ସୋମବାରରେ ବିଜେପୁରରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥିପତ୍ର ଦାଖଲ କଲେ

ଭୁବନେଶ୍ୱର .. –ସୋମବାରେ ବିଜେପୁରରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ମଧ୍ୟାହ୍ଣ ୨.୪୦ରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ନବୀନ । ନାମାଙ୍କନ ପତ୍ର ଦାଖଲ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ବରିଷ୍ଠ ନେତା…

ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲା ବିଜେଡି

ଭୁବନେଶ୍ୱର ..—୨୦୧୯ ବିଧାନସଭା ନିର୍ବାଚନ ପାଇଁ ବିଜେଡି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିତା ଘୋଷଣା କରିଛି । ଏଥିରେ ବଲାଙ୍ଗୀର ପାଇଁ ଅର୍କ କେଶରୀ ସିଂହଦେଓଙ୍କ  ପ୍ରାର୍ଥୀ କରାଯାଇଛି । ସମ୍ବଲପୁର ବଧାନସଭା ନିର୍ବାଚନ ମଣ୍ଡଳୀରୁ ରାସେଶ୍ୱରୀ ପାଣିଗ୍ରାହୀଙ୍କୁ  ପ୍ରାର୍ଥୀ ହୋଇଥିବା ବେଳେ…

ଟିକେଟ ହରାଇଲେ ଶତ୍ରୁଘନ ସିହ୍ନା, ତାଙ୍କ ଆସନରୁ ଲଢିବେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ

ନୂଆଦିଲ୍ଲୀ : ବିଜେପିର ବିଦ୍ରୋହୀ ନେତା ଶତ୍ରୁଘନ ସିହ୍ନାଙ୍କୁ ଦଳ ପକ୍ଷରୁ ଏଥର ଟିକେଟ ଦିଆଯାଇନାହିଁ । ତାଙ୍କ ସ୍ଥାନରେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ପାଟଣା ସାହିବରୁ ଟିକେଟ ଦିଆଯାଇଛି ।  ଟିକେଟ ଦିଆଯାଇଥିବାରୁ ରବି ଶଙ୍କର ପ୍ରଧାନମନ୍ତ୍ରୀ ମୋଦି ଓ ଦଳୀୟ ସଭାପତି ଅମିତ…

କଂଗ୍ରେସ ଯ଼ାଉ ଯ଼ାଉ ନାଟକୀୟ ଭାବେ ବିଜେପିରେ ମିଶିଲେ ପ୍ରତ୍ୟୁଷା ରାଜେଶ୍ବରୀ, କିନ୍ତୁ କନ୍ଧମାଳ ଟିକେଟ ମିଳିବା…

ଭୁବନେଶ୍ବର : ନିର୍ବାଚନ ଆଉ ଅଳ୍ପକିଛି ଦିନ ଥିବାବେଳେ ଓଡ଼ିଶାରେ ରାଜନୈତିକ ବାତାବରଣ ଉଷ୍ମ ହୋଇଚାଲିଛି । ଏବେ ବିଭିନ୍ନ ଦଳରେ ଟିକେଟ ଘୋଷଣା ଚାଲିଥିବାରୁ ନେତା ମାନଙ୍କ ଦଳ ଡିଆଁ  ବୃଦ୍ଧି ପାଇଛି । ଟିକେଟ ନ ପାଇଁ ଅସନ୍ତୁଷ୍ଟ ନେତାମାନେ ଅନ୍ୟ ଦଳକୁ ଡିଆଁ ମାରୁଛନ୍ତି  । ପୁଣି ନିରାଶ…

ଓଡ଼ିଶା ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷିତ, ୫୪ ବିଧାନସଭା ଓ ୨ ଲୋକସଭା ଆସନ ପାଇଁ ତାଲିକା

ନୂଆଦିଲ୍ଲୀ /ଭୁବନେଶ୍ୱର – ୨୦୧୯ ସାଧାରଣ ନିର୍ବାଚନ ସହ ଓଡ଼ିଶା ବିଧାନ ସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ୫୪ଟି  ବିଧାନ ସଭା ଓ ୨ଟି ଲୋକସଭା  ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ସତ୍ୟବାଦୀରୁ ପ୍ରସାଦ ହରିଚନ୍ଦନ , , ବିଜେପୁର ରିପୁନାଥ ସେଠ , ଆନନ୍ଦପୁରରୁ ଜୟଦେବ ଜେନା ,…

