ଶ୍ରୀଲଙ୍କାର ରାଜଧାନୀ କଲମ୍ବୋ ନିକଟରେ ପୁଣି ଫୁଟିଲା ବୋମା

କଲମ୍ବୋ: ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ଗୁରୁବାର ପୁଣି ଥରେ ବୋମା ବିସ୍ଫୋରଣ ଶବ୍ଦ ଶୁଭିଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । କଲମ୍ବୋ ଠାରୁ ୪୦ କିଲୋମିଟର ଦୂର ପୁଗୋଡା ଟାଉନରେ ଏହି ବିସ୍ଫୋରଣ ଘଟିଛି । ପୋଲିସ ଓ ସ୍ଥାନୀୟ ଲୋକଙ୍କର କହିବା ଅନୁସାରେ ମାଜିଷ୍ଟ୍ରେଟ କୋର୍ଟ…

ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ମିଥୁନ ଚକ୍ରବର୍ତ୍ତୀ, ମାନସିକ ପୂରଣ ପରେ ଶ୍ରୀମନ୍ଦିର ଆସିଲେ

ପୁରୀ .- ହିନ୍ଦୀ ସିନେମାର ଅଶୀ ତଥା ନବେ ଦଶକ ଲୋକପ୍ରିୟ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ଦର୍ଶନ କରିଛନ୍ତି । ସେ ଗୁରୁବାର ସକାଳେ ଶ୍ରୀମନ୍ଦିରରେ ପହଞ୍ଚି ଶ୍ରୀଜୀଉମାନଙ୍କୁ ଦର୍ଶନ କରିଥିଲେ । ମଧ୍ୟାହ୍ନରେ ସେ ବ୍ରାହ୍ମଣଙ୍କୁ ମହାପ୍ରସାଦ ସେବନ କରାଇବା ସହ…

ପ୍ରାକୃତିକ ବିପର୍ଯ୍ୟୟ ବେଳେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସୁନାହାନ୍ତି, ଭୋଟ୍ ମାଗିବା ପାଇଁ ବାରମ୍ବାର ଆସୁଛନ୍ତି :…

ବାଲେଶ୍ୱର .- ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଜୋର ଧରିଛି । ବାଲଶ୍ୱର ଭୋଗରାଇ ଅଞ୍ଚଳରେ ମୁଖ୍ୟନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କରିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶା ଆସୁ ନ ଥିବା ବେଳେ ଭୋଟ୍‌ ମାଗିବା ପାଇଁ ବାରମ୍ବାର ଓଡ଼ିଶା…

ମହାବିଦ୍ୟାଳୟ ଚପରାସୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ବଲାଙ୍ଗୀ .- ବଲାଙ୍ଗୀର ସଇଁତଳା ଝରାବାହଲି ଗ୍ରାମରେ ଥିବା ଏକ ପରିତ୍ୟକ୍ତ କୁକୁଡା ଫାର୍ମରୁ ଜଣେ ଚପରାସୀ(ପିଅନ)ଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ସେ ଶୋଇଥିବାବେଳେ ତାଙ୍କୁ କେହି ହତ୍ୟା କରିଥିହା ପରିବାର ଲୋକ ଅଭିଯୋଗ କରିଛନ୍ତି । ମତକଙ୍କ ନାମ ଜଗଦୀଶ ଓ ସେ ଟିକରପଡା ମହାବିଦ୍ୟାଳୟରେ କାମ…

ଲୋକସଭା ନିର୍ବାଚନ: ସୋସିଆଲ ମିଡିଆରେ ପ୍ରଚାର ମାମଲାରେ ଆଗରେ ବିଜେପି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ୩ଟି ପର୍ଯ୍ୟାୟର ପ୍ରଚାର ପାଇଁ ଭାରତୀୟ ଜନତା ପାର୍ଟିର ସୋସିଆଲ ମିଡିଆ ବଜେଟ ସର୍ବାଧିକ ରହିଛି । କଂଗ୍ରେସର ବଜେଟ ବିଜେପି ତୁଳନାରେ କମ ବୋଲି ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ଫେସବୁକ ପକ୍ଷରୁ ଜାରି ହୋଇଥିବା ତଥ୍ୟ ଅନୁସାରେ ତୃତୀୟ ପର୍ଯ୍ୟାୟର…

