ବଢୁଛି ଭାରତର ପତିଆରା, ଉଭୟ ଋଷିଆ ଓ ଆମେରିକା ଏବେ ଭାରତର ସାମରିକ ସହଯ଼ୋଗୀ

ନୂଆଦିଲ୍ଲୀ : ଆମେରିକାର ବାରଣ, ନାଲି ଆଖିକୁ ଖାତିର ନକରି ଭାରତ ସରକାର ନିଜର ଦୁଇ ପୁରୁଣା ବନ୍ଧୁ ଋଷିଆ ଓ ଇରାନ ସହ ସଂପର୍କକୁ ବଜାୟ ରଖିଛି । ଗତ କାଲି ଭାରତ ଋଷିଆରୁ ଏସ-୪୦୦  ଟ୍ରିୟମ୍ପ  ମିସାଇଲ   ଡିଫେନ୍ସ ସିଷ୍ଟମ  କିଣିବାକୁ ଚୁକ୍ତି କରିଛି  । ଏହା ଭାରତର ବାୟୁସୀମାକୁ ଏକ ଅଭେଦ୍ୟ…

ନୂଆ ରଙ୍ଗରେ ବଜାରକୁ ଆସିଲା ସାମସଙ୍ଗ ଗାଲାକ୍ସି ଏସ ପ୍ଲସ୍‌ ଓ ଗାଲାକ୍ସି ନୋଟ୯, ଜାଣନ୍ତୁ କଣ ରହିଛି ପୂଜା ଅଫର

ଗୁରୁଗ୍ରାମ : ଦେଶର ଅଗ୍ରଣୀ ତଥା ବିଶ୍ୱସନୀୟ ସ୍ମାର୍ଟଫୋନ ବ୍ରାଣ୍ଡ ସାମସଙ୍ଗ ୨ଟି ଲୋକପ୍ରିୟ ଉତ୍ପାଦ ଗାଲାକ୍ସି ଏସ୍‌୯ ପ୍ଲସ୍‌ ଓ ଗାଲାକ୍ସି ନୋଟ୯ କୁ ନୂଆ ରଙ୍ଗରେ ବଜାର ପ୍ରବେଶ କରାଇଛି । ଆଗାମୀ ପୂଜା ପୂର୍ବରୁ କଂପାନୀ ଏହାର ବଜାର ପ୍ରବେଶ କରାଇଛି । ଏଣିକି ଗାଲାକ୍ସି ଏସ୍‌9 ପ୍ଲସ୍‌ …

ମୋଦି ସରକାରଙ୍କ ମାଷ୍ଟରଷ୍ଟ୍ରୋକ : ବିଜେପିଶାସିତ ରାଜ୍ୟରେ ତେଲ ଦର ୫ ଟଙ୍କା କମିଲା, ବିରୋଧୀ ଦଳଙ୍କ ମୁହଁ ବନ୍ଦ

ନୂଆଦିଲ୍ଲୀ : ଆଗକୁ ଚାରିଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ବଢିଚାଲିଥିବା ତେଲ ଦର କେନ୍ଦ୍ରର ମୋଦି ସରକାରଙ୍କ ଉପରେ ପ୍ରବଳ ଚାପ ରହିଥିଲା । କାରଣ କ୍ରମାଗତ ତେଲଦର ବୃଦ୍ଧି ଯ଼ୋଗୁଁ ଜନଅସନ୍ତୋଷ ବଢିଚାଲିଥିବାବେଳେ ବିରୋଧୀ ଦଳ ସରକାରଙ୍କୁ ନିୟମିତ ଟାର୍ଗେଟ କରିଚାଲିଥିଲେ । କିନ୍ତୁ…

ଭାରତ ପାଇବ  ଏସ-୪୦୦ : ବିଶ୍ୱର ସବୁଠାରୁ ଭଲ ବାଲିଷ୍ଟିକ ମିସାଇଲ ଡିଫେନ୍ସ ସିଷ୍ଟମ

ନୂଆଦିଲ୍ଲୀଭାରତ ଗ୍ରସ୍ତରେ ଆସିଛନ୍ତି ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ । ସେ ଭାରତ-ଋଷିଆ ଦ୍ୱିପାକ୍ଷିକ ସମ୍ମିଳନୀରେ ଯୋଗଦେବେ । ଏହି ଅବସରରେ ଉଭୟ ଦେଶ ମଧ୍ୟରେ କେତେକ ସାମରିକ ଚୁକ୍ତି ହୋଇପାରେ । କେତେକ ସୂଚନା ଅନୁସାରେ ଭାରତ ଋଷିଆଠାରୁ ମୋଟ ୮.୫ ବିଲିୟନ ଡଲାର (ପ୍ରାୟ ୬୧ ହଜାର…

ଡାକ୍ତରଙ୍କ ଖରାପ ହସ୍ତାକ୍ଷର ଦେଖି ବିଚାରପତି ବିରକ୍ତ, ଲାଗୁ କଲେ 5 ହଜାର ଟଙ୍କାର ଜୋରିମନା

ଲକ୍ଷ୍ନୌ :  ଡାକ୍ତରମାନଙ୍କର ଖରାପ ହସ୍ତାକ୍ଷର କଥା କିଏ ନଜାଣେ ?  ଡାକ୍ତରଙ୍କ ଖରାପ ହସ୍ତାକ୍ଷର ଯ଼ୋଗୁଁ ଅନେକ ସମୟରେ ରୋଗୀ କିମ୍ବା ଫାର୍ମାସିଷ୍ଟ ମାନଙ୍କୁ ପଢିବାରେ ଅସୁବିଧା ହୁଏ  ।  ଏହା କାରଣରୁ ଡାକ୍ତର ଗୋଟିଏ ଔଷଧ ଲେଖିଥିବେ କିନ୍ତୁ ଔଷଧ ଦୋକାନୀ ଆଉ ଗୋଟେ ଔଷଧ ଦେଇଥିବ, ଏମିତି ବି…

