Sign in
Sign in
Recover your password.
A password will be e-mailed to you.
ବିଦେଶ ବୁଲି ଯ଼ିବେ କି ? ଏସବୁ ସ୍ଥାନକୁ ଯ଼ାଇପାରନ୍ତି
ଚଳିତ ଗ୍ରୀଷ୍ମ ଅବକାଶରେ ଭ୍ରମଣରେ ଅପୂର୍ବ ସୁଯୋଗ ରହିଛି। ଏହି ଅବସରରେ ମିଜୋରୋମ୍ର ନୃତ୍ୟ ଉତ୍ସବ ତଥା ଆଣ୍ଡାମାନର ଉତ୍ସବ ଆଦି ଆପଣଙ୍କ ପର୍ଯ୍ୟଟନ ଅଭିଜ୍ଞତାକୁ ରୁଦ୍ଧିମନ୍ତ କରାଇବାକୁ ସକ୍ଷମ ହେବ। ନିମ୍ନରେ ୨୦୧୮ର କେତେଗୁଡ଼ିଏ ପର୍ଯ୍ୟଟନ ସ୍ଥଳ ସମ୍ପର୍କରେ ବର୍ଣ୍ଣନା କରାଯାଇଛି ଯାହାକି…
ଜାଣନ୍ତୁ କାହାକୁ ମଶା ଅଧିକ କାମୁଡେ !
ଏପରି କିଛି ବ୍ୟକ୍ତି ଅଛନ୍ତି ଯାହାକୁ ମଶା ଅଧିକ କାମୁଡି ଥାଏ । ସେମାନେ ଯେଉଁସ୍ଥାନାରେ ଥାଆନ୍ତି ମଶା ତାଙ୍କୁ କାମୁଡି ଥାଏ । ଜାଣନ୍ତୁ ଏହାର କାରଣ
ଶରୀରେ ଅଙ୍ଗାରକାମ୍ଳ ମାତ୍ରା ଅଧିକ ରହିଲେ ମଶା କାମୁଡିଥାଏ ।
ଗର୍ଭବତୀ ଓ ଛୋଟପିଲାମାନଙ୍କୁ ଅଧିକ ମଶା କାମୁଡିଥାଏ ।
ମଦ୍ୟପାନକଲେ…
ଜାଣନ୍ତୁ ଏହି ଔଷଧ ଯୋଗୁଁ ହୋଇପାରେ ହାର୍ଟ ଆଟାକ
ହାର୍ଟ ଆଟାକ ବା ହୃଦଘାତର ବିଭିନ୍ନ କାରଣ ରହିଛି । ମୋଟାପଣ ସହ , ହୃଦୟ ବା ହାର୍ଟକୁ ରକ୍ତ ଯୋଗାଉଥିବା ଧମନୀରେ ଚର୍ବି ଜମାଟ ବାନ୍ଧିଲେ , କୌଣସି କାରଣରୁ ଏହା ସରୁ ହୋଇଗଲେ , ଏହିପରି ଅନେକ କାରଣ ରହିଛି ହାର୍ଟ ଆଟାକ ହୋଇଥାଏ । କେତେକ ପେନ୍ କିଲର ଔଷଧକୁ ଅଧିକ ବ୍ୟବହାର କଲେ…
ସଜନା ଛୁଇଁ ସ୍ୱାସ୍ଥ୍ୟ ପାଇଁ ଅତି ଭଲ, ଜାଣନ୍ତୁ ଏହାର ବ୍ୟବହାର
ଭାରତର ପ୍ରତ୍ୟେକ ପ୍ରାନ୍ତରେ ଦେଖାଯାଉଥିବା ସଜନା ଛୁଇଁ ପରିବାକୁ ନେଇ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ। ଦକ୍ଷିଣ ଭାରତରେ ଏହାର ଲୋକପ୍ରିୟତା ସର୍ବାଧିକ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ନିୟମିତ ତରକାରିରେ ଏହାର ଉପଯୋଗ ସ୍ବାସ୍ଥ୍ୟ ପାଇଁ ସର୍ବୋତ୍ତମ।
ପରୀକ୍ଷାରୁ ଜଣାପଡ଼ିଛି ଯେ ସଜନା…
ଲୋକ ଏମିତି କରି ପାରନ୍ତି ନୀଚକାମ, ସାହାଯ୍ୟ ମାଗୁଥିବା ମହିଳାଙ୍କୁ ଅନୁଗୁଳରେ କଲେ ଗଣବଳାତ୍କାର
ଅନୁଗୁଳ: ଆଜିକାଲି ଦୁନିଆରେ ଅନେକ ସ୍ଥାନରେ ଏକପ୍ରକାରର ହଜି ଯାଇଛି । ଏପରି ଏକ ଘଟଣା ଅନୁଗୁଲର ପୁରୁଣା ପାଣିରେ ଦେଖିବାକୁ ମିଳିଛି । ଜଣେ ମହିଳା ସ୍ୱାମୀଙ୍କ ସହ ସମ୍ବଲପୁରରୁ କଟକ ଏକ କାରରେ ଆସୁଥିଲେ । ସ୍ୱାମୀ କାର ଚଳାଉଥିଲା । ୬ ବର୍ଷ ଝିଅ କାରର ଆଗ ସିଟ୍ରେ ବସିଥିଲା । ରାତିରେ…