ବିଜେପିରେ ଯୋଗଦେଲେ ସନ୍ନି ଦେଓଲ

ନୂଆଦିଲ୍ଲୀ ..- ବଲିଉଡ୍‌ର ଲୋକପ୍ରିୟ ଅଭିନେତା ସନ୍ନି ଦେଓଲ ବିଜେପିରେ ଯୋଗ ଦେଇଛନ୍ତି । ସେ ନୂଆଦିଲ୍ଲୀସ୍ଥିତ ବିଜେପି କାର୍ଯ୍ୟାଳୟରେ ବରିଷ୍ଟ ବିଜେପି ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି । ପଞ୍ଜାବର ଗୁରୁଦାସପୁରରୁ ସେ ବିଜେପି…

ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ, କହିଲେ- ଏଥର ବିଜେଡି ଭଲ କରିବ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭୋଟ ଦେଇଛନ୍ତି । ତୃତୀୟ ପର୍ଯ୍ୟାୟରେ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଯାଇଥିବା ବେଳେ ନବୀନ ଭୁବନେଶ୍ୱର ଏକାମ୍ର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ ଦେଇଛନ୍ତି । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏରୋଡ୍ରମ କଲୋନୀର ଉଚ୍ଚ…

କୁମ୍ଭରେ ସ୍ନାନ ଓ ଗଣତନ୍ତ୍ରରେ ମତଦାନ କଲେ ମହା ଆନନ୍ଦ ମିଳିଥାଏ: ମୋଦୀ

ଅହମଦାବାଦ: କୁମ୍ଭମେଳାରେ ସ୍ନାନ କଲେ ଯେଭଳି ଆନନ୍ଦ ଲାଗିଥାଏ, ସେହିପରି ଗଣତନ୍ତ୍ରରେ ମତଦାନ କଲେ ସମାନ ଅନୁଭୂତି ମନେ ହୋଇଥାଏ । ଗୁଜୁରାଟର ଅହମଦାବାସ୍ଥିତ ରଣିପସ୍ଥିତ ନିଶାନ ଉଚ୍ଚ ମାଧ୍ୟମିକ ସ୍କୁଲରେ ମତଦାନ କରିବା ପରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି । ସେ…

ଅନନ୍ତଙ୍କୁ ଆଇସିୟୁରେ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ବୋମାମାଡ଼ରେ ଆହତ ହେବା ପରେ କ୍ୟାପିଟାଲ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହୋଇଥିବା ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟିଛନ୍ତି । ଅନନ୍ତଙ୍କୁ ସୋମବାର ପୂର୍ବାହ୍ଣରେ ଭେଟି ମୁଖ୍ୟମନ୍ତ୍ରୀ ନବୀନ ସ୍ୱାସ୍ଥ୍ୟାବସ୍ଥା…

କଲମ୍ବୋ ବୋମା ବିସ୍ଫୋରଣରେ ୨୯୦ ମୃତ, ମୃତକଙ୍କ ମଧ୍ୟରେ ୫ ଭାରତୀୟ

କଲମ୍ବୋ..- ଶ୍ରୀଲଙ୍କାର ରାଜଧାନୀ କଲମ୍ବୋର ବିଭିନ୍ନ ସ୍ଥାନରେ ଇଷ୍ଟର ସନ୍‌ଡେ ବା ରବିବାର ପାଳନ ଅବସରରେ ହୋଇଥିବା ୮ଟି ବୋମା ବିସ୍ଫୋରଣରେ ମୃତକ ସଂଖ୍ୟା ୨୯୦ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରେ ୫ ଜଣ ଭାରତୀୟ ଥିବା ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ସ୍ଫଷ୍ଟ କରିଛନ୍ତି । ଏଥିପାଇଁ…