୩ ଯୁବତୀ ମଦ ପିଇ ପୁଲିସକୁ ବାଡେଇବା ଅଭିଯୋଗରେ ଗିରଫ

ମୁମ୍ବଇ . - ୪ ଜଣ ଯୁବତୀ ମଦ ପିଇ ମାତଲ ଅବସ୍ଥାରେ ପୁଲିସକୁ ବାଡେଇବା ସହ ସାଧାରଣ ସ୍ଥାନରେ ଖରାପ ବ୍ୟବହାର ପ୍ରଦର୍ଶନ କରିବା , ଅଶ୍ଳୀଳ ଆଚରଣ କରିବା ଅଭିଯୋଗ ହୋଇଛି । ପୁଲିସକୁ ମାରପିଟ୍‌ କରିବା ଅଭିଯୋଗରେ ୩ ଜଣ ଗିରଫ ହୋଇଥିବା ବେଳେ ଜଣେ ଫେରାର ହୋଇଯାଇଛି । ୨୦ ବର୍ଷରୁ ସାମାନ୍ୟ…

ବିସିସିଆଇରେ କଣ ଚାଲିଛି ? ଚାଲନ୍ତୁ ଆରଟିଆଇ ଫାଇଲ କରିବା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ ସୂଚନା ଅଧିକାରୀ ଆଇନ (ଆରଟିଆଇ)ର ଅନ୍ତର୍ଭୁକ୍ତ ହେବ ।  ବିସିସିଆଇ ଏଣିକି ଦେଶବାସୀଙ୍କୁ ଉତ୍ତର ଦେବାକୁ ବାଧ୍ୟ ହେବ । ଏହି ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରୀୟ ସୂଚନା କମିଶନ ।  ଅର୍ଥାତ ଜଣେ ଖେଳାଳୀ କେଉଁ କାରଣରୁ ଚୟନ…

ଇଣ୍ଡୋନେସିଆ ସୁନାମୀ ପଛରେ ଆଉ ଏକ କାରଣ ଥାଇପାରେ, କଣ ସେ କାରଣ ?

ଭୁବନେଶ୍ୱର : ଇଣ୍ଡୋନେସିଆରେ ଗତ କାଲି ଆସିଥିବା ପ୍ରଳୟଙ୍କରୀ ସୁନାମୀ ଫଳରେ ନାହିଁ ନଥିବା କ୍ଷୟକ୍ଷତି ହୋଇଛି । ପ୍ରାୟ 1000 ରୁ ଅଧିକ ବ୍ୟକ୍ତି ମୃତ୍ୟୁବରଣ କରିଥିବାବେଳେ ଆହୁରି ଅନେକ ନିଖୋଜ ଅଛନ୍ତି । କିନ୍ତୁ ବୈଜ୍ଞାନିକ ମାନେ ଏହି ସୁନାମୀର ଭୟଙ୍କର ରୂପକୁ ନେଇ ଚକିତ ହୋଇଯ଼ାଇଛନ୍ତି ।…

ଦିଲ୍ଲୀରେ ବାୟୁ ପ୍ରଦୁଷଣ ରୋକିବ ମେସିନ, ବାୟୁକୁ ଶୁଦ୍ଧ କରିବା ପାଇଁ ୨ ଟିସ୍ଥାନରେ ମେସିନ ସ୍ଥାପନ

ଦିଲ୍ଲୀର ଆଇଟିଓ ଓ ମୁକରବା ଚୌକଠାରେ ବାୟୁ ପ୍ରଦୂଷଣ ନିରାକରଣ ଯନ୍ତ୍ରର ଶୁଭାରମ୍ଭ କଲେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ • ଏହି ଯାନ୍ତ୍ରିକ ବ୍ୟବସ୍ଥା ୫୦୦ଜ୍ଞ୨; ପରିମିତ କ୍ଷେତ୍ର ବାୟୁକୁ ସ୍ୱଚ୍ଛ କରିପାରିବ • ଅକ୍ଟୋବର ୧୫ ତାରିଖ ସୁଦ୍ଧା ଦିଲ୍ଲୀର ବିଭିନ୍ନ ସ୍ଥାନରେ ଏଭଳି…

ଅଯ଼ୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଆହୁରି କିଛି ବର୍ଷ ଅପେକ୍ଷା କରିବାକୁ ହେବ !

ନୂଆଦିଲ୍ଲୀ: ନମାଜ ପାଠ ପାଇଁ ମସଜିଦ ଅପରିହାର୍ଯ଼୍ୟ ନୁହେଁ ବୋଲି ଆଜି ସୁପ୍ରିମକୋର୍ଟ ସ୍ପଷ୍ଟ କରିଦେବା ସତ୍ତ୍ବେ ଅଯ଼ୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବା ପାଇଁ ଆହୁରି ଅନେକ ବାଟ ଯ଼ିବାକୁ ଅଛି । କାରଣ ଆସନ୍ତା ଅକ୍ଟୋବର 29ରୁ  ରାମ ଜନ୍ମଭୂମି- ବାବ୍ରୀ ମସଜିଦ୍‌ ଜମି ବିବାଦ ମାମଲାର…