Sign in
Sign in
Recover your password.
A password will be e-mailed to you.
ଚୋର ନିଜେ ଆସି ମନ୍ଦିରକୁ ଫେରାଇଲା ଶ୍ରୀରାମଙ୍କ ଅଷ୍ଟଧାତୁ ମୂର୍ତ୍ତି
ଅଯୋଧ୍ୟା: ଅଯୋଧ୍ୟାରୁ ଚୋରୀ ହୋଇଥିବା ବହୁମୂଲ୍ୟ ଅଷ୍ଟଧାତୁରେ ନିର୍ମିତ ଶ୍ରୀରାମଙ୍କ ମୂର୍ତ୍ତି ମିଳିଯାଇଛି । ଆଶ୍ଚର୍ଯ୍ୟର କଥା ଯେ, ଚୋରୀ କରିଥିବା ବ୍ୟକ୍ତି ଶ୍ରୀରାମଙ୍କ ମୂର୍ତ୍ତି ମନ୍ଦିରକୁ ଫେରାଇ ଦେଇଛି । ଚୋର ଅଜୟର କହିବା ଅନୁସାରେ, ଯେତେବେଳେ ସେ ଚୋରୀ କରିଥିଲା, ସେତେବେଳ ଠାରୁ ସେ…
ପ୍ରତରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପୂର୍ବରୁ ସହିଦଙ୍କୁ ଶ୍ରଦ୍ଧାଂଜଳି ଦେଲେ ରାଜନାଥ ସିଂହ
ନୂଆଦିଲ୍ଲୀ: ଦେଶର ନୂତନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶନିବାର ମନ୍ତ୍ରାଳୟର କାର୍ଯ୍ୟଭାର ଗ୍ରହଣ କରିବା ପୂବରୁ ଦିଲ୍ଲୀସ୍ଥିତ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକ ପୀଠ (ନ୍ୟାସନାଲ ୱାର ମେମୋରିଆଲ) ପହଂଚିଛନ୍ତି । ସେଠାରେ ସେ ସହିଦମାନଙ୍କୁ ଶ୍ରଦ୍ଧାଂଜଳି ଦେଇ ପ୍ରଣାମ କରିଛନ୍ତି ।
ଏହି…
୨୪ କ୍ୟାବିନେଟ ମନ୍ତ୍ରୀ, ୨୪ ରାଷ୍ଟ୍ରମନ୍ତ୍ରୀ (ସ୍ୱତନ୍ତ୍ର) ଓ ୯ ରାଷ୍ଟ୍ରମନ୍ତ୍ରୀ ସହିତ ଦେଖନ୍ତୁ ମୋଦୀଙ୍କ ପୂରା ଟିମ
ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫୭ ସଦସ୍ୟଙ୍କ ସହିତ ଗୁରୁବାର ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନୂତନ ମନ୍ତ୍ରିମଣ୍ଡଳରେ କିଛି ନବାଗତଙ୍କୁ ମନ୍ତ୍ରୀ ପଦ ମିଳିଛି । ସେହିପରି କିଛି ସାଂସଦ ଦ୍ୱିତୀୟ ଥର ମନ୍ତ୍ରୀ ହେବାର…
ସ୍ୱାଦ ପାଇଁ ନୁହେଁ ସ୍ୱାସ୍ଥ୍ୟ ପାଇଁ ବହୁ ଉପଯୋଗୀ ଏହି ପତ୍ର
ନୂଆଦିଲ୍ଲୀ: ବହୁତ ଲୋକଙ୍କୁ ଲାଗିଥାଏ ଯେ, କରୀ ପତ୍ର ବିନା ଦକ୍ଷିଣ ଭାରତୀୟ ବ୍ୟଞନ ଯେପରି ଦୋସା, ସାମ୍ବର, ବରା ପରି ଜିନିଷ ସ୍ୱାଦିଷ୍ଟ ହୋଇ ନଥାଏ । କାରଣ ଏହାର ଅଳ୍ପ ପିତା ସ୍ୱାଦ ଆପଣଙ୍କର ଖାଇବାରେ ସେ ସ୍ୱାଦ ଆଣିଥାଏ। କରି ପତ୍ରର ଏହି ଛୋଟ ପତ୍ର ଦେଖିବା ପାଇଁ ଯେତିକି ଛୋଟ…
ଆଜି ମୋଦୀଙ୍କ ଶପଥ ଗ୍ରହଣ ସମାରୋହ, ୪ ରାଷ୍ଟ୍ରପତି, ୩ ପ୍ରଧାନମନ୍ତ୍ରୀ ଓ ୮୦୦୦ ଅତିଥି ରହିବେ ଉପସ୍ଥିତ
ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ଗୁରୁବାର ରାଷ୍ଟ୍ରପତି ଭବନରେ ସନ୍ଧ୍ୟା ୭ଟାରେ ୨ୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ତାଙ୍କର ଏହି ଶପଥ ଗ୍ରହଣ ସମାରୋହ ପାଇଁ ଭବ୍ୟ ଆୟୋଜନ କରାଯାଇଛି । ଏହି ଶପଥ ଗ୍ରହଣ ସମାରୋହରେ ୪ଟି ଦେଶର ରାଷ୍ଟ୍ରପତି, ୩ଟି ଦେଶର ପ୍ରଧାନମନ୍ତ୍ରୀ ଓ ଜଣେ…
