମସ୍ତ ସେନା କର୍ମଚାରୀ ବଞ୍ଚିଯାଇଛନ୍ତି ଷ
କେଦାରନାଥ ମନ୍ଦିର ନିକଟରେ ହେଲିକାପ୍ଟରଟି ଅବତରଣ କରୁଥିଲା । ଏତିକି ବେଳେ ସୁରକ୍ଷ ପାଇଁ ଦିଆଯାଇଥିବା ଲୁହା…
କାହିଁକି ଆଗକାଳରେ ସୂର୍ଯ୍ୟାସ୍ତ ପରେ ଓ ମଙ୍ଗଳବାରରେ ନଖ ଓ ଚୁଟି କାଟିବାକୁ ଅଶୁଭ କହୁଥିଲେ!
ମଙ୍ଗଳବାରରେ ବାଳ ନକାଟିବା
ପୂର୍ବେ ଭାରତରେ ଅଧିକ ସଂଖ୍ୟାରେ କୃଷକ ଥିଲେ। ଶନିବାରରୁ ରବିବାର ପର୍ଯ୍ୟନ୍ତ ସପ୍ତାହଯାକ ଏମାନେ କ୍ଷେତରେ କାମ କରୁଥିଲେ। ସୋମବାର ଥିଲା କୃଷକଙ୍କ ବିଶ୍ରାମ ଦିନ। ଏହିଦିନ ସେମାନେ ଘର ପରିଷ୍କାର, ଲୁଗା ସଫା କରିବା ସହ ବାଳ କାଟୁଥିଲେ। ତେଣୁ ମଙ୍ଗଳବାର ଧୋବା…
ମଜା କଥା-୧
ଶିକ୍ଷକ : ଇଚ୍ଛା ବଳ ଦୃଢ଼ ଥିଲେ ପଥରରୁ ମଧ୍ୟ ପାଣି ବାହାର କରିହେବ।
ଛାତ୍ର : ସାର୍..ଆମ ଘରେ ତ’ ଲୁହାରୁ ପାଣି ବାହାରୁଛି।
ଶିକ୍ଷକ : କେମିତି?
ଛାତ୍ର : ସାର୍..ସେଇଟା ପରା ଲୁହା ହ୍ୟାଣ୍ଡ ପମ୍ପ।
ସ୍ପଣ୍ଡିଲୋସିସ୍
ଏହି ରୋଗରେ ବେକ, କାନ୍ଧ, ଅଣ୍ଟାଦରଜ ହୁଏ।
ହାତ ଉପରକୁ ଉଠାଇବାକୁ କଷ୍ଟ ଲାଗେ।
ମୁଣ୍ଡ ତଳେ ତକିଆ ଦେଇ ଶୁଅନ୍ତୁ ନାହିଁ।
ମୁଣ୍ଡ ଧୋଇ ନିୟମିତ ସ୍ନାନ କରିବା ମଧ୍ୟ ଅନୁଚିତ।
ସିଝା ଖାଦ୍ୟ ଠିକ୍ ସମୟରେ ଖାଇବା ଆବଶ୍ୟକ।
ଔଷଧ ଖାଇବା ସହ ବିଶେଷଜ୍ଞଙ୍କ ପରାମର୍ଶରେ ପ୍ରସାରଣୀ…
ଭିଭୋ ପକ୍ଷରୁ ଭି-୯ ସ୍ମାର୍ଟଫୋନର ବଜାର ପ୍ରବେଶ
ବିଶ୍ୱସ୍ତରୀୟ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଭିଭୋ ପକ୍ଷରୁ ଆଜି ଏହାର ଫ୍ଲାଗସିପ୍ ଡୁଆଲ୍ କ୍ୟାମେରା ସ୍ମାର୍ଟଫୋନ୍ ଭି-୯ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏଥିରେ ୧୬ ଏମ୍ପି ଏବଂ ୫ ଏମ୍ପି ପଛ କ୍ୟାମେରା ସହିତ ୨୪ ଏମ୍ପି ସେଲଫି କ୍ୟାମେରା ରହିଛି। ଏହା ସହିତ ଏଥିରେ ଅତୁଳନୀୟ ୧୯:୯…