ଜାଣନ୍ତୁ ଅର୍ଶର କାରଣ, ଲକ୍ଷଣ ଓ ଏହାର ନିରାକରଣ
ଅର୍ଶ ରୋଗ ଏକ କଷ୍ଟ ଦାୟକ ରୋଗ । ମଳଦ୍ୱାରରେ ଥିବା ମାଂସପେଶୀର ଦୁର୍ବଳତା, କୋଷ୍ଠକାଠିନ୍ୟ ଯୋଗୁ ହୋଇଥାଏ। ମଳଦ୍ୱାରରେ ଥିବା ପେରିଷ୍ଟୋନିୟମର ଶିରା ସଙ୍କୁଚିତ ହେବା ଦ୍ୱାରା ମଳଦ୍ୱାର ଦୁର୍ବଳ ହୋଇ ମାଂସଗୁଳି ବୃଦ୍ଧି ପାଏ। ମଳ କଠିନ ହେଲେ ଏହା ଫାଟି ରକ୍ତ ପଡେ।
ଏହା…
‘ଓମ୍’ ବିଷୟରେ କିଛି ଜାଣିବା କଥା
ଅଧିକାଂଶ ମନ୍ତ୍ର ଉଚାରଣ କରିବା ପୂର୍ବରୁ ଓମ୍ ଉଚ୍ଚାରଣ କରାଯାଇଥାଏ । ଧ୍ୟାନ କରିବା ପୂର୍ବରୁ ଓମ୍ ଉଚ୍ଚାରଣ କରାଯାଏ । ଓମ୍କୁ ସମସ୍ତ ଶଦ୍ଦ ମନ୍ତ୍ରର ମୂଳ ବୋଲି କୁହାଯାଇଥାଏ । ଓମ୍ ସର୍ବଶକ୍ତିମାନେ ଓ ପରଂବ୍ରହ୍ମଙ୍କର ପାଇଁ ଉଚ୍ଚାରିତ ଶଦ୍ଦ ବୋଲି ବିଭିନ୍ନ ଶାସ୍ତ୍ରରେ ବର୍ଣ୍ଣନା ଅଛି…
ପୁରୁଷ, ବାଳକ, ଯୁବକଙ୍କ ପାଇଁ ଏହା ଅଧିକ କରିବା ସ୍ୱାସ୍ଥ୍ୟ ପକ୍ଷେ ଖରାପ
ଏକ ନିର୍ଦିଷ୍ଟ ବୟସରେ ପହଞ୍ଚିବା ପରେ ଅଧିକାଂଶ ପୁରୁଷ ହସ୍ତ ମୈଥୁନ କରିଥାଆନ୍ତି । ଏହା ସେକ୍ସ ଲାଇଫର ଏକ ଅଂଶ । ଏହା ଦ୍ୱାରା ଶରୀରର ହରମୋନ ସନ୍ତୁଳିତ ହୁଏ । ଏହା ଏକ ସାମାନ୍ୟ ପକ୍ରିୟା , ଡାକ୍ତର ଓ ବିଶେଷଜ୍ଞମାନେ ଏହାକୁ ସାମାନ୍ୟ ପକ୍ରିୟା ବୋଲି କହିଥାଆନ୍ତି । ମାତ୍ର ପରିଷ୍କାର…
ପଇଡ ପାଣି ସହ ମହୁ ପିଇବାର ଫାଇଦା ବୟସ କମ୍ ଦିଶିବା, କିଡନୀ ଷ୍ଟୋନ୍ ଓ କୋଷ୍ଠ ବଦ୍ଧତା ଭଲ କରିଥାଏ
ପଇଡା ପାଣିକୁ ଅତି ସ୍ୱାସ୍ଥ୍ୟକର ବୋଲି କୁହାଯାଇଥାଏ । ଖରାଦିନେ ପଇଡ ପାଣି ପିଇଲେ ଅତି ଭଲ । ଅନେକ ରୋଗକୁ ଏହା ବଲ କରିଦେଇଥାଏ । ମାତ୍ର ପଇଡରେ ଅଳ୍ପ ପରିମାଣର ମହୁ ମିଶାଇ ପିଇଲେ ଭଲ ।
ଶରୀରେ ବୟସରେ ଛାପ ଦେଖା ଗଲେ ପଇଡା ପାଣି ସହ ଅଳ୍ପ ପରିମାଣରେ ମହୁ ମିଶାଇ ପିଇବା ଭଲ । ଏହା ଚମଡା…
ପ୍ରଧାନମନ୍ତ୍ରୀ ମୋଦି କଣ ଗଡସେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରୁଛନ୍ତି ? କେତେ ସତ କେତେ ମିଛ ?
ଫେକୁ ଏକ୍ସପ୍ରେସ ନାମକ ଏକ ଫେସବୁକ ପେଜ ରହିଛି । ଏହା ମୁଖ୍ୟତଃ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଥାଏ । କେତେକ କ୍ଷେତ୍ରରେ ଏହାର ସମାଲୋଚନା ଗଠନମୂଳକ ଓ ସତ୍ୟଆଧାରିତ ଥିବାବେଳେ ଆହୁରି କେତେକ କ୍ଷେତ୍ରରେ ଏହା କେବଳ ସମାଲୋଚନା କରିବା ଲକ୍ଷ୍ୟରେ ସମାଲୋଚନା କରିଥାଏ…