ପ୍ରେରଣା: ଲକ୍ଷାଧିକ ଦରମାର ଚାକିରି ଛାଡ଼ି ଗୋସେବା କଲେ ୪ ଭାଇ-ଭଉଣୀ
ରାଜକୋଟ: ଗାଈମନଙ୍କର ସେବା କରିବା ପାଇଁ ଗୁଜୁରାଟର ଚାରି ସଂପର୍କୀୟ ଭାଇ-ଭଉଣୀ ଲକ୍ଷ ଲକ୍ଷ ଟଙ୍କାର ଚାକିରି ଛାଡି ଦେଇଛନ୍ତି । ନିଜର ତିନି ସଂପର୍କୀୟ ଭାଇ-ଭଉଣୀ ସହିତ ୨୦୧୭ରେ ଗୋଶାଳା ପାଇଁ ଚାକିରି ଛିଡି ଥିବା ଡାକ୍ତର ଶ୍ୟାମା ଗୋଂଦଲିୟାକୁ ତାଙ୍କ ମା-ବାପା ପଚାରିଥିଲେ ଯେ ତୁମେ କ’ଣ ଗାଈର…
୫ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ୫ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । । ସ୍ଥାନୀୟ ୟୁନିଟ-୩ସ୍ଥିତ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ସମାରୋହରେ ମହାମହୀମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନବୀନଙ୍କୁ ଗୋପନୀୟତାର ସହ ଶପଥ ଗ୍ରହଣ…
ମୋଦୀ ସରକାରରେ କିଏ ହେବେ ମନ୍ତ୍ରୀ, ଆଜି ପ୍ରଧାନମନ୍ତ୍ରୀଙ୍କ ବୈଠକ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ନିଜର ନୂତନ କ୍ୟାବିନେଟକୁ ନେଇ ବୈଠକରେ ଅଧ୍ୟକ୍ଷତା କରିପାରନ୍ତି । କ୍ୟାବିନେଟ ମନ୍ତ୍ରୀଙ୍କ ନାମ ନିର୍ଦ୍ଧାରଣ କରିବା ଲାଗି ବୋଧେ ମନ୍ତ୍ରୀଙ୍କ ସହିତ ବୈଠକ କରିପାରନ୍ତି । କୁହାଯାଉଛି ଯେ, ମୋଦୀ ଦିନକ ପରେ ଅର୍ଥାତ ୩୦ ତାରିଖରେ…
ଉତ୍ତରପ୍ରଦେଶ: ବିଷାକ୍ତ ମଦ ପିଇ ଗୋଟିଏ ପରିବାରର ୪ ସମେତ ୭ ମୃତ
ବାରବାଂକୀ: ଉତ୍ତର ପ୍ରଦେଶରେ ପୁଣି ଥରେ ବିଷାକ୍ତ ମଦ ପିଇ ମୃତ୍ୟୁ ମୁଖରେ ପଡ଼ିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି । ବାରବାଂକୀ ଜିଲ୍ଲାର ରାମନଗର ଥାନା ଅଂଚଳରେ ରାନୀଗଂଜ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ବିଷାକ୍ତ ମଦ ପିଇ ଗୋଟିଏ ପରିବାରରୁ କେବଳ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ…
ଝାଡଖଣ୍ଡ: ବିସ୍ପୋରଣରେ ୧୧ ଯବାନ ଆହତ
ରାଂଚି: ଝାଡଖଣ୍ଡର ସଢେଇକଳା ଅଂଚଳର କୁଚାଇ ଅଂଚଳରେ ମଙ୍ଗଳବାର ଭୋର ସକାଳୁ ଆଇଡି ବିସ୍ଫୋରଣ ଯୋଗୁଁ ୧୧ ଜଣ ଯବାନ ଆହତ ହୋଇଛନ୍ତି । ଆଜି ପୂର୍ବାହ୍ଣ ୪ଟା ୫୩ରେ ଏହି ଘଟଣା ଘଟିଥିଲା । ୨୦୯କୋବ୍ରା ଓ ଝାଡଖଣ୍ଡ ପୁଲିସକୁ ଟାର୍ଗେଟ କରି ଏହି ବିସ୍ଫୋରଣ କରାଯାଇଥିଲା । କାରଣ କୋବ୍ରା ବାହିନୀ ଓ…