ଭାରତ ସହ ସୁସଂପର୍କ ରଖିବାକୁ ଚାହୁଁଛି ପାକିସ୍ତାନ, ଜୟଶଙ୍କରଙ୍କୁ ଲେଖିଲା ପତ୍ର

ନୂଆଦିଲ୍ଲୀ: ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହ ମହମ୍ମଦ କୁରୋଶୀ ନିଜର ଭାରତ ସମକକ୍ଷ ଏସ ଜୟଶଙ୍କରଙ୍କୁ ଏକ ପତ୍ର ଲେଖିଛନ୍ତି । ଚିଠିରେ ପାକିସ୍ତାନ ବିଦେଶ ସଚିବ ଉଲ୍ଲେଖ କରିଛନ୍ତି, ତାଙ୍କର ଦେଶ ଭାରତ ସହିତ ସୁସଂପର୍କ ରକ୍ଷା କରିବାକୁ ଚାହୁଁଛି । ଜୟଶଙ୍କରଙ୍କୁ ଚିଠିରେ ବିଦେଶ ମନ୍ତ୍ରୀ…

କମ୍ପ୍ୟୁଟର-ଟିଭିରେ ଅଧିକ ସମୟ ବିତାଇଲେ ପିଲାଙ୍କ ଉପରେ ପଡ଼ିବ ମାନସିକ ଚାପ: ଅଧ୍ୟୟନ

ନୂଆଦିଲ୍ଲୀ: ଆଜିକାଲି ପିଲାମାନେ ନିଜର ସବୁ ସମୟ କମ୍ପ୍ୟୁଟର, ଟିଭି ଓ ଭିଡିଓ ଗେମ ଖେଲିବାରେ ବିତାଉଛନ୍ତି । ଏଥିରେ ସେମାନେ ବାହାରର ଅଲଗା ପିଲାମାନଙ୍କ ସହିତ ମିଶିପାରୁନାହାନ୍ତି ଓ ବାହାରେ ଖେଳିବା ପାଇଁ ମଧ୍ୟ ପସନ୍ଦ କରୁନାହାନ୍ତି । ଯେଉଁଥିରେ ପିଲାମାନଙ୍କର ଶାରୀରିକ ଓ ମାନସିକ ବିକାଶରେ…

ମୋଦୀ ସରକାରଙ୍କ ବଡ଼ ନିଷ୍ପତ୍ତି: ହେବ ବଡ଼ ଆର୍ଥିକ ସର୍ବେକ୍ଷଣ

ନୂଆଦିଲ୍ଲୀ: ଯେମିତି କି ନୂଆ ମୋଦୀ ସରକାର ଠାରୁ ଆଶା କରାଯାଉଥିଲା ଯେ, ସେ ଆର୍ଥିକ ସମ୍ବନ୍ଧୀୟ କାମ ଶୀଘ୍ର କରିବେ । ସେହି ପକ୍ରିୟାରେ ସରକାର ଆଗକୁ ବଢିବାର ଦେଖାଯାଉଛି । ମୋଦୀ ସରକାର ୨.୦ ଦେଶ ସାରା ଅର୍ଥିକ ସର୍ବେକ୍ଷଣ କରାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏବେ ପର୍ଯ୍ୟନ୍ତ ରୋଜଗାରକୁ…

ଜମ୍ମୁ କଶ୍ମୀର: ଘରେ ପ୍ରବେଶ କରି ଛୋଟ ଝିଅକୁ ଗୁଳିକଲେ ଆତଙ୍କବାଦୀ

ନୂଆଦିଲ୍ଲୀ: ଜାମ୍ମୁ କଶ୍ମୀରର ପୁଲୱାମାରେ ଆତଙ୍କବାଦୀମାନେ ଇଦ ପାଳନ କରୁଥିବା ବେଳେ ଏକ ଦୁଃଖଦ ଖବର ଦେଖିବାକୁ ମିଳିଛି । ଆତଙ୍କବାଦୀମାନେ ବୁଧବାର ସକାଳୁ ପୁଲୱାମାର ନରବଳ ଗାଁର ଗୋଟିଏ ଘରରେ ଆତଙ୍କବାଦୀମାନେ ପ୍ରବେଶ କରିଥିଲେ । ଘରେ ପଶିଥିବା ଆତଙ୍କବାଦୀମାନେ ଲୋକମାନଙ୍କୁ ଗୁଳକରିଥିଲେ ।…

ଜିଓ ଗ୍ରାହକ ମାଗଣାରେ ଦେଖିପାରିବେ ବିଶ୍ୱ କପ୍‌ କ୍ରିକେଟର ସିଧା ପ୍ରସାରଣ 

ଜିଓ ଗ୍ରାହକ ମାଗଣାରେ ଦେଖିପାରିବେ ବିଶ୍ୱ କପ୍‌ କ୍ରିକେଟର ସିଧା ପ୍ରସାରଣ ନୂଆଦିଲ୍ଲୀ . -  ଜିଓ ବ୍ୟବହାରକରୀମାନେ  ବିଶ୍ୱ କପ୍‌ ସବୁ ମ୍ୟାଚ୍‍କୁ ମାଗଣା ସିଧା ପ୍ରସାରଣ (ଲାଇଭ୍‍) ଦେଖିପାରିବେ ।  କେତକ ନେଟଓ୍ୱର୍କରେ ଏଥିପାଇଁ ୩୬୫ଟଙ୍କା ଖର୍ଚ୍ଚ କରିବାକୁ ପଡୁଅଛି ।  ଏହା ସହ  …