ଓଡ଼ିଶାପାଇଁ ବିଜେପିର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଘୋଷିତ

ନୂଆଦିଲ୍ଲୀ ..-  ପୁରୀ ଲୋକସଭା ଆସନ ପାଇଁ ବିଜେପିର ଜାତୀୟ ପ୍ରବକ୍ତା ସମ୍ବିତ ପାତ୍ର ପ୍ରାର୍ଥୀ ହେବେ ।୨୦୧୯ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଓଡ଼ିଶାର ୨୨ଟି ବିଧାନସଭା ଓ ୫ଟି ଲୋକ ସଭା ଆସନ ପାଇଁ ପ୍ରାର୍ଥୀତାଲିକା ଘୋଷଣା କରାଯାଇଛି ।  ବରଗଡ ଲୋକସଭା ସୁରେଶ ପୂଜାରୀ, ସମ୍ବଲପୁର ଲୋକସଭା…

ଓଡ଼ିଶାର ୧୦୦ ବିଧାନ ସଭା  ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ନୂଆଦିଲ୍ଲୀ .- ଭୁବନେଶ୍ୱର ମଧ୍ୟରୁ ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱର ଏକାମ୍ରରୁ ବାବୁ ସିଂ, ବ୍ରଜରାଜ ନଗରରୁ ରାଧାରାଣୀ ପଣ୍ଡା ନିମାପଡ଼ାରୁ ପ୍ରଭାତୀ ପରିଡ଼ା , ପାଟଣାଗଡ଼ରୁ କେଭି ସିଂହଦେଓ, ସମ୍ବଲପୁରରୁ ଜୟନାରାୟଣ ମିଶ୍ର, ଚିଲିକାରୁ ପୃଥ୍ୱୀରାଜ ହରିଚନ୍ଦନ, ପଦ୍ମପୁରରୁ ପ୍ରଦୀପ…

ବାରଣାସୀରୁ ଲୋକସଭା ନିର୍ବାଚନ ଲଢିବେ ମୋଦୀ, ଭୁବନେଶ୍ୱରରୁ ଅପରାଜିତା କେନ୍ଦ୍ରାପଡାରୁ ବୈଜୟନ୍ତ ବିଜେପି ଲୋକସଭା…

ନୂଆଦିଲ୍ଲୀ: ଚଳିତ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀରୁ ପୁଣି ନିର୍ବାଚନ ଲଢିବେ । ଗତଥର ସେ ଏହି ଆସନରୁ ବିଜୟ ଲାଭ କରିଥିଲେ ।  ଚଳିତ ଥର ଗୁଜୁରାଟର ଗାନ୍ଧୀ ନଗରରୁ ଅମିତ ଶାହ ଲୋକସଭା ନିର୍ବାଚନ ଲଢିବେ । ପୂର୍ବରୁ ବରିଷ୍ଠ ବିଜେପି ନେତା ଲାଲାକୃଷ୍ଣ ଆଡଭାନୀ ଏହି ଲୋକ ସଭା…

ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା: ଆଉ ୨୪ ଘଣ୍ଟା କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର :  ରାଜ୍ୟରେ ଆଉ ୨୪ ଘଣ୍ଟା କାଳ  କାଳ ବୈଶାଖିର ସମ୍ଭାବନା ରହିଛି । ମଙ୍ଗଳବାର ୧୯ ତାରିଖ ପର୍ଯ୍ୟନ୍ତ ପାଗର ଏହି  ଅବସ୍ଥା ରହିବ । କେନ୍ଦୁଝରରୁ କେନ୍ଦ୍ରାପଡ଼ା , ବରଗଡ଼ରୁ ବାଲେଶ୍ବରରେ କାଳବୈଶାଖୀ ପ୍ରଭାବ ରହିହିପାରେ । ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।…

ଏସିଡିଟି ବା ଅମ୍ଳ ଦେଷରୁ ରକ୍ଷା ପାଇବେ କିପରି

ସନ୍ତୁଳିତ ଆହାର ଓ ଜୀବନଚର୍ଯ୍ୟା ହେଲ ଆପଣ ଏସିଡିଟି ସହ ଅନେକ ରୋଗରୁ ମୁକ୍ତି ପାଇ ପାରିବେ । ଆପଣଙ୍କ ତଣ୍ଟି , ପେଟ କିମ୍ବା ଛାତି ପୋଡା ହେଉଥିଲେ ଏହା ଏସିଡିଟିର ଲକ୍ଷଣ । ଅତ୍ୟଦିକ ତେଲ ମସଲା ଖାଇଲେ , କି ଠିକ୍‌ ଭାବେ ପାଣି ନ ପିଇଲେ , ଅଧିକ ସମୟ ଭୋକରେ ରହିଲେ କିମ୍ବା ଅଧିକ ଚାପଗ୍ରସ୍ତ…