ଶ୍ରୀରାମ ନବମୀରେ ଭଗବାନଙ୍କ ଏହି ମନ୍ତ୍ର ଜପ କରନ୍ତୁ, ଶାନ୍ତି ମିଳିବ, ସଂକଟ ଦୂର ହେବ
ଆଜି ହେଉଛି ପବିତ୍ର ଶ୍ରୀରାମ ନବମୀ, ମର୍ଯ୍ଯାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଶୁଭ ଜନ୍ମ ଦିନ ତ୍ରେତୟା ଯୁଗରେ ତୈତ୍ର ଶୁକଳ ନବମୀରେ ସ୍ବୟଂ ନର୍ିଗୁଣ ବ୍ରହ୍ମ ଶ୍ରୀରାମ ରୂପରେ ପ୍ରକଟ ହୋଇଥିଲେ ସନାତନ ଧର୍ମରେ କେତୋଟି ଅତି ଗୁରୁତ୍ବପୂର୍ଣ୍ଣ ପର୍ବ ମଧ୍ୟରୁ ଗୋଟିଏ ବିଶ୍ବାସ ଅଛି ଆଜିର…
କିଡନୀ ଷ୍ଟୋନର ଘରୋଇ ଉପଚାର
କିଡନୀରେ କ୍ୟାଲସିୟମ୍ ଜମିବାରୁ ଷ୍ଟୋନ୍ ବା କିଡନୀ ଅକାମୀ ଅବସ୍ଥା ହୋଇଥାଏ।
ଏଭଳି ସମସ୍ୟାରୁ ରକ୍ଷା ପାଇବାକୁ ହେଲେ ହଳଦୀ ବଟା ୨ଚାମଚ ଲେଖାଏଁ ୨ଥର ଖାଲିପେଟରେ ପିଇବା ଆବଶ୍ୟକ।
ଆୟୁର୍ବେଦ ବିଶେଷଜ୍ଞଙ୍କ ପରାମର୍ଶରେ ଏହା ସେବନ କରିବା ନିତାନ୍ତ ଜରୁରୀ।
ନିୟମିତ ପଇଡ଼ ପାଣି ଓ ଲେମ୍ବୁ…
ମହିଳାଙ୍କ ପାଇଁ ସାନିଟାରୀ ନାପକିନ ଯୋଜନା ଆରମ୍ଭ କଲେ କେନ୍ଦ୍ର ସରକାର
ସରକାର ପ୍ରଧାନମନ୍ତ୍ରୀ ଭାରତୀୟ ଜନ-ଔଷଧି ପରିଯୋଜନା ଅଧୀନରେ 2.50 କୋଟିର ଶତକଡା 100 ପ୍ରତିଶତ ଅକ୍ସୋ-ବାୟୋଡିଗ୍ରେଡେବୁଲ ସାନିଟାରୀ ନାପକିନ ସୁବିଧାର ଶୁଭାରମ୍ଭ କଲେ
• ଭାରତର ବଞ୍ଚିତ ମହିଳାମାନଙ୍କ ପାଇଁ ଏହି ଉତ୍ପାଦ ‘ସ୍ୱଚ୍ଛତା, ସ୍ୱାସ୍ଥ୍ୟ ଏବଂ ସୁବିଧା’ ଆଦି ସୁନିଶ୍ଚିତ କରିବ: ଶ୍ରୀ…
ପ୍ଲାଷ୍ଟିକ ସର୍ଜରୀ ଦ୍ୱାରା ଶରୀରକୁ କରାଯାଇ ପାରିବ ସୁନ୍ଦର, ଭାଗ-୧
ଓଜନ କମ୍ କରିବା: ଏହି ପଦ୍ଧତି ସାହାଯ୍ୟରେ ଅତ୍ୟଧିକ ମୋଟା ହୋଇଥିବା ଲୋକଙ୍କୁ ପତଳା କରିବା ପାଇଁ ସେମାନଙ୍କ ଶରୀରରୁ ଅନାବଶ୍ୟକ ଚର୍ବିକୁ ମେସିନ୍ ସାହାଯ୍ୟରେ ମଧ୍ୟ କଢ଼ାଯାଏ।
ଅନାବଶ୍ୟକ କେଶ ସମସ୍ୟା: ଶରୀରରେ ହରମୋନ୍ର ପରିମାଣ ଅନୁସାରେ କେତେକ ମହିଳା ଏବଂ ପୁରୁଷଙ୍କ ଶରୀରରେ…