ସମ୍ବଲପୁର- ନିଜ ଗୁଳିରେ ଆହତ ଜବାନଙ୍କର ମୃତ୍ୟୁ

ସମ୍ବଲପୁର . -  ନିଜ ବନ୍ଧୁକରୁ ଗୁଳି ଫୁଟି ଆହତ ହୋଇଥିବା ଜବାନ ବୁଟା ସିଂଙ୍କର ମୃତ୍ୟୁ ହୋଇଛି। ତାଙ୍କ ମୁଣ୍ଡରେ ଗୁଳି ଲାଗିଥିଲା ।  ଯୁଜୁମରାରେ ଥିବା ସିଆର୍‌ପିଏଫ କ୍ୟାମ୍ପ

ଆଇଏମ୍‌ଡିର ଡିଜି ହେଲେ ଓଡିଆ ଅଧିକାରୀ ମୃତ୍ୟୁଞ୍ଜୟ ମହାପାତ୍ର

ନୂଆଦିଲ୍ଲୀ . - ପାଣିପାଗ ସମ୍ପର୍କରେ ଗବେଷଣା କରୁଥିବା ଓଡିଆ ବୈଜ୍ଞାନିକ ମୃତ୍ୟୁଞ୍ଜୟ ମହାପାତ୍ର ଆଇଏମ୍‌ଡିର ମହାନିର୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି । ପର୍ସନାଲ ମନ୍ତ୍ରଳାୟ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଫୋନି ସହ ବିଭିନ୍ନ ପାଣିପାଗ ବିଭାଗୀୟ ସୂଚନା ସେ ବେଶ୍‌ ସଠିକ୍‌…

ସମ୍ବଲପୁରରେ ଥିବା ସିଆରପିଏଫ କ୍ୟାମ୍ପରେ ଯବାନ ଙ୍କୁ ୩ରାଉଣ୍ଡ ଗୁଳି

ସମ୍ବଲପୁର ।।ସମ୍ବଲପୁରରେ ଥିବା ସିଆରପିଏଫ କ୍ୟାମ୍ପରେ ଯବାନ ଙ୍କୁ ୩ରାଉଣ୍ଡ ଗୁଳି । ଜୁଜୁମରାରେ ଗୁଳିକାଣ୍ଡ ଘଟିବାରୁ ଜଣେ ସେଣ୍ଟ୍ରାଲ୍‌ ରିଜର୍ଭ ପୋଲିସ୍‌ ଫୋର୍ସ (ସିଆର୍‌ପିଏଫ୍‌) ଯବାନ ଗୁରୁତର ହୋଇଛନ୍ତି। ଯବାନଙ୍କୁ ଏବେ ଗୁରୁତର ଅବସ୍ଥାରେ ଯୁଜୁମରାରୁ ବୁର୍ଲା ଭିମସର ନିଆ ଯାଇଛି ।…

ଆରପରିରେ ହାସ୍ୟାଭିନେତା ସଲିଲ

ଓଡିଆ ଚଳଚ୍ଚିତ୍ର ଜଗତର ଖ୍ୟାତାନାମା ହାସ୍ୟ ଅଭିନେତା ସଲିଲ ମିତ୍ରଙ୍କ ସୋମବାର ବିଳମ୍ବିତ ରାତିରେ କିମ୍ସ ହସ୍ପିଟାଲରେ ପରଲୋକ ହୋଇଯାଇଛି। ମେ ୧୨ ରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୁରୁତର ହୋଇ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଦୀର୍ଘ ୨୨ ଦିନର ସଂଘର୍ଷ କରିବା ପରେ ସେ ଜୀବନ ଯୁଦ୍ଧ…

୧୩ଜଣଙ୍କୁ ନେଇ ଉଡିଥିବା ବାୟୁସେନା ବିମାନ ଏଏନ-୩୨ ନିଖୋଜ

ଇଟାନଗର/ନୂଆଦିଲ୍ଲୀ: ସୋମବାର ଅପରାହ୍ଣରେ ନିଖୋଜ ହୋଇଥିବା ଭାରତୀୟ ବାୟୁସେନାର ବିମାନ ଏଏନ-୩୨ ମଙ୍ଗଳବାର ପୂର୍ବାହ୍ଣ ୯ଟା ସୁଦ୍ଧା ଠାବ କରାଯାଇପାରି ନାହିଁ । ଏହି ବିମାନକୁ ଋଷିଆ ନିର୍ମାଣ କରିଥିଲା । ସେନାର ସି-୧୩୦ଜେ ଏବଂ ଯବାନମାନେ ନିଖୋଜ ବିମାନକୁ ଖୋଜିବାରେ ଲାଗିପଡ଼ିଛନ୍ତି । ଜାତୀୟ…